Ollywood ଅଭିନେତ୍ରୀ ଦିବ୍ୟା ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ଦିବ୍ୟାଦିଶା ମହାନ୍ତି ଯିଏ କି ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ବହୁତ କମ ସମୟ ମଧ୍ୟରେ ଖୁବ ନାଁ କମାଇଛନ୍ତି ଆଉ ତାଙ୍କ ପ୍ରଥମ ଫିଲ୍ମ ମଧ୍ୟ ସୁପରହିଟ ହୋଇ ଥିବାରୁ ସେ ସଫଳତା ର ବାଟ ଦେଖିଛନ୍ତି | ତେବେ ଆଜି ଆମେ ଅଭିନେତ୍ରୀ ଦିବ୍ୟଦିଶା ଙ୍କ କ୍ୟାରିୟର ଘର ପରିବାର ଓ ତାଙ୍କ ଲାଇଫ ଷ୍ଟାଇଲ କେମିତି କଟୁଛି ସେହି ସମ୍ପର୍କ ରେ ଆଲୋଚନା କରିବା | ଆଗରୁ କିଛି କଥା ଯାହାକି ଆପଣ ମାନେ ତାଙ୍କ ବିଷୟରେ ଜାଣି ନଥିବେ ଆଉ ଏହା ଜାଣିବା ପରେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ |

 

ଏହି ଅଭିନେତ୍ରୀ ଙ୍କର ଫୁଲ ନାଁ ଦିବ୍ୟଦିଶା ମହାନ୍ତି ହୋଇ ଥିବା ବେଳେ ତାଙ୍କର ନିକ ନାଁ ହେଉଛି ଦିବ୍ୟା ଆଉ ତାଙ୍କର ବୟସ 29 ବର୍ଷ ହୋଇ ଥିବା ବେଳେ ତାଙ୍କ ଜନ୍ମ ତାରିଖ ହେଉଛି 19/05/ 1992 |

ସେ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରି ଥିବା ବେଳେ ତାଙ୍କ ଘର ହେଉଛି ଭୁବନେଶ୍ୱର ରେ ଆଉ ଯାହାକି ସେ ତାଙ୍କର ପରିବାର ଙ୍କ ସହିତ ମିଶିକି ରହୁଛନ୍ତି | ନେସନାଲଟି ରେ ସେ ଜଣେ ଇଣ୍ଡିଆନ ଆଉ ରିଲିଜିଆନ ରେ ସେ ଜଣେ ହିନ୍ଦୁ ଅଟନ୍ତି ତାଙ୍କ ହାଇଟ 5 ଫୁଟ ଦୁଇ ଇଞ୍ଚ ହୋଇ ଥିବା ବେଳେ ତାଙ୍କ ଓଜନ ହେଉଛି 50 କେଜି | ତାଙ୍କ ସ୍କିନ କଲର ଫାୟାର ହୋଇ ଥିବା ବେଳେ ତାଙ୍କ ହେୟାର କଲର ହେଉଛି ବ୍ଲାକ, ତେବେ ବର୍ତ୍ତମାନ ଆସନ୍ତୁ ତାଙ୍କ ଫ୍ୟାମିଲି ଉପରେ ନଜର ପକାଇବା |

ତାଙ୍କ ପରିବାର ରେ ତାଙ୍କର ବାପା ମା ଆଉ ଜଣେ ବଡ଼ ଭଉଣୀ ଅଛନ୍ତି, ଆଉ ତାଙ୍କ ଏଜୁକେଶନ ବିଷୟରେ କଥା ହେବା ତ ସେ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି | ଆଉ ସେ ଜାଣି ଥିବା ଭାଷା ହେଉଛି ଓଡ଼ିଆ, ହିନ୍ଦୀ ଓ ଇଂଲିସ ସାଧାରଣ ରେ ସେ ଏହି ତିନୋଟି ଭାଷା ରେ କଥା ହୋଇ ପାରିବେ | ତାଙ୍କ ପସନ୍ଦର ଓଡ଼ିଆ ଆକ୍ଟର ହେଉଛନ୍ତି ସ୍ୱରାଜ ବାରିକ, ଭୂମିକା ଦାସ ଆଉ ତାଙ୍କ ପସନ୍ଦର ଜାଗା ହେଉଛି ଭୁବନେଶ୍ୱର ଓ ହାଇଦ୍ରାବାଦ ଏବଂ ତାଙ୍କ ପସନ୍ଦର ଖେଳ ହେଉଛି କ୍ରିକେଟ ଓ ଚେସ |

 

ତାଙ୍କ ହବିଶ ହେଉଛି ଆନିମଲ କ୍ୟାରିଙ୍ଗ, ଡ୍ୟାନସିଂ, ଟିଭି ୱାଚିଙ୍ଗ | ତେବେ ଦିବ୍ୟା ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି, ସେ ପ୍ରଥମେ 2018 ମସିହା ରେ ସୁନ୍ଦରଗଡ଼ର ସଲମାନ ଫିଲ୍ମ ରେ ଅଭିନୟ କରିଥିଲେ | ଆଉ ତାଙ୍କର ପ୍ରଥମ ଫିଲ୍ମ ସୁପରହିଟ ହୋଇ ଥିବାରୁ ସେ ଫ୍ୟାନ୍ସ ମାନଙ୍କର ପ୍ରିୟ ର ପାତ୍ର ହୋଇ ପାରି ଥିଲେ ଏବଂ ସେ ଓଡ଼ିଆ ଷ୍ଟେଟ ଫିଲ୍ମ ଆୱାର୍ଡ ମଧ୍ୟ ପାଇଛନ୍ତି |