ଦୁଃଖ ଖବର ବ୍ରେଷ୍ଟ କ୍ୟାନ୍ସରରେ ପୀଡ଼ିତ ହେଲେ ସିରିଏଲ୍ ଅଭିନେତ୍ରୀ

ଏବେ ଏବେ ଏକ ଦୁଃଖ ର ଖବର ଯାହା ଶୁଣିବା ପାଇଁ ମିଳିଛି ଯାହାକି ଆପଣଙ୍କ ପ୍ରିୟ ସିରିଏଲ ଅଭିନେତ୍ରୀ ଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି | ସୋସିଆଲ ମିଡ଼ିଆ ରେ ଏଭଳି ଏକ ପ୍ରଥମ କରି ପୋଷ୍ଟ କରିବା ପରେ ତାଙ୍କ ଫ୍ୟାନ୍ସ ମାନେ ଖୁବ ଭାବ ବିହ୍ଵଳ ହୋଇ ପଡ଼ିଛନ୍ତି | ଏଭଳି ଏକ ଗୁରୁତ୍ୱ ରୋଗ ରେ ପୀଡିତ ହୋଇ ଥିବା ଅଭିନେତ୍ରୀ ଙ୍କୁ ଆସୁ ଆରୋଗ୍ୟ କାମନା ଦର୍ଶକ ମାନେ କରିଛନ୍ତି |

ଅଭିନେତ୍ରୀ ନିଜେ ହିଁ ହସ୍ପିଟାଲ ରେ ଥିବା ବେଳେ ଏକ ଫଟୋ କୁ ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ଆଉ ଏହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇ ଯାଇ ଥିଲେ | ଏଭଳି ଏକ ଖୁବ ସୁନ୍ଦର ଅଭିନେତ୍ରୀ ଙ୍କେ ଏମିତି ଭୟଙ୍କର ରୋଗ ହେଲା କେମିତି |

ତେବେ ଅଭିନେତ୍ରୀ ଜଣଙ୍କ ଏହି ପୋଷ୍ଟ ଟିକୁ ଉପଲୋଡ କରି ଲେଖି ଥିଲେ କି, ଡିୟର ବ୍ରେଷ୍ଟ ମୁଁ ତୁମକୁ ପ୍ରଥମ ଥର ପାଇଁ ଅନୁଭବ କଲି ଏବଂ ତୁମେ ମୋ ସହିତ ଏମିତି କରିବ ବୋଲି ମୁଁ ଭାବି ନଥିଲି ଏବଂ ମତେ ଦୁଇଟି ପିଲାର ମା ହେବାର ସୁଯୋଗ ଦେଇ ମୋ ଦାୟିତ୍ୱ ବଢ଼ାଇ ଦେଇଛନ୍ତି ବୋଲି କହି ଏଭଳି ଭାବ ବିହ୍ଵଳ ପୋଷ୍ଟ ଟିକୁ ଅଭିନେତ୍ରୀ ଜଣଙ୍କ ଉପଲୋଡ କରି ଥିଲେ |

ତେବେ ଆମେ କହୁଛୁ ଅଭିନେତ୍ରୀ ଛବି ମିତ୍ତଲ ଙ୍କ କଥା ଯିଏ ଓଡ଼ିଆ ନହେଲେ ମଧ୍ୟ ଓଡ଼ିଆ ରେ ଅନେକ ସିରିଏଲ ରେ କାମ କରିଛନ୍ତି ଏବଂ ଏହା ସହିତ ଅନେକ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି | ତେବେ 2022 ରେ ସେ ବ୍ରେଷ୍ଟ କ୍ୟାନ୍ସର ରେ ପୀଡିତ ହୋଇ ଥିଲେ ଆଉ ଏହାପରେ ପରେ ସେ ସଂଘର୍ଷ ଜାରି ରଖି ଥିଲେ |


ଅବଶ୍ୟ ସେ ଏବେ କ୍ୟାନ୍ସର ଫ୍ରି ହୋଇ ସାରିଲେଣି ଏବଂ ତାଙ୍କର ଜର୍ଣ୍ଣି କୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି | ତେବେ ଛବି ମିତଲ ଜଣେ ଟିଭି ଆକ୍ଟରେସ ଅଟନ୍ତି ଏହା ସହିତ ତାଙ୍କ ସ୍ୱାମୀ ଜଣେ ଟିଚିରାଲ ଇଣ୍ଡିଆ ମାର୍କେଟ ର ହେଡ଼ ଅଟନ୍ତି ଏହା ସହିତ ଏସଆଇଟି ନାମକ ଏକ ତାଙ୍କର ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାକି ଖୁବ ଫେମସ ଏବଂ ଦୁଇ ଜଣଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି |

 

ଆଉ ବ୍ରେଷ୍ଟ କ୍ୟାନ୍ସର ରେ ପୀଡିତ ହେବା ପରେ ଛବି ମିତଲ ଏଭଳି ଏକ ଭାବ ବିହ୍ଵଳ ପୋଷ୍ଟ କରି ଥିଲେ | ଅନେକ ହୃଦୟ ଜିତି ଥିବା ଏହି ଅଭିନେତ୍ରୀ ଜଣଙ୍କର ପୋଷ୍ଟ ଦେଖି ସମସ୍ତେ ଭାବ ବିହ୍ଵଳ ହୋଇ ଯାଇଥିଲେ କିନ୍ତୁ କ୍ୟାନ୍ସର ସହିତ ସେ ଲଢ଼ି ଏବେ ପୁରା ସୁସ୍ଥ ଅଛନ୍ତି | ଆଉ ଛବି ମିତଲ ଏବେ ପୁଣି ଥରେ ସିରିଏଲ ଜଗତକୁ ଫେରି ନିଜର ଅଭିନୟ ଜାରି ରଖିଛନ୍ତି |