ollywood news-ସିନ୍ଧାନ୍ତ ସାର୍ ଙ୍କ ସହ ଫିଲ୍ମରେ କାମକରି ମୋ ଜୀବନ ସାର୍ଥକ ହୋଇଗଲା…ଏମିତି କିଛି କହିଲେ ଅଭିନେତ୍ରୀ ଦିବ୍ୟା..

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଆଉ ଏଥି ମଧ୍ୟରୁ ଆମର କେହି ନା କେହି ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରି ଥାଉ ଏବଂ ସେହି ସେଲିବ୍ରେଟି ଙ୍କ ବ୍ୟକ୍ତିଗତ ଜୀବନ ବା କିଛି ଭିଡ଼ିଓ ହେଉ ସେହି ସମ୍ପର୍କ ରେ ଜାଣିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି | ସେଲିବ୍ରେଟି ଙ୍କର ଜୀବନ ସାଧାରଣ ଭାବରେ ଟିକେ ଷ୍ଟାଇଲିସ ଧରଣ ର ହୋଇ ଥାଏ ଯାହାକି ସେମାନେ ସାଧାରଣ ଲୋକ ଙ୍କ ଠାରୁ ତାଙ୍କ ଜୀବନ ଶୈଳୀ ଅଲଗା ହୋଇ ଥାଏ |

ସେଲିବ୍ରେଟି ମାନେ ମଧ୍ୟ ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ଜଡ଼ିତ ହୋଇ ରହି ଥାଆନ୍ତି ଏବଂ କିଛି ନା କିଛି ମଜାଦାର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି |

ଆପଣ ମାନେ ତ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଦିବ୍ୟା ଙ୍କୁ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ତାଙ୍କ ସୁନ୍ଦର ଅଭିନୟ ମାଧ୍ୟମ ରେ ପ୍ରାୟ ଦଶର୍କ ଙ୍କୁ ବାନ୍ଧି ରଖିଛନ୍ତି | ତେବେ ସେ କେବଳ ଭଲ ଅଭିନୟ କରନ୍ତି ତାହା ନୁହେଁ ବରଂ ସେ ତାଙ୍କ ଲୁକ୍ସ ଓ ଡ୍ୟାନ୍ସ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କୁ ଦିୱାନା କରି ଦିଅନ୍ତି |

ସେ ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେହିଭଳି ଭାବରେ ବେସ ସୁନ୍ଦର ଅଟେ | ତେବେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଅନେକ ଫିଲ୍ମ ଦେଇ ସାରିଲେଣି ଆଉ ଆଗକୁ ତାଙ୍କର ଆଉ ଏକ ଫିଲ୍ମ ଆସିବାକୁ ଯାଉଛି ଯାହାକୁ ନେଇ ସେ ତାଙ୍କର ସୁଟିଂ ଜାରି ରଖିଛନ୍ତି |

ତେବେ ସେ ମିଡ଼ିଆ ସାମ୍ନାରେ ସେହି ଫିଲ୍ମ ସୁଟିଂ ର କିଛି କଥା ସେୟାର କରିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ | ସେ କହିଛନ୍ତି କି ସିଦ୍ଧାନ୍ତ ସାର ଙ୍କ ସହ କାମ କରିବା ସମସ୍ତଙ୍କର ଇଚ୍ଛା ଥାଏ ଆଉ ଏହି ଶଙ୍କର ଫିଲ୍ମ ରୁ ମତେ ସେହି ସୁଯୋଗ ମିଳିଲା ମୁଁ ସେଥିପାଇଁ ବହୁତ ଖୁସି ଅଛି |

ଆଉ ମୁଁ ବଡ଼ ବଡ଼ ଷ୍ଟାର ଙ୍କ ସହିତ କାମ କରି ସାରିଛି ତେଣୁ ସେଟା ମୋ ପାଇଁ ଗୋଟେ ଆଶୀର୍ବାଦ, କାରଣ ଯେଉଁ ମାନଙ୍କୁ ଦେଖିବା ପାଇଁ ଲୋକେ ପାଗଳ ହେଉଛନ୍ତି ସେମାନଙ୍କ ସହ କାମ କରିବା ପାଇଁ ଯଦି ମତେ ଚାନ୍ସ ମିଳୁଛି ତେବେ ନିହାତି ମୁଁ ଏଥିରେ ଖୁସି ହେବି |

ତେବେ ଏହାପରେ ଦିବ୍ୟା ଏକ ସୁନ୍ଦର ଗୀତ ଗାଇ ମଧ୍ୟ ଶୁଣାଇ ଥିଲେ ଯାହାକୁ ଶୁଣିଲେ ଆପଣ ମଧ୍ୟ ଭାବି ପାରିବେ ନାହିଁ କି ଦିବ୍ୟା ଭଲ ଅଭିନୟ ସହିତ ଏତେ ସୁନ୍ଦର ଗୀତ ମଧ୍ୟ ଗାଆନ୍ତି | ତେବେ ତାଙ୍କ ଫିଲ୍ମ ଶଙ୍କର କେବେ ରିଲିଜ ହେବ ତାହାକୁ ନେଇ ତାଙ୍କ ଫ୍ୟାନ ଏବେ ଚାତକ ଭଳି ଚାହିଁ ରହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।