ଦେଖନ୍ତୁ Socking Video.. ଡ଼ ଶେଷ କିସାନ ଙ୍କ ଜନ୍ମ ସ୍ଥଳୀ ..ଏହି ଛୋଟ କୋଠାଘରୁ ଆରମ୍ଭ ଶେଷ କିସାନ ଙ୍କ ଜୀବନଶୈଳୀ…ଦେଖନ୍ତୁ ପୁରା video…

ଆଜିର ଦିନରେ ସମସ୍ତଙ୍କ ପାଇଁ ସୋସିଆଲ ମିଡ଼ିଆ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇ ପାରିଛି। ଲୋକେ ଦେଶ ବିଦେଶର ଘଟି ଚାଲିଥିବା ପ୍ରତ୍ୟେକଟି ଖବର ର ଅପଡେଟ ପାଇ ପାରୁଛନ୍ତି। ସାମାଜିକ ଗଣ ମାଧ୍ୟମ ଅନେକ ଲୋକଙ୍କ ଜୀବନର ମୋଡ ବଦଳାଇଛି ଯାହା ପାଇଁ ଆଜିର ଦିନରେ ଲୋକେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସାମାଜିକ ଗଣ ମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକ ଲୋଚନ କୁ ଆସି ପାରୁଛି ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣି ପାରୁଛି ଆଜିର ସୋସିଆଲ ମିଡିଆ।

ତେବେ ଆପଣ ମାନେ ଯୁବବିଜ୍ଞାନୀ ଶେଷ କିଷାନଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ଦେଶ ବିଦେଶ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ସବୁଠି ତାଙ୍କର ଚର୍ଚ୍ଚା ଲାଗି ରହିଛି।ତାଙ୍କ ସଂଘର୍ଷର କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ଆଉ ତାଙ୍କର ଦୃଢ ମନୋବଳ ନିକଟରେ ହାର ମାନିଛି ଦାରିଦ୍ର୍ୟତା।ଦୃଢ ମନୋବଳ ତାଙ୍କୁ ସଫଳତା ର ଶୀର୍ଷରେ ପହଁଚାଇ ଦେଇଛି। ଆଉ ଆଜିର ଦିନରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ତେବେ ଗତ ଦିନ ମାନଙ୍କରେ ଶେଷ କିଷାନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ତେବେ ଶେଷ କିଷାନ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ପରିଚିତ ଚେହେରା। ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ଶେଷ କିଷାନ ବିଶେଷ କରି ବିବାହ ପର ଠାରୁ ସୋସିଆଲ ମିଡିଆରେ ମିଡିଆରେ ଅଧିକ ଏକ୍ଟିଭ୍ ରହିଛନ୍ତି। ସ୍ତ୍ରୀଙ୍କ ସହିତ ଶେଷ କିଷାନଙ୍କୁ ସମୟ ବିତାଉ ଥିବାର ଦେଖିବାକୁ ମିଳିଛି।

ତେବେ ନିକଟରେ ସେମାନଙ୍କ ଏକ ସୁନ୍ଦର୍ ବ୍ଲଗ୍ ସାମ୍ନାକୁ ଆସିଛି। ଯାହା ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି। କିନ୍ତୁ ଏହି ବ୍ଲଗ ଭିଡିଓରେ ଡ.ଶେଷ କିଷାନଙ୍କୁ ଆପଣମାନେ ଦେଖିବାକୁ ପାଇବେ ନାହିଁ ବରଂ ଏଥିରେ ଆପଣ ମାନେ ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକ ମାନଙ୍କ ସହିତ ତାଙ୍କର ଜନ୍ମସ୍ଥାନ ଗ୍ରାମକୁ ଦେଖିବାକୁ ପାଇବେ

। ଆଉ ଶେଷ କିଷାନଙ୍କ ସ୍ତ୍ରୀ ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ସମସ୍ତ କାମ ସହିତ କିପରି ପରିବାର ସହିତ ମଜା ମସ୍ତିକରୁଛନ୍ତି ସେ ସବୁ ଏହି ବ୍ଲଗଭିଡିଓରେ ଦେଖିବାକୁ ମିଳିଛି। ତେବେ ଭିଡିଓ ରେ ଆହୁରି ବହୁତ୍ କିଛି ମଜାମସ୍ତି ଦେଖିବା ପାଇଁ ମିଳିଛି ଯାହା ଆପଣ ପୁରା ଭିଡିଓ ଦେଖିଲା ପରେ ଜାଣି ପାରିବେ। ତେଣୁ ଆପଣମାନେ ଏହି ଭିଡ଼ିଓ ନିଶ୍ଚିତ ଭାବେ ଦେଖନ୍ତୁ ଆଶା କରୁଛୁ ଆପଣଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ଆସିବ ।