ଧାତୁ ନଷ୍ଟ ରେ ଚିନ୍ତିତ କି ? ଓଜନ ବୃଦ୍ଧି କରିବାର ଘରୋଇ ସରଳ ଉପାୟ ୧୦୦% ଗ୍ୟାରେଣ୍ଟି
ଆଜି କାଲି ସମସ୍ତେ ବାହାରୁ ସୁସ୍ଥ ଦେଖା ଯାଉଥିଲେ ମଧ୍ୟ ମାନସିକ ସ୍ତର ରେ ସୁସ୍ଥ ନଥାନ୍ତି । ଏହାର କାରଣ ବାହାରେ ଅଧିକ ବୁଲା ବୁଲି କରିବା , ଅଧିକ ତେଲ ମସଲା ଜାତୀୟ ଜିନିଷ ଖାଇବା , ଖରାପ୍ ଚଳଚ୍ଚିତ୍ର ଦେଖିବା ଆଉ ମଧ୍ୟ ବ୍ରହ୍ମଚର୍ଯ୍ୟ ରକ୍ଷା ନକରିବା ଦ୍ଵାରା ନବ ଯୁବକ ମାନଙ୍କ ସ୍ବାସ୍ଥ୍ୟ ରେ କ୍ଷୀଣ ଦେଖା ଯାଇ ଥାଏ । ତାହେଲେ ସେମାନଙ୍କୁ ନିହାତି ପ୍ରତିଦିନ ଯୋଗ କରିବା ଉଚିତ୍ ଯାହା ଫଳରେ ମତି ବଳ ଓ ସ୍ମରଣ ଶକ୍ତି ବୃଦ୍ଧି ପାଇ ଥାଏ ।
ତେବେ ଯଦି ଆପଣ ନିଜର ଓଜନ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଭିଡିଓ ରେ କୁହା ଯାଇଥିବା ୫ ଟି ଘରୋଇ ଉପାୟ କରନ୍ତୁ ଯାହା ଦ୍ଵାରା ଆପଣ ଙ୍କ ଓଜନ ବୃଦ୍ଧି ପାଇବ ।
୧- ବ୍ରହ୍ମ ଚାର୍ୟ୍ଯ କୁ ରକ୍ଷା କରିବା ପାଇଁ ପ୍ରତିଦିନ ରାତ୍ରୀ ରେ ଅଧଘଣ୍ଟା ଭୋଜନ ପରେ କିମ୍ବା ଶୋଇବା ପୁର୍ବରୁ ୧୦ ଗ୍ରାମ ଅଁଳା ଚୂର୍ଣ୍ଣ ଓ ଏକ ଗ୍ଲାସ ହଳଦୀ ଗୁଣ୍ଡ ମିଶାଇ ସେବନ କରନ୍ତୁ।ଏହା ଦ୍ଵାରା ଆପଣ ଙ୍କ ର ସଂଯମତା ବଢ଼ି ଥାଏ ଓ ଓଜନ ମଧ୍ୟ ବୃଦ୍ଧି ପାଇ ଥାଏ । ତେବେ ଅଁଳା ର ସେବନ ଶୁକ୍ର ବାର ଓ ରବିବାର ଦିନ କରନ୍ତୁ ନାହିଁ ।
୨- ଓଜନ ଶକ୍ତି ବୃଦ୍ଧି କରିବା ପାଇଁ ଅସ୍ଵଗନ୍ଧା ଚୂର୍ଣ୍ଣ ଦଶ ଗ୍ରାମ ଏହା ସହିତ ଦୁଇ ଥିପି ଅଁଳା ରସ କୁ ଗୋଟିଏ ଗ୍ଲାସ ରେ ପାଣି ରେ ମିଶାଇ ସେବନ କରନ୍ତୁ । ଅଶ୍ଵଗନ୍ଧା ଚୂର୍ଣ୍ଣ ଓ ଗୋଟିଏ ଗ୍ଲାସ୍ କ୍ଷୀର ରେ ମଧ୍ୟ ସେବନ କରି ପାରିବେ । କିନ୍ତୁ ଏହା କୁ ସେବନ ଭୋଜନ ର ଏକ ଘଣ୍ଟା ପର୍ଯ୍ୟନ୍ତ କରନ୍ତୁ ନାହିଁ । ଏହାକୁ ଖାଲି ପେଟ ରେ ସେବନ କରନ୍ତୁ । ଏହା ଏକ ଘରୋଇ ଉପଚାର ।
୩ – କୋଡ଼ିଏ ମିଲି ଅଁଳା ରସ ସହିତ ଦଶ ଗ୍ରାମ ମହୁ ଓ ପାଞ୍ଚ ଗ୍ରାମ ଘିଅ କୁ ମିଶାଇ ସେବନ କରିବା ଦ୍ଵାରା ଏହା ବଳ ବୃଦ୍ଧି , ଆୟୁ ବୃଦ୍ଧି ଓ ଓଜନ ବୃଦ୍ଧି ରେ ସାହାର୍ଯ୍ୟ କରି ଥାଏ ।
୪- ତେବେ ଯଦି ଆପଣ ନିଜର ଓଜନ ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଦେଶୀ ଗାଈ ର ଘିଅ ପ୍ରତିଦିନ କ୍ଷୀର କିମ୍ବା ଭୋଜନ ସହିତ ସେବନ କରନ୍ତୁ । ଏହା ଏକ ପୁଷ୍ଟିକର ଖାଦ୍ୟ ଏହା କରିବା ଦ୍ୱାରା ଓଜନ ବୃଦ୍ଧି ହୋଇ ଥାଏ ଓ ବଳ ମଧ୍ୟ ବୃଦ୍ଧି ହୋଇ ଥାଏ ।
୫- ନିଜର ଓଜନ ବୃଦ୍ଧି ପାଇଁ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ , ଭୋଜନ ପରେ ପ୍ରତିଦିନ ଦୁଇଟି କଦଳୀ ସେବନ କରନ୍ତୁ , ଭୋଜନ କରିବା ମଝିରେ , ପରେ କିମ୍ବା ପୂର୍ବରୁ ହରିଡା ରସ କୁ ଚୋଷି ଚୋଷି ପିଅନ୍ତୁ। ଏହା ଶରୀର କୁ ପୁଷ୍ଟ କରି ଥାଏ ଓ ଓଜନ ବୃଦ୍ଧି କରିବା ରେ ସାହାର୍ଯ୍ୟ କରିଥାଏ ।
ତେବେ କୁହା ଯାଇଥିବା ସାମଗ୍ରୀ ର ଭଲ ଭାବରେ ବ୍ୟବହାର ଜାଣନ୍ତୁ ଏହା ପରେ ବ୍ୟବହାର କରନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।