Jyotisa Shastra – ଦୀର୍ଘ ୧୦୦ ବର୍ଷ ପରେ ଆଜି ଠାରୁ ଏହି ୬ଟି ରାଶିରେ ଖାଲି ଟଙ୍କା ବର୍ଷା

ଆଜି ରାତିଠାରୁ ଏହି ରାଶିରେ ସବୁ ଦୁଃଖ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ l ଜ୍ୟୋତିଷଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନିଥାଉ l ମହାଦେବ ହିଁ ସୃଷ୍ଟିର ପାଳନହାର ବୋଲି କୁହାଯାଏ l ବନ୍ଧୁଗଣ ମହାଦେବ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଯାନ୍ତି ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷା କରନ୍ତି l ଭଗବାନ ଭୋଳାନାଥ ବି ମଧ୍ୟ ସୌଭାବ ରେ ଭୋଳା ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ଅଧିକ ସହଜ ହୋଇଥାଏ l

ଏହା ମଧ୍ୟ ବନ୍ଧୁଗଣ ଜାଣିରଖନ୍ତୁ ଯେ ମହାଦେବ ଏବେ କିଛି ରାଶି ଉପରେ ପ୍ରସନ୍ନ ହୋଇଛନ୍ତି l ମହାଦେବ ତାଙ୍କର ଭକ୍ତି ରେ ଖୁସି ହୋଇସାରିଛନ୍ତି l ଯାହାଫଳରେ ଆଜି ରାତିଠାରୁ ଏହି ରାଶି ମାଲାମାଲ ହେବାକୁ ଯାଉଛନ୍ତି l

ଭଗବାନ ଭୋଳାନାଥଙ୍କ ଅପାର କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବା କୁ ଯାଉଛି ଏବଂ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଆପଣକୁ ଆଉ ଟଙ୍କା ପଇସା ର ଅଭାବ ରହିବ ନାହିଁ ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡ଼ିଯାଇଥିବା କାର୍ଯ୍ୟ ପୂରଣ ହେବରେ ଲାଗିବ l ଏବଂ ଆପଣଙ୍କ ଜୀବନରେ ଆସୁଥିବା ସବୁ ଅସୁବିଧା ସେ ସବୁ ମଧ୍ୟ ଦୂର ହୋଇଯିବ l

ଆପଣଙ୍କୁ ଆପଣଙ୍କର ପ୍ରତେକ କାର୍ଯ୍ୟରେ ଏବେ ସଫଳତା ମିଳିବ l ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ l ସମାଜରେ ଆପଣଙ୍କୁ ଲୋକମାନେ ବହୁତ ମାନିବାକୁ ଲାଗିବେ l ବ୍ୟାପାର ବାଣିଜ୍ୟ ଆପଣଙ୍କର ଦୁଇ ଗୁଣ ଜୋର ରେ ଆଗକୁ ଆଗକୁ ବଢି ଚଲିବ l ଯେଉଁ ଲୋକମାନେ ବେକାରୀ ଅଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିଯିବ ଭୋଳାନାଥଙ୍କର କୃପାରୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବା ପାଇଁ ଯାଉଛି l

ଲୋକମାନେ ଆପଣକୁ ସବୁ କଥା ପଚାରି ବୁଝି କାମ କରିବେ ଆପଣଙ୍କ ଘର ପରିବାର ରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ବଢ଼ିବାରେ ଲାଗିବ l ଭୋଳାନାଥଙ୍କର କୃପାରୁ ଆପଣଙ୍କ ମନରେ ଆତ୍ମବିଶ୍ଵାସ ଓ ଅଭିଳାଷ ବଢିବ l ପ୍ରେମ ସମ୍ପର୍କରେ ମଧୁରତା ଦେଖା ଦେବ l ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ସମ୍ଭାବନା ରହିଛି l

ତେବେ ବନ୍ଧୁଗଣ ପ୍ରଭୁ ଭୋଳାନାଥଙ୍କ କୃପାରୁ ଯେଉଁ ରାଶି ଗୁଡିକ ଏବେ ଭାଗ୍ୟବାନ ହେବା କୁ ଯାଉଛନ୍ତି l ଯାହାର ଆଗାମୀ ସମୟରେ ବହୁତ ଖୁସି ପୂର୍ଣ୍ଣ ହେବ ଓ ଶାନ୍ତିମୟ ଜୀବନ କଟାଇବାକୁ ଯାଉଛନ୍ତି ସେ ରାଶି ଗୁଡିକ ହେଉଛି:-କୁମ୍ଭରାଶି, ମିଥୁନରାଶି, କର୍କଟରାଶି, ସିଂହରାଶି, ବୃଷରାଶି ଓ ତୁଳାରାଶି l ଏହି ସବୁ ରାଶି ମାନଙ୍କର ଭାଗ୍ୟ ପରିବର୍ତନ ହେବାକୁ ଯାଉଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।