ଓଃ କି ରୋମାନ୍ସ ! ବଲିଉଡ ଅଭିନେତ୍ରୀ Deepika & Shahrukh ଙ୍କ Pathan ଫିଲ୍ମର Full ବୋଲଡ Song ହେଲା ରିଲିଜ…. ଦେଖିଲେ ନିଜକୁ ସମ୍ଭାଳି ପାରିବିନି…

ତେବେ ବଲିଓଡ଼ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ଅଭିନେତା ଶାହରୁଖ ଖାନ ଙ୍କୁ ତ ବେସ ଭଲ ଭାବରେ ଜାଣନ୍ତି ଯାହାଙ୍କୁ ବଲିଓଡ଼ ଇଣ୍ଡଷ୍ଟ୍ରି ର ବାଡ଼ସା ବୋଲି କୁହାଯାଇ ଥାଏ | ସେ ତାଙ୍କ ଅଭିନୟ, ଲୁକ୍ସ ଓ ଡ୍ୟାନ୍ସ ମାଧ୍ୟମ ରେ ସମସ୍ତ ଦର୍ଶକ ଙ୍କ ହୃଦୟ ରେ ରାଜ କରନ୍ତି ଆଉ ତାଙ୍କର କିଛି ଭିଡ଼ିଓ ହେଉ ଅଥବା ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଦର୍ଶକ ଯେପରି ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ସେହିଭଳି ଦୀପିକା ପାଦୁକନ ମଧ୍ୟ ଫିଲ୍ମ ଜଗତ ରେ କିଛି କମ ନୁହଁନ୍ତି ସେ ମଧ୍ୟ ତାଙ୍କର ଅଭିନୟ ଓ ହଟ ଲୁକ୍ସ ଦ୍ୱାରା ଖୁବ ପରିଚିତ |

ତେବେ ଶାହରୁଖ ଖାନ ଓ ଦୀପିକା ପାଦୁକନ ଉଭୟ ମିଶି ବଲିଓଡ଼ ଜଗତ ରେ ଅନେକ ଫିଲ୍ମ ରେ କାମ କରିଛନ୍ତି ଆଉ ତାଙ୍କର ସବୁ ଫିଲ୍ମ ହିଟ ମଧ୍ୟ ହୋଇଛି | ତେବେ ତାଙ୍କର ସବୁଠୁ ହିଟ ଫିଲ୍ମ ଟି ହେଉଛି ଓମ ଶାନ୍ତି ଓମ ଏହି ଫିଲ୍ମ ଟି ଆଜି ମଧ୍ୟ ସେଭଳି ହିଟ ହୋଇ ଅଛି |

ତେବେ ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି ଶାହରୁଖ ଓ ଦୀପିକା ଙ୍କର ପୁଣି ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି | ଏହି ଫିଲ୍ମ ଟିର ନାଁ ରହିଛି ପଠାନ ଯେଉଁଥିରେ ଉଭୟ ଙ୍କର ଜବରଦସ୍ତ ଝଲକ ଦେଖିବା ପାଇଁ ମିଳିବ | ଏହି ଫିଲ୍ମ ଟିରେ ଏକ ଗୀତ ରହିଛି ଯେଉଁଥିରେ ଶାହରୁଖ ଓ ଦୀପିକା ଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି |

ତେବେ ଭାଇରାଲ ହେଉଥିବା ଏହି ଜବରଦସ୍ତ ସୁପରହିଟ ଯୋଡ଼ି ଙ୍କର ଡାନ୍ସ ର ଗୀତ ଟି ହେଉଛି “ହାମ କୋ ଲୁଟ ଲିୟା ମୀଲକେ ଇସ୍କ ୱାଲ ନେ ” ଆଉ ଏହି ଗୀତ ଟି ମଧ୍ୟ ବେଶ ଲୋକ ପ୍ରିୟତା ହାସଲ କରିବାକୁ ଲାଗିଛି ବୋଲି ମଧ୍ୟ କୁହାଯାଉଛି |

ଏହି ଗୀତ ଟି ସୁଟିଂ ସମୟରେ ମଧ୍ୟ କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି ଯେଉଁଥିରେ ଗ୍ରୁପ ଡ୍ୟାନ୍ସ ହେଉଛି ଆଉ ଏହାର ସୁଟିଂ ଏକ ବୋଟ ଉପରେ ହେଉ ଥିବାର ଦେଖିବା ପାଇଁ ମିଳିଛି | ତେବେ ଏହି ଗୀତ ଟିରେ ଦୀପିକା ଙ୍କୁ ହଟ ଲୁକ ରେ ଦେଖିବା ପାଇଁ ମିଳିବ |

ଏକ ନୂଆ ପ୍ରୋସେସ ରେ ଏହିଭଳି ଗୀତ ଟି ଭାଇରାଲ ଭାଇରାଲ ହେବା ସହିତ ଡାନ୍ସ ମଧ୍ୟ ବେଶ ସୁନ୍ଦର ଭାବରେ କରିଛନ୍ତି ଦୁଇ କଳାକାର | ଶାହରୁଖ ଓ ଦୀପିକା ଙ୍କର ଏଭଳି ଏକ ଫିଲ୍ମ ଓ ଗୀତ ଦେଖି ଦର୍ଶକ ମଧ୍ୟ ଖୁବ ଭଲ ପାଇବା ଦେଇଛନ୍ତି |