ଦିନ ରେ ମାତ୍ର ଗୋଟିଏ ଥର ଲଗାନ୍ତୁ ଦେଖିବେ ମୁହଁ ରେ କଳା ଚିହ୍ନ ହୋଇଯିବ ଗାଏବ – Balkishan Health Tips
ପ୍ରାୟ ସମସ୍ତଙ୍କ ର ସବୁବେଳେ ପ୍ରଶ୍ନ ଥାଏ ଯେ କିପରି ପ୍ରାକୃତିକ ଉପାୟରେ ନିଜ ଚେହେରା କୁ ଗୋରା କରି ପାରିବେ। ଏହି ଉପାୟ ଦ୍ଵାରା ବ୍ରଣ ବା ପିମ୍ପଲ କୁ ଦୁର କରି ପାରିବେ । ଏଥି ପାଇଁ ଆଜି ଆମେ ଏକ ଘରୋଇ ସହଜ ଓ ସରଳ ଫେସ୍ ପ୍ୟାକ ପ୍ରସ୍ତୁତ ଶିଖିବା ।ଏହି ଫେସ୍ ପ୍ୟାକ୍ ର ବ୍ୟବହାର ଦ୍ଵାରା ଆପଣଙ୍କ ମୁହ ରେ ଥିବା ବ ବ୍ରଣ ଓ ଦାଗ ସବୁଦିନ ପାଇଁ ଭଲ ହୋଇଯିବ ।ଏହା ସହିତ କିପରି ଆମେ ଆମ ଫେସ୍ ରୁ ରୀଙ୍କିଲ୍ ଓ କଳା ଦାଗ ଆଦି ଦୂରେଇ ପାରିବା ଆସନ୍ତୁ ଜାଣିବା ।
ଆଜି କାଲି ସମସ୍ତେ ପ୍ରାକୃତିକ ଉପାୟ ରେ ନିଜର ତୋଫା ପଣ ଆଣିବା ପାଇଁ ଚାହିଁ ଥାଆନ୍ତି ।ଏଥି ପାଇଁ ଅନେକ ପ୍ରକାର କେମିକାଲ ପ୍ରଡକ୍ଟ ବ୍ୟବହାର କରି ଥାଆନ୍ତି । ଏହି କେମିକଲ ପ୍ରଡକ୍ଟ ମୁଁହ ରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇ ଥାଏ । ତେବେ ଆଜି ଆମେ ଏହାର ଘରୋଇ ଉପଚାର ବିଷୟ ରେ ଜାଣିବା ।
ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ବେସନ । ତେବେ ବେସନ କୁ ନିଜର ତୋଫା ପଣ ପାଇଁ ଆପଣ ଆଖି ବନ୍ଦ କରି ଭରସା କରି ପାରିବେ । ଏହା ଆପଣ ଙ୍କ ଫେସ୍ କୁ ପ୍ରାକୃତିକ ଭାବେ ଗ୍ଲୋ କରାଇବାରେ ସାହାଯ୍ୟ କରିଥାଏ । ତେବେ ଆପଣ ଏକ ଗିନା ରେ ଦୁଇ ସ୍ପୁନ ବେସନ ନିଅନ୍ତୁ ଯେମିତି ଆପଣ ଙ୍କ ମୁଁହ ଓ ବେକ ରେ ଭଲ ଭାବରେ ଲଗାଇ ପାରିବେ ।
ଏହା ପରେ ଏଥିରେ ଆପଣ ଆଲୋବରା ଜେଲ୍ ରୁ ଦୁଇ ଚାମଚ୍ ମିଶାନ୍ତୁ । ଆଲୋବେରା ଜେଲ୍ ଆପଣ ଙ୍କ ସ୍କିନ ର ଭିତରକୁ ଯାଇ ସଫା କରିଥାଏ ଓ ମୁହ କୁ ଫ୍ରେସ୍ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ଆପଣ ଏଥିରେ ଆଉ ଏକ ସାମଗ୍ରୀ ମିଶାନ୍ତୁ ଲେମ୍ବୁ। ଲେମ୍ବୁ ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥାଏ ଓ ଭିଟାମିନ C ଥାଏ ଯାହା ମୁଁହ ରୁ ସବୁ ପ୍ରକାର ଦାଗ ଓ ଚିହ୍ନ ଭଲ କରିବାରେ ସାହାଯ୍ୟ କରିଥାଏ ।
ଏହା ପରେ ଆପଣ ଏଥିରେ ମହୁ ମିଶାନ୍ତୁ । ମହୁ ଚେହେରା ରୁ ସବୁ ଦାଗ ଭଲ କରି ମୁହଁ ର ତୋଫା ପଣ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆପଣ ଆଉ ଏକ ଚାମଚ୍ ମିଲକ୍ ପାଉଡର ମିଶାନ୍ତୁ । ତେବେ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ପରେ ମୁଁହ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ମୁହ ଓ ବେକ ଏହି ପେଷ୍ଟ କୁ ଭଲ ଭାବରେ ଲଗାଇ ଦିଅନ୍ତୁ ।
୧୫-୨୦ ମିନିଟ୍ ପରେ ମୁହଁ କୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ଦେଖିବେ ମୁଁହ ଫ୍ରେସ୍ ରହିବା ସହିତ ତୋଫା ପଣ ବୃଦ୍ଧି ହେବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।