ଦୋଳ ପୂର୍ଣ୍ଣିମା 2023 ହୋଲି,ଗାଈକୁ ଖୁଆଇ ଦିଅନ୍ତୁ ଏହି ୧ ଜିନିଷ ଧନର ବର୍ଷା ହେବ…ବିଶ୍ବାସ ନହେଲେ ବି ସତ ପରୀକ୍ଷା କରି ଦେଖନ୍ତୁ….

ଆଜି ଆମେ ଜାଣିବା ଦୋଳପୂର୍ଣ୍ଣିମା ଦିନ ଗୋ ମାତାଙ୍କୁ କଣ ଖାଇବକୁ ଦେଲେ କୋଟି ପୁଣ୍ୟ ମିଳିଥାଏ ଏବଂ ଜାଣିବା ଗୋ ମାତାଙ୍କ କେଉଁ ଅଙ୍ଗକୁ ଛୁଇଁବା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିବ। ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହେବ। ଜନ୍ମରୁ ଯଦି ଆପଣ ଦରିଦ୍ରତା ଆପଣଙ୍କ ଘରେ ଲାଗି ରହୁଛି ତାହା ମଧ୍ୟ ଦୂର ହୋଇଯିବ। ସମସ୍ତ ଗ୍ରହ ମାନଙ୍କର ଦୋଷ ଯେପରିକି ଶନି ଦୋଷ, ରାହୁ ଦୋଷ, କେତୁ ଦୋଷ ସମସ୍ତ ଗ୍ରହ ମାନଙ୍କର ଦୋଷ ମଧ୍ୟ ଦୂର ହେବ ଏବଂ ତା ସହିତ ପିତୃ ଦୋଷ ମଧ୍ୟ ଦୂର ହେବ।

ଭଗବାନ ଶ୍ରୀକୃଷ୍ଣ ଙ୍କର ବିଶେଷ କୃପା ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। କାରଣ ଭଗବାନ ଶ୍ରୀକୃଷ୍ଣ ଙ୍କର ଗୋମାତା ଅତି ପ୍ରିୟ ହୋଇଥାନ୍ତି ଏବଂ ହୋଲି ପର୍ବ ଭଗବାନ ଶ୍ରୀକୃଷ୍ଣ ଙ୍କୁ ସମର୍ପିତ ଅଟେ।
ଏହି ପବିତ୍ର ଦୋଳପୂର୍ଣ୍ଣିମା ଦିନ ଗୋମାତା ଙ୍କୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଏବଂ ଛୁଇଁ ଦିଅନ୍ତୁ ଏହି ଅଙ୍ଗକୁ ଭାଗ୍ୟ ଆପଣଙ୍କର ଚମକି ଉଠିବ। ଏହା କୌଣସି ମନଗଢ଼ା କଥା ନୁହେଁ। ବରଂ ଏହା ଶାସ୍ତ୍ର ରେ ପ୍ରମାଣିତ ହୋଇଛି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଗାଈ ହେଉଛି ସମସ୍ତ ଜଗତର ମା।

ଗାଈ ହେଉଛି ଏକ ଦିବ୍ୟ ଜୀବ। ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଦୂରେଇ ରହିଥାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈ ର ସମସ୍ତ ଦେବତା ଓ ଦେବୀ ବାସ କରିଥାନ୍ତି। ତେଣୁ ଗାଈ କୁ ପୂଜା କଲେ ସମସ୍ତ ଦେବତା ଓ ଦେବୀଙ୍କର ପୂଜା ଫଳ ପ୍ରାପ୍ତ ହୋଇଥାଏ। ଗାଈ ଉପରେ ସବୁ ନକ୍ଷତ୍ର ର ପ୍ରଭାବ ପଡ଼ିଥାଏ। ଗାଈର ପିଠି ହାଡ଼ ରେ ସୂର୍ଯ୍ୟ କେତୁ ନାଡ଼ି ଥାଏ, ଯାହା ସୂର୍ଯ୍ୟର କିରଣ ରୁ ରକ୍ତରେ ସ୍ୱର୍ଣ୍ଣ କ୍ଷାର ତିଆରି କରେ। ଏହି ସ୍ୱର୍ଣ୍ଣ କ୍ଷାର ଗାଈର କ୍ଷୀର ରେ ରହିଥାଏ।

ଯାହା ମଣିଷ ମାନଙ୍କ ପାଇଁ ଅମୃତ ଭଳି ହୋଇଥାଏ। ଏହାର ସୁବର୍ଣ୍ଣ ରଙ୍ଗ ହେତୁ ଗାଈର କ୍ଷୀର ହାଲକା ହଳଦିଆ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜଣେ ବ୍ୟକ୍ତି ଗୋମାତା ର ପୂଜା କରିବା ଦ୍ୱାରା କେଉଁ ଫଳ ମିଳିଥାଏ ତାହା ସହିତ ଘରୁ ବାସ୍ତୁ ଦୋଷ ନଷ୍ଟ କରିବା ପାଇଁ କେଉଁ ଉପାୟ କରିବା ଦରକାର ଏବଂ ଗାଈର କେଉଁ ଅଙ୍ଗ କୁ ସ୍ପର୍ଶ କରିବା ଶାସ୍ତ୍ର ରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଉଛି। ଶାସ୍ତ୍ର ଅନୁସାରେ ଗାଈର ଶରୀରରେ ୩୩ କୋଟି ଦେବାଦେବୀ ଙ୍କର ବାସସ୍ଥାନ ଅଟେ।

କୁହାଯାଏ କି, ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରିଥାଏ ସେହି ସମୟରେ ଗାଈର ଖୁରାରୁ ଯେଉଁ ଧୂଳି ଉଡ଼ିଥାଏ ସେହି ଧୂଳିରେ ମଣିଷର ପାପ ଧୋଇଯାଏ। ଯେଉଁମାନେ ପାଠ ପଢ଼ାରେ ଦୁର୍ବଳ ସେମାନେ ଗାଈକୁ ଘାସ ଚାରା ଖାଇବାକୁ ଦିଅନ୍ତୁ। ଗାଈର ଦାନ କରିବା ଶୁଭ ବୋଲି ମାନାଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।