ଦୀପାବଳିରେ ମାର୍କେଟ୍ କୁ ଆସିଲା ଦେବଙ୍କର ନୂଆ କମେଡି video ( ଦଗାଦିଆ ଦିପାବଳି ) ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଆମେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡ଼ିଓ ଦେଖି ଥାଉ ଆଉ ଅନେକ ଲୋକ ଅଛନ୍ତି ଯେଉଁ ମାନେ ମନରଞ୍ଜନ ପାଇଁ ଅନେକ ପ୍ରକାର ର ମଜାଦାର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି | ତେବେ ଏଭଳି କିଛି ମଜାଦାର ଭିଡ଼ିଓ ଦେଖିଲେ ଆମେ ହସି ହସି ଗଡ଼ି ଯାଇ ଥାଉ ଯାହା ଫଳରେ ଆମର କିଛି ସମୟ ପାଇଁ ଟେନ୍ସନ ମଧ୍ୟ ଦୂରେଇ ଯାଇ ଥାଏ | ଅନେକ କମେଡିଆନ ଅଛନ୍ତି ଆଉ ଅନେକ ୟୁଟ୍ୟୁବର ମଧ୍ୟ ଅଛନ୍ତି, ସେମାନଙ୍କ ଭିତରୁ କମେଡିଆନ ସଂଗ୍ରାମ ଦାସ ହେଉଛନ୍ତି ଜଣେ | ଯିଏ କି ଅନେକ ମଜାଦାର ଭିଡ଼ିଓ ଉପଲୋଡ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି ଆଉ ଦର୍ଶକ ମାନଙ୍କ ମୁହଁ ରେ ହସ ଫୁଟାଇ ଥାଆନ୍ତି |
ତେବେ ଆଗକୁ ଦୀପାବଳି ଆସୁଛି ଆଉ ଏହି ଦୀପାବଳି ରେ ତ ଆପଣ ଜାଣିଛନ୍ତି ଲୋକେ ନିଜ ଘରକୁ ଦୀପ ରେ ସଜେଇ ଆଲୋକିତ କରି ଦେଇ ଥାଆନ୍ତି ଏବଂ ବିଭିନ୍ନ ପ୍ରକାର ର ବାଣ ଫୁଟାଇ ଖୁସି ହୋଇ ଥାଆନ୍ତି | ତେବେ ଏହି ଦୀପାବଳି କୁ ନେଇ ସଂଗ୍ରାମ ଦାସ ଏକ ଭିଡ଼ିଓ ଉପଲୋଡ କରିଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ହସି ହସି ଗଡ଼ି ଯିବେ | ଏହି ଭିଡ଼ିଓ ରେ ଦୁଇଟି ପଡୋଶୀ ଙ୍କ କଥା ଦେଖିବା ପାଇଁ ମିଳିଛି ଯେଉଁଠି କି ଦୁଇ ପଡୋଶୀ ଇର୍ଷା କରି କାମ କରୁ ଥିବାର ଦେଖିବା ପାଇଁ ମିଳିଛି | ଗୋଟେ ପଡୋଶୀ ତାଙ୍କ ସ୍ତ୍ରୀ କୁ ଡାକି କଣ କଣ ବାଣ ଆଣିଛି ଦେଖାଉ ଥିବା ବେଳେ ତା ଠାରୁ ବଡ଼ ହେବା ପାଇଁ ଅନ୍ୟ ଜଣେ ପଡୋଶୀ ମଧ୍ୟ ଦେଖାଉଛି କି ତା ଠାରୁ ସେ ଭଲ ବାଣ ଆଣିଛି |
ଏହାପରେ ଉଭୟ ଙ୍କ ମଧ୍ୟରେ ଝଗଡା ହୋଇ ଯାଉଛି, ଆଉ ଏହା ଏତେ ମଜାଦାର ଶୈଳୀ ରେ ପ୍ରସ୍ତୁତ କରିଛନ୍ତି କି ଯାହାକୁ ଦେଖିଲେ ଆପଣ ମଧ୍ୟ ନ ହସି ରହି ପାରିବେ ନାହିଁ | ତେବେ ଏଭଳି ଏକ ମଜାଦାର ଭିଡ଼ିଓ ଦେଖି ଦର୍ଶକ ମଧ୍ୟ ଭିନ୍ନ ଭିନ୍ନ ମତ ଦେଇଛନ୍ତି ଆଉ ଏମିତି ହସାଉ ଥିବାରୁ ଧନ୍ୟବାଦ ମଧ୍ୟ କେହି କେହି ଜଣାଇଛନ୍ତି
| ତେବେ ଆଜିକାଲି ର ଯୁଗରେ ମଧ୍ୟ ସମସ୍ତେ ବାଣ ମଧ୍ୟ ଦେଖା ଚାହାଁ କରି ଫୁଟାଉଛନ୍ତି ଆଉ ଯଦି ଟିକେ ସତର୍କ ନ ରହୁଛନ୍ତି ତେବେ ଜୀବନ ଯିବାର ମଧ୍ୟ ସମ୍ଭାବନା ରହୁଛି | ଏହି କଥା ହିଁ ଏହି ଭିଡ଼ିଓ ଟିରେ ସ୍ପଷ୍ଟ ଭାବେ ଜଣାଇ ଦିଆ ଯାଇଛି ଆଉ ଏହାକୁ ଦେଖି ଅନେକ ଲୋକ ଭିଡ଼ିଓ ଟିକୁ ପସନ୍ଦ ମଧ୍ୟ କରିଛନ୍ତି | ତେବେ ଦୀପାବଳି ରେ ବାଣ ଫୁଟାନ୍ତୁ କିନ୍ତୁ ସତର୍କ ମଧ୍ୟ ରୁହନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।