ଓଡ଼ିଆ ଅଭିନେତା Sidhant Mohapatra ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…
ତେବେ ଓଡ଼ିଆ ସିନେମା ଜଗତ ରେ ଅନେକ କଳାକାର ରହିଛନ୍ତି ଯେଉଁ ମାନେ କି ତାଙ୍କର ସୁନ୍ଦର ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କର ମନକୁ କିଣି ପାରିଛନ୍ତି | ଆଉ ଦର୍ଶକ ଙ୍କର ମଧ୍ୟ ନିଜ ନିଜର ପ୍ରିୟ କଳାକାର ରହି ଥାଆନ୍ତି ଯାହାଙ୍କର ଫିଲ୍ମ ହେଉ କି କିଛି ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଖୁବ ଆଗ୍ରହ ପ୍ରକାଶ କରି ଥାଆନ୍ତି |
ଆଉ ଏହି ସେଲିବ୍ରେଟି ଙ୍କ ଜୀଵନ ମଧ୍ୟ ସାଧାରଣ ଲୋକ ଙ୍କ ଠାରୁ ଭିନ୍ନ ହୋଇ ଥାଏ କାରଣ ସେମାନେ ଟିକେ ଷ୍ଟାଇଲିସ ଜୀଵନ ଯାପନ କରିଥାନ୍ତି | ତେବେ ଆଜି ସେଭଳି ଏକ ସୁପରଷ୍ଟାର ଙ୍କ କଥା ଆଲୋଚନା କରିବା ଯିଏ ପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନମ୍ବର ୱାନ ନାୟକ ଭାବରେ ପରିଚିତ ଥିଲେ, ତାଙ୍କ ସମ୍ପର୍କ ରେ ଓ ତାଙ୍କର କିଛି ଫଟୋ ସମ୍ପର୍କ ରେ ଆଲୋଚନା କରିବା |
ତେବେ ସେ ଆଉ କିଏ ନୁହଁନ୍ତି ସେ ହେଉଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯିଏ କି ଅନେକ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି | ତେବେ ସିଦ୍ଧାନ୍ତ ମହାପାତ୍ର ନିଜ ଅଭିନୟ ପାଇଁ କେବଳ ଓଡ଼ିଶା ରେ ନୁହେଁ ବରଂ ସେ ଓଡ଼ିଶା ବାହାରେ ମଧ୍ୟ ଖୁବ ନାଁ କମାଇ ପାରିଛନ୍ତି |
ଆଉ ଯେଉଁଠି କୁହାଯାଉଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଅନେକ ଓଡ଼ିଆ ଫ୍ଲିମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସିଦ୍ଧାନ୍ତ ଓ ଯାହାଙ୍କର ଅଭିନୟ କୁ ଦେଖିବା ପାଇଁ ପିଲା ଠାରି ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ବେଶ ପସନ୍ଦ କରିଥାନ୍ତି |
ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ୍ଟିଂ ଓ ପୋରସନାଲ ଲାଇଫ :-
ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କର ଜନ୍ମ 4 ମେ 1966 ରେ ହୋଇଥିଲା ଓ ଆଉ ଯାହା କୁହାଯାଉଛି କି ସିଦ୍ଧାନ୍ତ ବ୍ରହ୍ମପୁର ରେ ଜନ୍ମ ଗ୍ରହଣ କରିଥିଲେ | ତେବେ ସିଦ୍ଧାନ୍ତ ଙ୍କର ବାପା ଜଣେ ଡକ୍ଟର ଥିଲେ ଓ ତାଙ୍କର ବାପା ଙ୍କର ନା ମନ ମୋହନ ମହାପାତ୍ର ବୋଲି କୁହାଯାଉଛି | ଆଉ ତାଙ୍କର ମା ଙ୍କର ନାଁ କନକ ମହାପାତ୍ର | ତେବେ 3 ଡିସେମ୍ବର 2004 ରେ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ର ଙ୍କୁ ବିବାହ କରିଥିଲେ |
ଆଉ ତାଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା ଯାହାଙ୍କର ନାଁ ହେଉଛି ସାଇ ସମର୍ଥ ମହାପାତ୍ର ଆଉ ପୁଅ ର ନାଁ ପ୍ରନୀଲ ବାସୁ | ତାହା ସହିତ କୁହାଯାଉଛି କି ସିଦ୍ଧାନ୍ତ ମହାପାତ୍ର ତାଙ୍କର ସ୍କୁଲ ଓ କଲେଜ ଲାଇଫ ବ୍ରହ୍ମପୁର ରେ କମ୍ପ୍ଲିଟ କରିଥିଲେ | ତେବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ନାୟକ ଭାବେ ପରିଚିତ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅନେକ ଫିଲ୍ମ ରେ କାମ ଦର୍ଶକ ଙ୍କର ପ୍ରଶଂସା ସାଉଁଟି ପାରିଛନ୍ତି |