ଦେଖନ୍ତୁ shocking ଭିଡ଼ିଓ- ସ୍ୱାମୀକୁ ଛାଡି ଦିଅର ସହ ମୋବାଇଲ୍‌ରେ ରୋମାନ୍ସ କରୁଥିଲା ଭାଉଜ…ଆଉ ତା ପରେ ନେଇ ଛୁ…..

ଆଜିର ଦିନରେ କିଛି ଅମାନସିକ ଦମ୍ପତି ନିଜ ସ୍ବାର୍ଥ ପାଇଁ ଏତେ ତଳକୁ ଖସି ଯାଉଛନ୍ତି ତାର ତୁଳନା କରିବା ଅସମ୍ଭବ।ସ୍ବାମୀକୁ ଛାଡ଼ି ସ୍ତ୍ରୀ କାହା ସହ ଫୋନରେ ବ୍ୟସ୍ତ ରହିଲାନି ତ କିଏ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହ ଛୁ ମାରୁଛି। ଏମିତି କି ଛୁଆ ଥାଇ କି ମଧ୍ୟ ଫେରାର ହୋଇ ଯାଉଛି ମା। ଆଜିର ଦିନରେ ଏମିତି ବହୁ ଘଟଣା ଆମ ସାମ୍ନାକୁ ଆସୁଛି। ବର୍ତ୍ତମାନ ସମୟରେ ଠିକ୍ ସେହି ଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି। ସ୍ବାମୀ ଓ ପୁଅକୁ ଛାଡ଼ି ପର ପୁରୁଷ ସହ ଫେରାର ହୋଇଗଲେ ସ୍ତ୍ରୀ।

ଆଜ୍ଞା ହଁ ପୁଣି ଥରେ ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି। ସ୍ଵାମୀକୁ ଛାଡ଼ି ପର ପୁରୁଷ ବାହୁରେ ସ୍ତ୍ରୀ। ଆଉ ଏବେ ସ୍ତ୍ରୀର ଫୋଟକୁ ଧରି ବାହୁନି କାନ୍ଦୁଛନ୍ତି ସ୍ବାମୀ। ତେବେ ଦୁହେଁ ଦୁହିଁକୁ ଭଲ ପାଇ ବିବାହ କରିଥିଲେ।

ବିବାହ ପୂର୍ବରୁ ଦୁହେଁ ପ୍ରେମ ପକ୍ଷୀ ହୋଇ ଏ ଡାଳରୁ ସେ ଡାଳକୁ ଉଡି ବୁଲୁଥିଲେ। ଦୁହେଁ ଦୁହିଁଙ୍କ ସାତ ଜନ୍ମର ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ। ଆଉ ତା ପରେ ଦୁହେଁ ଦୁହିଁଙ୍କୁ ବିବାହ କଲେ। ସ୍ତ୍ରୀ ସହ ସୁଖର ସଂସାର ଗଢିବାର ସ୍ଵପ୍ନ ନେଇ ଚାଲି ଆସିଥିଲେ ରାଜଧାନୀ ଭୁବନେଶ୍ଵର।

ଆଉ କିଛି ଦିନ ସୁରୁଖୁରୁରେ ସଂସାର ଚାଲିଲା ଏମିତିକି ଏକ ସନ୍ତାନ ମଧ୍ୟ ଜନ୍ମ ନେଲା ଆଉ ତା ପରେ ହସ ଖୁସିର ପରିବାର ଭିତରେ ସତେ ଯେମିତି କାହାର ନଜର ଲାଗିଗଲା। ସୁଖର ସଂସାରର ଗଢ଼ି ତୋଳିବାର ସ୍ବପ୍ନ ଫୁଲ ପରି ମଉଳି ଗଲା। ସ୍ତ୍ରୀଙ୍କ ରଙ୍ଗ ଢଙ୍ଗ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଲାଗିଲା। ସ୍ୱାମୀକୁ ଛାଡି ସ୍ତ୍ରୀ ରାତି ରାତି ମୋବାଇଲରେ ପର ପୁରୁଷ ସହ କଥା ହେଉଥିଲେ। ଏମିତିକି ଭୁଲି ଯାଇଥିଲେ କି ସେ ଗୋଟିଏ ପିଲାର ମା।


ତେବେ ସ୍ବାମୀଙ୍କ କହିବା ଅନୁଯାୟୀ ସେମାନେ ଯେଉଁଠି ଘର ଭଡ଼ା ନେଇ ରହୁଥିଲେ ସେଇଠି କିଛି ଯୁବକ ମଧ୍ୟ ଘର ଭଡ଼ା ନେଇ ରହୁଥିଲେ। ଆଉ ଏହା ଭିତରେ ଜଣେ ଯୁବକଙ୍କ ସହ କଥାବାର୍ତ୍ତା ହେବା ପରେ ସମ୍ପର୍କ ବଢିବାକୁ ଲାଗିଲା ଏମିତିକି ଯୁବକ ଜଣକ ତାଙ୍କ ଘରକୁ ମଧ୍ୟ ଯିବା ଆସିବା କଲେ। ଆଉ ଏହି ସମ୍ପର୍କ ଧିରେ ଧିରେ ପ୍ରେମର ରୂପ ନେଲା।

ଯୁବକ ଜଣକ ମଧ୍ୟ ବିବାହିତା ଥିଲେ।ବିବାହିତା ହୋଇ ମଧ୍ୟ ନିଜ ସ୍ତ୍ରୀକୁ ଛାଡି ସୁନ୍ଦରୀ ଭାଉଜ ପ୍ରେମରେ ପଡ଼ିଗଲେ। ଆଉ ତା ପରେ ସ୍ତ୍ରୀକୁ ଛାଡି ଭାଉଜକୁ ନେଇ ଛୁ ମାରିଲେ ଯୁବକ। ଆଉ ଏବେ ସ୍ତ୍ରୀଙ୍କ ଫୋଟକୁ ଧରି କାନ୍ଦୁଛନ୍ତି ସ୍ବାମୀ।