ଦୀର୍ଘ ଶହେ ବର୍ଷ ପରେ ଏଥର କୁମାର ପୂର୍ଣ୍ଣିମା ରେ ଏହି 6ଗୋଟି ରାଶିରେ ଧନର ବର୍ଷା ! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବ୍ୟକ୍ତିମାନଙ୍କ ବିଷୟରେ…

କୁମାର ପୂର୍ଣ୍ଣିମା ଦୀର୍ଘ ଶହେ ବର୍ଷ ପରେ ମହାଲକ୍ଷ୍ମୀ ଯୋଗ । ଏହିପରି ପାଞ୍ଚଟି ରାଶିର ବ୍ୟକ୍ତି ହେବେ ମାଲାମାଲ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ ଶହେ ବର୍ଷ ପରେ କୁମାର ପୂର୍ଣ୍ଣିମାରେ ମାଁ ଲକ୍ଷ୍ମୀଙ୍କର ମହାଯୋଗ ହେବାକୁ ଯାଉଅଛି । ଯହାଫଳରେ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି । ସେଥିପାଇଁ କିଛି ରାଶି ମାନଙ୍କର ଭାଗ୍ୟରେ ବହୁତ ଶୁଭ ଯୋଗ ବନୁଛି ।

ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିବ । ଆଜିର ଏହି ଲେଖା ମାଧ୍ୟମରେ ଆମେ ଜାଣିବା କୁମାର ପୂର୍ଣ୍ଣିମା ପର ଠାରୁ କଣ ସେହି ରାଶି ଗୁଡିକ ଯେଉଂମାନେ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ଯେଉଂମାନେ କି ସବୁଠାରୁ ଅଧିକ ଲାଭବାନ ସାବ୍ୟସ୍ତ ହେବେ ।

ମେଷ ରାଶି –

 

କୁମାର ପୂର୍ଣ୍ଣିମା ପର ଠାରୁ ପରିଶ୍ରମ ଏବଂ ପରାକ୍ରମର ଉନ୍ନତିର ବିଶେଷ ଅବସର ପ୍ରଦାନ କରିବାର ଅଛି । ଲଭ ଲାଇଫରେ ମଧ୍ୟ ସମୟ ଅତ୍ୟନ୍ତ ଶୁଭ ରହିବ ।ବ୍ୟପାର ବାଣିଜ୍ୟରେ ମଧ୍ୟ ଉନ୍ନତି ହେବ ଏବଂ ପରିବାରରେ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ ବି ହେବ ।

ସନ୍ତାନ ମାନଙ୍କ ତରଫରୁ କୌଣସି ଖୁସି ଖବର ଶୁଣିବାକୁ ମିଳିପାରେ କିନ୍ତୁ ତାହା ସହିତ ଗୁପ୍ତ ଶତୃଙ୍କ ଠାରୁ ଆପଣଙ୍କୁ ସାବଧାନ ରହିବାକୁ ପଡିବ । ଆର୍ଥିକ କ୍ଷେତ୍ରରେ ବହୁତ ଲାଭ ହେବ ଏବଂ ମାଁ ଲକ୍ଷ୍ମୀଙ୍କର ଅପାର କୃପା ଆପଣଙ୍କ ଉପରେ ସର୍ବଦା ରହିବ ।

2. କନ୍ୟା ରାଶି –

କନ୍ୟା ରାଶିର ଲୋକ ମାନଙ୍କ ପାଇଂ ଧନ ଆଗମନର ରାସ୍ତା ଖୋଲିଯିବ । ଅଟକି ରହିଥିବା କାର୍ଯ୍ୟ ପରିବାରର ସଦସ୍ୟ ମାନଙ୍କର ସହଯୋଗ କାରଣରୁ ପୂରଣ ହେବ । ପରିବାରରେ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ ବି ହେବ । ସ୍ବାସ୍ଥ୍ୟ ବହୁତ ଭଲ ରହିବ ଏବଂ ଏହି ସମୟରେ ଆପଣ ନିଜକୁ ବହୁତ ଶାନ୍ତ ତଥା ସନ୍ତୁଷ୍ଟ ଅନୁଭବ କରିବେ୍ । ଆର୍ଥିକ କ୍ଷେତ୍ରରେ ମଜବୁତ ରହିବେ ଏବଂ ମାତା ଲକ୍ଷ୍ମୀଙ୍କର ମଧ୍ୟ ଅପାର କୃପା ରହିବ ।

3. ମକର ରାଶି

 


ଏହି ରାଶିର ଲୋକ ମାନଙ୍କ ପାଇଁ କୁମାର ପୂର୍ଣ୍ଣିମା ପର ଠାରୁ ଆଶାର ଅନୁରୂପ ଏବଂ ତାଙ୍କର କାର୍ଯ୍ୟରେ ସଫଳତା ମିଳିବାକୁ ଲାଗିବ । କିନ୍ତୁ ଏହି ସମୟରେ ଆପଣ ବହୁତ ବ୍ୟସ୍ତ ମଧ୍ୟ ରହିବାକୁ ଲାଗିବେ । କୌଣସି କାର୍ଯ୍ୟରେ ଅଧିକ ଧାଁଦୌଡ କରିବାକୁ ଲାଗିପାରେ । ଧନ ନିବେଶ କରିବାର ନୂଆ ନୂଆ ଯୋଜନା କରିପାରନ୍ତି ଏବଂ ଆକସ୍ମିକ ଧନ ପ୍ରାପ୍ତି ମଧ୍ୟ କରିପାରନ୍ତି ।
4. ତୁଳା ରାଶି –
ତୁଳା ରାଶି ପାଇଁ ଏହି କୁମାର ପୂର୍ଣ୍ଣିମା ପରେ କୌଣସି ପ୍ରକାରରେ ଆପଣଙ୍କୁ ଧନ ଲାଭ ହେବ । କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ କିଛି ପରିବର୍ତ୍ତନର ବିଚାର କରିପାରନ୍ତି । ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି । ଲଭ ଲାଇଫ ପାଇଁ ସଂମ୍ପୂର୍ଣ୍ଣ ମାସଟି ଶୁଭ ରହିବ ଏବଂ ସଂପର୍କରେ ଦୃଢତା ଆସିବ ।କୁମାର ପୂର୍ଣ୍ଣିମା ପରେ ଖୁସି ଜୀବନରେ ଲାଗି ରହିବ ଏବଂ ଆର୍ଥିକ କ୍ଷେତ୍ର ମଜବୁତ ରହିବ ।

5. କୁମ୍ଭ ରାଶି
ଏହି କୁମାର ପୂର୍ଣ୍ଣିମା ପରେ ଆପଣ କୌଣସି ନାଁ କୌଣସି ମାଙ୍ଗଳିକ କାର୍ଯ୍ୟରେ ଲିପ୍ତ ରହିବେ । ଧାର୍ମିକ କାର୍ଯ୍ୟ ପ୍ରତି ମନ ଅଧିକ ଆକର୍ଷିତ ହେବ। ପରିବାରର ସହଯୋଗ କାରଣରୁ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି ।