ବଲିଉଡ ACTRESS ଦିଶା ପଠାନୀ ( DISHA PATANI ) କଟକ ବାରବାଟୀ ଷ୍ଟାଡ଼ିୟମରେ କଲେ ଜବରଦସ୍ତ ହଟ ଡ୍ୟାନ୍ସ … ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ବର୍ତ୍ତମାନ ସମୟରେ ଓଡ଼ିଶା ରେ ଜାତୀୟ ଖେଳ ହକି ହେଉଥିବା କୁ ନେଇ ଏବେ ସାରା ଓଡ଼ିଶାବାସୀ ଖୁବ ଖୁସି ଅଛନ୍ତି ଆଉ ହକି ହେବାକୁ ନେଇ ପଫମାନ୍ସ ମଧ୍ୟ ଖୁବ ଆକର୍ଷଣୀୟ ରହିଛି | ଆମ ଭାରତ ପାଇଁ ଗୋଟିଏ ଗର୍ବ ର କଥା କି ହକି ୱାଲଡ କପ ଇଣ୍ଡିଆ ରେ ଅନୁଷ୍ଠିତ ହେଉଛି ଯାହାକୁ ଆମେ ଆମ ଭାରତର ଜାତୀୟ ଖେଳ ବୋଲି କହିଥାଉ | ତାହା ସହିତ କୁହାଯାଉଛି କି ଆମ ଓଡିଶା ରେ ଥିବା ଭୁବନେଶ୍ୱର ଓ ରାଉଲକେଲା ହକି ଷ୍ଟାଡିୟମ ରେ ଏହି ବିରାଟ କ୍ରୀଡା ପ୍ରତି ଯୋଗିତା ଅନୁଷ୍ଠିତ ହେଉଛି |
ଆଉ ଯେଉଁଠିକି ଭାରତ ବାହାରୁ ଭିନ୍ନ ଭିନ୍ନ ଦେଶ ରୁ ଖେଳାଳି ମାନେ ଆସିବା ସହିତ ଆମର ବଡ଼ ବଡ଼ ଫ୍ଲିମ ଏକ୍ଟର ଓ ଅନ୍ୟ ମାନେ ମଧ୍ୟ ଯୋଗ ଦେଇଛନ୍ତି | ତେବେ ବର୍ତ୍ତମାନ ହକି ୱାଲ୍ଲଡ କପ ପାଇଁ ଅପନିଙ୍ଗ ସେରମନୀ ରେ ବଲିଓଡ଼ ଅଭିନେତ୍ରୀ ଦିଶା ପଟାନୀ ଯୋଗ ଦେଇଛନ୍ତି ଆଉ ଷ୍ଟେଜରେ ଦମଦାର ପଫମାନ୍ସ କରି ଦେଖାଇଛନ୍ତି |
ଅଭିନେତ୍ରୀ ଦିଶା ପଟାନୀ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଏକ ସୁନ୍ଦର ଚମତ୍କାରୀ ବଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଅଟନ୍ତି | ସେ ଅନେକ ବଡ଼ ବଡ଼ ଷ୍ଟାର ଙ୍କ ସହିତ ଫିଲ୍ମ ରେ କାମ କରି ଭାରତ ସାରା ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି |
ମଷ୍ଟ ଟ୍ୟାଲେଣ୍ଟ ତଥା ସୁନ୍ଦର ଡ୍ୟାନ୍ସର ଭାବେ ମଧ୍ୟ ସେ ପରିଚିତ ଆଉ ନିଖୁଣ ଭାବେ ଅଭିନୟ ମଧ୍ୟ ସେ କରି ଦେଖାଇ ଥାଆନ୍ତି | ଦେଖିବାକୁ ସୁନ୍ଦର ଆଉ ହଟ ଯେମିତି ସେଭଳି ଭାବରେ ସୁନ୍ଦର ଅଭିନୟ ସହିତ ଡ୍ୟାନ୍ସ ମଧ୍ୟ କରି ଥାଆନ୍ତି ଆଉ ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ରେ ଜଡ଼ିତ ହୋଇ ରହିଥାନ୍ତି |
ତେବେ ବର୍ତ୍ତମାନ ସମୟରେ ବାରବାଟୀ ଗ୍ରାଉଣ୍ଡ ରେ ତାଙ୍କର ଦମଦାର ପଫମାନ୍ସ ଦେଖିବା ପାଇଁ ମିଳିଛି | ପ୍ରଥମେ ସେ ଯେତେ ବେଳେ ଷ୍ଟେଜ ରେ ଏଣ୍ଟ୍ରି କରି ଥିଲେ ସେତେ ବେଳେ ଦର୍ଶକ ମାନଙ୍କ ତାଳି ଆଉ ହାଲା ରେ ମାହଲ ଟି ଯେମିତି କମ୍ପି ଉଠି ଥିଲା |
ସେ ପ୍ରଥମେ ଉ ଅଣ୍ଟାବା ଗୀତ ରେ ଡ୍ୟାନ୍ସ କରି ଦେଖାଇ ଥିଲେ ଆଉ ଏହାପରେ ନିଜେ ଅଭିନୟ କରିଥିବା ସ୍ଲୋ ମସନ ଗୀତ ରେ ଅଣ୍ଟା ହଲାଇ ଜବରଦସ୍ତ ଡ୍ୟାନ୍ସ କରି ଦେଖାଇ ଥିଲେ |
ଦିଶା ପଟାନୀ ହଟ ଭାବେ ପୋଷାକ ପିନ୍ଧି ଯେଉଁଭଳି ଭାବରେ ଆସି ଥିଲେ ଆଉ ଏହାପରେ ଅଣ୍ଟା ହଲାଇ ତାଙ୍କର ଡ୍ୟାନ୍ସ ଦେଖାଇ ଥିଲେ ଯାହାକୁ ଦର୍ଶକ ଦେଖି ଖୁବ ଆକର୍ଷଣୀୟ ହୋଇ ଯାଇ ଥିଲେ | ତେବେ ବର୍ତ୍ତମାନ ସମୟରେ ଦିଶା ପଟାନୀ ଙ୍କର ଏହି ଜବରଦସ୍ତ ଲୁକ୍ସ ଓ ଡ୍ୟାନ୍ସ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦର୍ଶକ ଦେଖି ଖୁବ ପସନ୍ଦ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।