New Twist – ଟୋକା ମାନଙ୍କୁ ଖାଲି ଦେହ ସୁଖ ଦରକାର ସେଟା ମିଳିଗଲେ ସେମାନେ ଶାନ୍ତି,ଏମିତି କହିଲେ ଯୁବତୀ …ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ତେବେ ଅନେକ ସମୟରେ ନାବାଳିକା ଙ୍କୁ ରେପ କରିବା ଘଟଣା ସାମ୍ନା କୁ ଆସୁଛି ଯାହାକି ଖୁବ ନିନ୍ଦନୀୟ ଘଟଣା ଅଟେ | ଆଉ କିଛି ଦିନ ପୂର୍ବରୁ ଖବର ଆସି ଥିଲା କି ଏକ ଦାଦା ତା ନାବାଳିକା ଝିଅ କୁ ସେଭଳି ଖରାପ ବ୍ୟବହାର ଦେଖାଇ ଥିଲା ଆଉ ଝିଅ ଟି ଡରିକି ତା ବାପା ମା ଙ୍କୁ ଏ ବିଷୟରେ କହି ନଥିଲା |

ତେବେ ଏହି ଘଟଣା କୁ ନେଇ ଏକ ଯୁବତୀ ନିଜର ପ୍ରତିକ୍ରିୟା ମିଡ଼ିଆ ସାମ୍ନାରେ ରଖିଛନ୍ତି | ସେ କହିଛନ୍ତି କି, ଯେତେ ବେଳେ ଗୋଟେ ଝିଅ ଉପରେ କିଛି ଖରାପ ହେଉଛି ତେବେ ସେ ତା ବାପା ମାଆ ଙ୍କୁ ଡରିକି କିଛି କହି ପାରୁ ନାହିଁ |

ଆଉ ବାପା ମା ମାନେ ବି ଆଜିକାଲି ଛୁଆ ମାନଙ୍କୁ ଏସବୁ ଶିଖାଇବା ଦରକାର କାରଣ ଏସବୁ କାହା ସହିତ ବି ହୋଇ ପାରେ, କେବଳ ଯେ ଝିଅ ସହ ହେଉଛି ତାହା ନୁହେଁ ବରଂ ପୁଅ ପିଲା ସହ ବି ଜୋର ଜବରଦସ୍ତି ହୋଇ ପାରେ |

ଏସବୁ ଅଧିକାଂଶ ପରିବାର ମଧ୍ୟରେ ହୁଏ କାରଣ ମାନସିକ ବିକୃତି ର ଯେଉଁ ଗୋଟେ ଗୋଟେ ପିଲା ଅଛନ୍ତି ସେମାନେ ସବୁ ଏଭଳି କାମ କରନ୍ତି ଆଉ ସେମାନେ ଛୋଟ ଛୁଆ ଙ୍କ ସହିତ ବି କରନ୍ତି |
କାରଣ ତାଙ୍କୁ କେବଳ ଗୋଟିଏ କାମ କରିବାର ଅଛି ଆଉ ସେଇଟା କରି ଦେଲେ ତାଙ୍କ ମନ ଶାନ୍ତି କିନ୍ତୁ ସେମାନେ ଏଇଟା ଦେଖୁ ନାହାଁନ୍ତି କି ସେ ଝିଅର ବୟସ କେତେ ସେ ତାର ରିଲେସନ ରେ କଣ ହେବ |

 ଏଭଳି ପୁଅ ମାନେ ଏକପେରିନ୍ସ ନେବା ପାଇଁ ଗୋଟେ ଛୋଟ ଝିଅ ସହିତ ଜବରଦସ୍ତି କରି ଥାଆନ୍ତି, କାରଣ ମୁଁ ଏମିତି ବହୁତ ଘଟଣା ଦେଖିଛି ଯେଉଁଠି ଛୋଟ ଝିଅ ମାନଙ୍କୁ ତାଙ୍କ ମାମୁଁ, ତାଙ୍କ ଦାଦା, ତାଙ୍କ ଅଜା ଏସବୁ ଲୋକ ମାନେ କରନ୍ତି | ତେଣୁ ଛୁଆ ମାନେ ଡରିକି ନିଜ ବାପା ମା ଙ୍କ ପାଖରେ ଏସବୁ କହି ପାରୁ ନାହାଁନ୍ତି ଆଉ ବାପା ମା ମାନେ ପିଲା ମାନଙ୍କୁ ଏସବୁ ବିଷୟରେ ମଧ୍ୟ ଶିକ୍ଷା ଦେବା ଉଚିତ |

ଏହା ସହିତ ଯୁବକ ଏହା ମଧ୍ୟ କହିଛନ୍ତି କି ସେକ୍ସ ଟପିକ ରେ ବହୁତ କଥା ଅଛି ଯାହାକୁ ଛୁଆ ମାନେ ମଧ୍ୟ ଜାଣିବା ଦରକାର କାରଣ ଛୁଆ ସହ ଯଦି ସେଇଟା ଜୋର ଜବରଦସ୍ତି ହେବ ତେବେ ଭବିଷ୍ୟତ କୁ ନେଇ ସେ ଡରିଯିବ ଆଉ ସେଇଟା ତା ଉପରେ ବହୁତ ଖରାପ ପ୍ରଭାବ ପକାଇବ |

ଆଉ ମୁଁ ବାପା ମା ମାନଙ୍କୁ ଏଇଟା କହିବି କି ନିଜ ଛୁଆକୁ ବାପା ମା ଠାରୁ ଏଗୁଡା ଆଉ କେହି ଭଲ ଶିଖାଇ ପାରିବେ ନାହିଁ | ଆଉ ମୁଁ ସରକାର ଙ୍କୁ ଏତିକି ଅନୁରୋଧ କରିବି କି ଯେଉଁ ମାନେ ନାବାଳିକା ଙ୍କୁ ଦୁଷ୍କର୍ମ କରୁଛନ୍ତି ତାଙ୍କ ପାଇଁ ଏମିତି କିଛି ଦଣ୍ଡ ରହୁ ଯାହାକି ସେମାନେ ଏହି କାମ କରିବା ପାଇଁ ଡରିବେ ବୋଲି ଯୁବତୀ ଜଣଙ୍କ କହିଛନ୍ତି | ତେବେ ତାଙ୍କର କଥାକୁ ସୋସିଆଲ ମିଡ଼ିଆ ରେ ମଧ୍ୟ ଲୋକ ମାନେ ସମର୍ଥନ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।