ଦେଖନ୍ତୁ Viral ଭିଡ଼ିଓ – ଦିଦି ନାଚିଲେ ଅଣ୍ଟା ହଲାଇ ଦେଖନ୍ତୁ ଆପଣ ହେବେ ଆଶ୍ଚର୍ଯ୍ୟ ହେଲେ ଭିଡ଼ିଓ ଭାଇରାଲ

ଆପଣ ତ ଜାଣିଛନ୍ତି ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଆହୁରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜର ପ୍ରତିଭା ଦେଖାଇ ସୋସିଆଲ ମିଡିଆରେ ଉପଲୋଡ କରନ୍ତି କିନ୍ତୁ ତାହା ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗି ଥାଏ | ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ |

ତେବେ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ସ୍କୁଲ ରେ ପାଠ ପଢିବା ସହିତ ଅନେକ କାର୍ଯ୍ୟକ୍ରମ ମଧ୍ୟ ହୋଇ ଥାଏ ଯେପରିକି ଗୀତ, ନାଚ ଏଭଳି ଅନେକ କିଛି | ସ୍କୁଲ ର ପିଲା ମାନେ କିଛି ପ୍ରତିଭା ଦେଖାଇ ଥିଲେ ତାହାକୁ ପୂର୍ବରୁ ସ୍କୁଲ ର ଶିକ୍ଷୟତ୍ରୀ ମାନେ ମଧ୍ୟ ପିଲା ମାନଙ୍କୁ ଶିଖାଇ ଥାଆନ୍ତି | ତେବେ ସେଭଳି ଭାବେ ଏକ ସ୍କୁଲ ର କ୍ଲାସ ରୁମ ଭିତରେ ଜଣେ ଶିକ୍ଷୟତ୍ରୀ ଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି |

ଏକ ଓଡ଼ିଆ ଗୀତ ରେ ଶିକ୍ଷୟତ୍ରୀ ଜଣଙ୍କ ତାଳେ ତାଳେ ଅଣ୍ଟା ହଲାଇ ନାଚିଛନ୍ତି ଏବଂ ସେହି ନୃତ୍ୟ ର କେହି ଜଣେ ଭିଡ଼ିଓ କରି ସୋସିଆଲ ମିଡିଆରେ ଉପଲୋଡ କରିଛି | ଏହା କେଉଁ ସ୍କୁଲ ର ଦୃଶ୍ୟ ତାହା ତ ସମ୍ପୂର୍ଣ୍ଣ ଭାବରେ ଜଣା ପଡ଼ି ନାହିଁ କିନ୍ତୁ ଶିକ୍ଷୟତ୍ରୀ ଙ୍କର ନାଚ ଏତେ ସୁନ୍ଦର ଥିଲା କି ସେଠାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ଶିକ୍ଷୟତ୍ରୀ ଖୁବ ପ୍ରଶଂସା କରି ଥିଲେ | ତେବେ ଏହି ଭିଡ଼ିଓ ରୁ ଜଣା ପଡୁଛି କି ସ୍କୁଲ ରେ ଆଗକୁ କିଛି ଷ୍ଟେଜ ପ୍ରଗ୍ରାମ ଅଛି ଯାହାକୁ ନେଇ ଶିକ୍ଷୟତ୍ରୀ ଜଣଙ୍କ ପିଲା ମାନଙ୍କୁ ଡ୍ୟାନ୍ସ ଶିଖାଉଛନ୍ତି | ତେବେ ଏଭଳି ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି ଏବଂ ଯିଏ ଦେଖୁଛି ସେ ପ୍ରଶଂସା ମଧ୍ୟ କରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।