ଫ୍ରିଜରେ ଏହି ୧୦ ଟି ଖାଦ୍ୟ ରଖି ଖାଇଲେ ହୋଇପାରେ କ୍ୟାନସର ଭଳି ସାଙ୍ଘାତିକ ରୋଗ – Health Tips
ଆଜିକାଲି ଯୁଗରେ ପ୍ରାୟ ସମସ୍ତେ ଲୋକ ଫ୍ରିଜ ବ୍ୟବହାର କରୁଛନ୍ତି କାରଣ ଏହାଦ୍ୱାରା କୌଣସି ପରିବା ନଷ୍ଟ ହୋଇ ନଥାଏ କି କୌଣସି ଖାଦ୍ୟ ମଧ୍ୟ ଖରାପ ହୋଇ ନଥାଏ | କିନ୍ତୁ ଏଭଳି ମଧ୍ୟ କିଛି ଖାଦ୍ୟ ଅଛି ଯାହାକୁ ଆମେ ଫ୍ରିଜ ରେ ରଖିଲେ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ହାନିକାରକ ଅଟେ | ତେବେ କେଉଁ ସବୁ ଜିନିଷ କୁ ଫ୍ରିଜ ରେ ରଖିଲେ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇ ଥାଏ ଆମେ ଆଜି ସେହି ସମ୍ପର୍କ ରେ ଆଲୋଚନା କରିବା |
1.କଦଳୀ:-
ତେବେ ପ୍ରାୟ ଲୋକ ମାନେ ଅଛନ୍ତି ଯେଉଁ ମାନେ କଦଳୀ ଖାଇବା ପାଇଁ ବେସ ପସନ୍ଦ କରି ଥାଆନରୁ ଆଉ ଏମାନଙ୍କ ଘରେ କଦଳୀ କୁ ସମସ୍ତେ ଫ୍ରିଜ ରେ ରଖିଥାନ୍ତି ମାତ୍ର ଏହାକୁ ଫ୍ରିଜ ରେ ରଖି ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯିବାର ସମ୍ଭାବନା ରହିଥାଏ |
2.ବ୍ରେଡ଼:-
ପ୍ରାୟ ଘରେ ବ୍ରେଡ଼ ଓ ପାଉଁରୁଟି କୁ ବାହାରୁ ଆଣି ଲୋକମାନେ ଫ୍ରିଜ ରେ ଷ୍ଟର କରି ରଖିଥାନ୍ତି | ମାତ୍ର ଏହି ବ୍ରେଡ଼ କୁ ଫ୍ରିଜ ରେ ରଖିବା ଦ୍ୱାରା ଏହା ଶୁଖିଯାଇ ଏବଂ ଏହାର ପ୍ରଟିନ ନଷ୍ଟ ହୋଇଯାଇ ଥାଏ, ତେଣୁ ଏହାକୁ ବ୍ୟବହାର କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ |
3.ପିଆଜ:-
ଆପଣ ତ ଜାଣନ୍ତି ପିଆଜ ଆମର ପ୍ରତିଦିନ ବ୍ୟବହାର ହୋଇ ଥାଏ କାରଣ ବିନା ପିଆଜ ରେ ଆମର ରୋଷେଇ ହୋଇ ପାରିବ ନାହିଁ, ଏହାକୁ ଯଦି ଆପଣ ଫ୍ରିଜ ରେ ରଖି ବ୍ୟବହାର କରିବେ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଖୁବ ହାନିକାରକ ହୋଇ ଥାଏ |
4.ସେଓ:-
ପ୍ରାୟ ଲୋକ ମାନେ ଅଛନ୍ତି ଯେଉଁ ମାନେ ସେଓ କୁ ଖାଇବା ପାଇଁ ଏହାକୁ ମାର୍କେଟ ରୁ ଆଣି ନିଜ ଫ୍ରିଜ ରେ ଷ୍ଟୋର କରି ରଖି ଥାଆନ୍ତି କିନ୍ତୁ କହି ରଖୁଛୁ କି ଏହାକୁ ଫ୍ରିଜ ରେ ରଖି ସେବନ କଲେ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ |
5.ମହୁ:-
ଆପଣ ନିହାତି ଭାବରେ ଜାଣି ଥିବେ କି ମହୁ ଏହିପରି ଏକ ଜିନିଷ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ | ମାତ୍ର ଯେତେ ବେଳେ ଆପଣ ଏହାକୁ ଅଧିକ ଦିନ ଧରି ଫ୍ରିଜ ରେ ଷ୍ଟୋର କରି ରଖିଥାନ୍ତି ତାହା ବିଷାକ୍ତ ହୋଇଯାଇଥାଏ |
6.ଆଲୁ:-
ଯଦି ଆପଣ ଆଲୁ କୁ ଫ୍ରିଜ ରେ ଷ୍ଟୋର କରି ରଖୁଛନ୍ତି ତେବେ ଏଥିରେ ଥିବା ଭିଟାମିନ ଟି ଥଣ୍ଡା ରେ ରହି ନଷ୍ଟ ହୋଇଯାଏ, ଆଉ ଏହାକୁ ବ୍ୟବହାର କଲେ ଦେହ ଖରାପ ହୋଇଥାଏ |
7. ଏହା ସହିତ ଆପଣ ଯଦି ଫ୍ରିଜ ରେ ମଞ୍ଜି, ଆଚାର, ରସୁଣ ଆଦିକୁ ଫ୍ରିଜ ରେ ରଖି ବ୍ୟବହାର କରିବେ ତେବେ ତାହା ଆପଣଙ୍କ ଶରୀର ପାଇଁ ଖୁବ ହାନିକାରକ ହୋଇ ଥାଏ | ତେଣୁ କରି ଆପଣ ମାନେ କେବେ ହେଲେ ଏହି ସବୁ ଜିନିଷ କୁ ନିଜ ଫ୍ରିଜ ରେ ଷ୍ଟୋର କରି ରଖନ୍ତୁ ନାହିଁ |