ଦୀପାବଳୀରେ ଏହି ( 5ଟି ଜାଗାରେ ) ଦୀପ ଜାଳନ୍ତୁ,ଧନର ବର୍ଷା ହେବ, ମାତା ଲକ୍ଷ୍ମୀ ଙ୍କ ଶୁଭ ଦୃଷ୍ଟି ପଡିଥାଏ

ଶାସ୍ତ୍ର ଅନୁସାରେ ଯଦି ଆମେ ଆମ ଜୀବନ ରେ ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ଯେ ଦୀପାବଳୀ ଦିନ ଏହି 5 ଜାଗା ରେ ଦୀପ ଜାଳିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

ଏହି ଦିନ ମର୍ଯ୍ୟାଦା ପୁରୁଷ ଭଗବାନ ରାମ ତାଙ୍କର ଭାଇ ଲକ୍ଷ୍ମଣ ଓ ମାତା ସୀତା ରାବଣ କୁ ଦହନ କରି ଅଯୋଧ୍ୟା ଫେରି ଥିଲେ l ତେଣୁ ଏହି ଦିନ ଆଲୋକ କୁ ଅଧିକ ଗୁରୁତ୍ୱ ଦିଅ ଯାଏ l

ଦୀପାବଳି ଦିନ ରେ ଏହି 5 ଜାଗା ରେ ଦୀପ ଜଳାନ୍ତୁ ଧନ ର ବର୍ଷା ହେବ l ତେବେ ଚାଲନ୍ତୁ ଜାଣିବା ସେହି ସ୍ଥାନ ଗୁଡିକ କଣ ଯେଉଁ ଠାରେ ଦୀପ ଜାଳିଲେ ଆପଣ ମାନେ ମାତା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରି ପାରିବେ l

1, ଦୀପାବଳି ଦିନ ଘର ପାଖରେ ଥିବl ଆଶ୍ୱସ୍ତ ଗଛ ମୂଳରେ ଗୋଟେ ଦୀପ ଜଳାନ୍ତୁ l ଏହି ଗଛ ରେ 33 କୋଟି ଦେବତା ରୁହନ୍ତି ବୋଲି ଶାସ୍ତ୍ର ରେ ଅଛି l ଅନେକ ଶୁଭ ଦୃଷ୍ଟି ପଡିବ l

2, ଘର ର ମୁଖ୍ୟ ଫାଟକ ର ବାମ ଓ ଦକ୍ଷିଣ ପାର୍ଶ୍ୱ ରେ ଗୋଟିଏ ଗୋଟିଏ ଦୀପ ଜଳାନ୍ତୁ l ମାତା ମାତା ଲକ୍ଷ୍ମୀ ଘର କୁ ଆସିବେ l

3, ଘର ର ଅଗଣା ରେ ମଧ୍ୟ ଜଳାନ୍ତୁ ମାତା ଲକ୍ଷ୍ମୀ ଧନ ର ବର୍ଷା କରିବେ l ସମସ୍ତ ସମସ୍ୟା ଦୂର ହେବ ଅସମ୍ଭବ କାର୍ଯ୍ୟ ସମ୍ଭବ ହେବ l ଅନେକ ମଙ୍ଗଳ ମୟ କାର୍ଯ୍ୟ ହେବ l

4, ଘରେ ଥିବ ଅଗଣା ରେ ତୁଳସୀ ଗଛ ମୂଳ ରେ ନିହାତି ଗୋଟିଏ ଦୀପ ଜଳାନ୍ତୁ l ଦୀପ ଜାଳିଲେ ଭଗବାନ ବିଷ୍ଣୁ ଓ ମାତା ବୃନ୍ଦାବତୀ ସନ୍ତୁଷ୍ଟ ହୁଅନ୍ତି l ଘରେ ଅଶୁଭ ଦୃଷ୍ଟି ପଡିବ ନାହିଁ l

5, ଘର ର ପାଖରେ ଥିବା କୌଣସି ମନ୍ଦିରରେ ନିହାତି ଜଳାନ୍ତୁ ଦୀପ ସମସ୍ତ ଦେବତା ସନ୍ତୁଷ୍ଟ ହେବେ ସବୁ ମଙ୍ଗଳ ମୟ କାର୍ଯ୍ୟ ଘଟିବ l ଯଦି ଆପଣଙ୍କ ଘରେ ଏକ ଫାଙ୍କା ଜାଗା ରେ ଶିବ ମୂର୍ତ୍ତି ଅଛି ତେବେ ନିଶ୍ଚୟ ଗୋଟେ ଦୀପ ଜଳି ଦିଅନ୍ତୁ l ଦେଖିବେ ଘରେ କେବଳ ଧନ ବର୍ଷା ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।