Special Tips – ପେଟ କମାଇବା ( Belly Fat ) କମାଇବା ପାଇଁ ପିଅନ୍ତୁ ମାତ୍ର ୧୫ ଦିନରେ ପେଟ, ଜଙ୍ଘର ଚର୍ବି ( Loose Belly Fat ) ଗାଏବ ହୋଇଯିବ

ତେବେ ପ୍ରତେକ ବ୍ୟକ୍ତି ର ଶରୀର ରେ କିଛି ନା କିଛି ସମସ୍ୟା ରହି ଥାଏ କାରଣ ଶରୀର ଅଛି ମାନେ କିଛି ସମସ୍ୟା ତ ନିହାତି ଭାବରେ ରହିବ କିନ୍ତୁ କେମିତି ସୁସ୍ଥ ଜୀଵନ ଆମେ କଟାଇବା ତାହାକୁ ନିଜେ ଧ୍ୟାନ ଦେବା ଉଚିତ | ତେବେ ନିଜ ଫଟନେସ କୁ ନେଇ ଅନେକ ଲୋକ ଚିନ୍ତା ରେ ରହି ଥାଆନ୍ତି କାରଣ ଏହା ପାଇଁ ସେମାନଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବା ପାଇଁ ପଡ଼ି ଥାଏ | ଅନେକ ବ୍ୟକ୍ତି ନିଜ ମୋଟାପଣ ପାଇଁ ଖୁବ ଚିନ୍ତା ରେ ରହି ଥାଆନ୍ତି ଆଉ ନିଜ ଶରୀର କୁ କିପରି ମେଣ୍ଟେନ କରିବେ ତାହାକୁ ନେଇ ମଧ୍ୟ ଅନେକ ଉପାୟ କରି ଥାଆନ୍ତି କିନ୍ତୁ ବେଳେ ବେଳେ ତାହା କୌଣସି କାମ ଦେଇ ନଥାଏ ବା ଶରୀର ରେ ଚର୍ବି କମି ନଥାଏ |

ଶରୀର ରେ ଓଜନ ଅଧିକ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟ ମଧ୍ୟ ଫ୍ରି ହୋଇକି କରି ପାରନ୍ତି ନାହିଁ ଏବଂ ଶରୀର ରେ ଓଜନ ବୃଦ୍ଧି ହେଲେ ଅନେକ ରୋଗ ମଧ୍ୟ ବଢ଼ି ଯାଇଥାଏ | ତେବେ ଆଜି ଶରୀର ଓଜନ କେମିତି କମାଇବା ସେହି ଟିପ୍ସ ସମ୍ପର୍କ ରେ ଆଲୋଚନା କରିବା |

ଆପଣ ଶରୀର ରେ ଓଜନ କମାଇବା ପାଇଁ ହେଲେ ପ୍ରଥମେ ଆପଣ ଙ୍କୁ ନିଜ ଲାଇଫ ଷ୍ଟାଇଲ କୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ ଯାହାକି ପ୍ରତେକ ଦିନ ଆପଣ ଯେଉଁ ହେଭି ଫୁଡ ଖାଉଛନ୍ତି ତାହାକୁ କମାଇବା ପାଇଁ ପଡ଼ିବ |

ଏହା ସହିତ ଜଙ୍କ ଫୁଡ଼ ବା ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ଯାହାକି ନର୍ମାଲ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ | ନନ ଭେଜ ଖାଆନ୍ତୁ କିନ୍ତ କମ ଓ ମସଲା ଯୁକ୍ତ ଅଧିକ ଖାଆନ୍ତୁ ନାହିଁ | ଏହା ସହିତ ଆପଣ ସବୁଜ ପନିପରିବା ଆଦିକୁ ତରକାରୀ ବା ସନ୍ତୁଳା କରି ଖାଆନ୍ତୁ ଏହା ଦ୍ୱାରା ନିଜ ସ୍ୱାସ୍ଥ୍ୟ ସୁସ୍ଥ ରହିବ ଏବଂ ଏହା ଓଜନ ମଧ୍ୟ କମାଇବା ପାଇଁ ଖୁବ ସାହାଯ୍ୟ କରିବ |


ପ୍ରତେକ ଦିନ ସକାଳ ଖାଇବା ରେ ଆପଣ ତେଲ ଓ ମସଲା ଯୁକ୍ତ ଖାଦ୍ୟ ନ ଖାଇ ନର୍ମାଲ କିଛି ଖାଦ୍ୟ ଖାଆନ୍ତୁ ଏବଂ ପରେ କଫି କିମ୍ବା ଉଷୁମ ପାଣି ଗ୍ଲାସ ପିଇ ପାରିବେ | ଆପଣ ଙ୍କୁ ଯଦି ଅଧିକ ଭୋକ ଲାଗୁଛି ତେବେ ଆପଣ କୌଣସି ଜୁସ କିମ୍ବା କିଛି ଡ୍ରିକନ୍ସ କରିବା ଦ୍ୱାରା ଏହା ଆପଣଙ୍କ ଭୋକ କୁ ମାରି ଦେଇ ଥାଏ ଯାହା ଫଳରେ ଆପଣ କମ ଖାଇବା ଖାଇ ଥାଆନ୍ତି |

ସେହିଭଳି ମଧ୍ୟାହ୍ନ ଭୋଜନ ରେ କମ ଭାତ ଖାଆନ୍ତୁ ଏବଂ ଯେତେ ପନିପରିବା ତରକାରୀ ଅଧିକ ଖାଇବା ପାଇଁ ଚେଷ୍ଟା କରନ୍ତୁ, ଏହା ସହିତ ରାତି ସମୟରେ ଗୋଟିଏ ରୁଟି ସହିତ ସନ୍ତୁଳା ଖାଆନ୍ତୁ | ଯଦି ଆପଣ ଙ୍କୁ ଅଧିକ ଭୋକ ଲାଗୁଛି ତେବେ କୌଣସି ଜୁସ ପିଇ ପାରିବେ ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ଠିକ ରଖିବ | ଖାଦ୍ୟ ରୁଟିନ ଠିକ ରଖିବା ସହିତ ପ୍ରତିଦିନ ଏକ୍ସସାଇଜ ମଧ୍ୟ କରନ୍ତୁ ଏବଂ ଅଳ୍ପ ଚାଲିବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ ଯାହା ଦ୍ୱାରା ଆପଣଙ୍କ ଶରୀର ରେ ଓଜନ ଆସ୍ତେ ଆସ୍ତେ କମ ହେବା ପାଇଁ ଲାଗିବ |

ତେବେ ଏଥିପାଇଁ ଏକ ରେମିଡ଼ି ଅଛି ଯେଉଁଥିରେ ଆପଣ ନିଜ ପେଟର ଚର୍ବି କୁ କମାଇ ପାରିବେ, ଆପଣ ଗୋଟିଏ କପ ପାଣିକୁ ଗରମ କରିବେ ଫାଳେ ଲେମ୍ବୁ ଚିପୁଡି ଦେବେ ତାପରେ ସେଥିରେ ଛୋଟ କଫି ପ୍ୟାକେଟ କୁ ପକାଇବେ | କିଛି ସମୟ ସେହି ପାଣି ଫୁଟିବା ପରେ ଆପଣ ତାହାକୁ ହାଲୁକା ଥଣ୍ଡା କରି ଚା ପରି ପିଇ ପାରିବେ | ମାସେ ଏପରି ପିଅନ୍ତୁ ଏହାର ରେଜଲ୍ଟ ଆପଣ ନିଜେ ହିଁ ଜାଣି ପାରିବେ |