ଦିନେ ଏହି ରିକ୍ସାବାଲା ଝିଅ ଟିର ଜୀବନ ବଞ୍ଚାଇଥିଲା ! କିନ୍ତୁ 8 ବର୍ଷ ପରେ ଝିଅଟି ରିକ୍ସାବାଲା କୁ ଏମିତି ଉପହାର ଦେଲା ଜାଣିଲେ ଆଶ୍ଚର୍ଯ୍ୟ ହେବ………

ଦୁନିଆରେ ଜୀବନର ଚଲା ପଥରେ ବିଭିନ୍ନ ପ୍ରକାରର ସମସ୍ୟା, ଦୁଃଖ, ଜଞ୍ଜାଳ ଭରି ରହିଛି। କିନ୍ତୁ ଯେକୌଣସି ଅସୁବିଧା ହେଉ ନା କାହିଁକି ସମସ୍ତ ଅସୁବିଧା ର ଏବଂ ସବୁ ଘଟଣାର କିଛି ନା କିଛି ସମାଧାନ ନିଶ୍ଚିତ ରହିଛି।ତେଣୁ ଜୀବନରେ କିଛି ଭୁଲ ନିଷ୍ପତି ନେବା ଆଗରୁ ପ୍ରଥମେ ଏହାର ସମଧାନ ବାହାର କରିବା ନିହାତି ଦରକାର।

ବେଳେବେଳେ ଘଟଣା ଟି ଏପରି କିଛି ହୋଇଥାଏ କି ଏହାର ସମାଧାନ ନ ପାଇ ଲୋକ ମାନେ ଅନେକ କିଛି ଭୁଲ କାମ କରି ଦେଇଥାନ୍ତି। ସେମାନଙ୍କ ମତରେ ସେସବୁ ଭୁଲ୍ ପାଇଁ କୌଣସି ସମାଧାନ ହିଁ ନାହିଁ।ଆଉ ଯାହା ପାଇଁ ପରେ ସେମାନେ ଜୀବନରେ ବହୁତ କଷ୍ଟ ମଧ୍ୟ ପାଇଥାନ୍ତି।

ଆଉ ତାଙ୍କର ସାମାନ୍ୟ ଭୁଲରେ ତାଙ୍କ ଘର ଲୋକ ମଧ୍ୟ କଷ୍ଟ ପାଇଥାନ୍ତି।ତେବେ ଆଜିର ଏହି ଅତ୍ୟାଧୁନିକ ଯୁଗରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣା ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଏମିତି ଘଟଣା ରହିଛି ଯାହା ଅନ୍ୟ ଘଟଣା ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।ତେବେ ଆସନ୍ତୁ ଜାଣିବା ସେହିପରି ଏକ ଭାଇରାଲ ହୋଇଥିବା ଘଟଣା ବିଷୟରେ। ଯେଉଁ ଘଟଣା ଟି ହେଉଛି ଜଣେ ରିକ୍ସାବାଲା ଓ ଝିଅ ର। ରିକ୍ସାବାଲା ର ନାମ ବାବୁଲ ସେଖ୍, ଯିଏକି ୮ ବର୍ଷ ତଳେ ଜଣଙ୍କ ଘରେ ରହି ଗୋଟେ ଝିଅ କୁ ନେବା ଆଣିବା କରୁଥିଲା। ଦିନେ ସେହି ଝିଅ ଟି ରିକ୍ସା ରୁ ତଳକୁ ଆସି କାନ୍ଦିବାକୁ ଲାଗିଲା ଓ ପରେ ରେଳ ଲାଇନ କୁ ଯାଇ ନିଜର ଜୀବନ କୁ ଦେବାକୁ ବାହାରିଲା।

ଆଉ ସେହି ସମୟରେ ତାର ଜୀବନ ବଞ୍ଚାଇ ଥିଲା ରିକ୍ସାବାଲା ଜଣଙ୍କ।ଏହି ଘଟଣା ପରେ ସେମାନଙ୍କର ଆଉ ଦେଖା ହୋଇନଥିବା ବେଳେ ୮ ବର୍ଷ ପରେ ହଠାତ୍ ବାବୁଲ କୁ ଦୁର୍ଘଟଣା କାରଣରୁ ହସ୍ପିଟାଲ୍ ରେ ଭର୍ତ୍ତି ହେବାକୁ ପଡିଲା ଏବଂ ତାର ଆଖି ଫିଟିଲା ବେଳକୁ ତା ଆଗରେ ଛିଡା ହୋଇଥିଲା ସେହି ଝିଅଟି ଜଣେ ଡ଼ାକ୍ତର ହୋଇ।ଏହାପରେ ଝିଅଟି ପୂର୍ବ କଥା କହିବା ପରେ ବାବୁଲ ବହୁତ୍ ଖୁସି ହୋଇଥିଲା ଏବଂ ତାର ଆଖିରୁ ଲୁହ ଧାର ବୋହି ଆସିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।