ଦୀପାବଳି ଦିନ ଏହି 5ଟି ଜିନିଷ ଘରୁ ବାହାର କରି ଦିଅନ୍ତୁ ନହେଲେ ମାତା ଲକ୍ଷ୍ମୀ ଙ୍କ କୋପ ଦୃଷ୍ଟି ପଡିବ ଧନ ର ଅଭାବ ହେବ ଶୀଘ୍ର ଦେଖନ୍ତୁ….

ଶାସ୍ତ୍ର ଅନୁସାରେ ଯଦି ଆମେ ଆମ ଜୀବନ ରେ ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ ନାହିଁ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ କି ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ l

କେହି ମଣିଷ ଯଦି ଶାସ୍ତ୍ର ନିୟମକୁ ଉଲଂଘନ କରିଥlଏ ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ l

ଦୀପାବଳି ଦିନ ଭୁଲ ରେ ଏହି 5 ଗୋଟି ମୁଖ୍ୟ ଜିନିଷ ଘରୁ ବାହାର କରି ଦିଅନ୍ତୁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି କାରଣ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1, ଦୀପାବଳି ଆଗରୁ ଦେବୀ ଦେବତା ଙ୍କର ଭଙ୍ଗା ଓ ପୁରୁଣା ଫୋଟ ବାହାର କରି ଦିଅନ୍ତୁ l

2, ପୁରୁଣା ଓ ଚିରl କପଡା ଅନ୍ୟ କୁ ଦେଇ ଦିଅନ୍ତୁ l

3, ଘର ଛାତ କୁ ମଇଳା କରନ୍ତୁ ନାହିଁ l ମଇଳା କୁ ବାହାର କରି ଦିଅନ୍ତୁ l

4, ଘରେ ଥିବା ଅନାବଶ୍ୟକ ପଥର, ତାବିଜ ଆଦି କୁ ବାହାର କରି ଦିଅନ୍ତୁ l

5, ପୁରୁଣା ପର୍ସ ଓ ସିନ୍ଧୁକ କୁ ବାହାର କରି ଦିଅନ୍ତୁ l ଏହା କୁ ରଖିଲେ ମାତା ଲକ୍ଷ୍ମୀ ରାଗି ଯାଆନ୍ତି ଓ କୁବେର ଦେବତା ରୁଷ୍ଟ ହୋଇ ଥାନ୍ତି l ଭଙ୍ଗା ଭାଙ୍ଗି ଜିନିଷ କୁ ଘରେ ରଖନ୍ତୁ ନାହିଁ l ଏହା ଘରେ ରଖିଲେ ମାତା ଲକ୍ଷ୍ମୀ ଚାଲି ଯାନ୍ତି l ଘରେ କଳହ ଆଦି ଲାଗି ରହି ଥାଏ l ଘରେ ତାଜମହଲ, ବୁଡି ଯାଉ ଥିବା ନୌକା ର ଫୋଟ କୁ ଘରେ ରଖିବା ନାହିଁ ରଖିଲେ ମନ ଉପରେ ଖରାପ ପ୍ରଭାବ ପକାଇ ଥାଏ l

ଘରେ ବା ଦୋକାନ ରେ ବୁଢିଆଣୀ ଜାଲ କୁ ସଫା କରନ୍ତୁ l ଏହା କଲେ ମାତା ଲକ୍ଷ୍ମୀ କୁ ପ୍ରସନ କରି ଥାଏ l ଭଙ୍ଗା ଆଲମାରୀ କୁ ରଖନ୍ତୁ ନାହିଁ ରଖିଲେ ଟଙ୍କା ର ଅଭାବ ହୋଇ ଥାଏ l ଭଙ୍ଗା ସୋଫା, ଚେୟାର, ଟେବୁଲ, ଆଦି କୁ ବାହାର କରନ୍ତୁ l ମାତା ଲକ୍ଷ୍ମୀ ଘରକୁ ଆସି ଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।