ଧନ ବର୍ଷା କରୁଥିବା ( ଫୁଲ ) – କରନ୍ତୁ ଏହି ଉପାୟ ରାତା ରାତି ହୋଇଯିବେ ଧନୀ

ଆଜି ଆମେ ଏକ ଏମିତି ଏକ ଗଛ ବିଷୟ ରେ ଜାଣିବା ଯାହା ଘର କୁ ଧନ ଆଣିବା ସହିତ ସୁଖ ଶାନ୍ତି ମଧ୍ୟ ଆଣିଥାଏ । ତେବେ ଆସନ୍ତୁ ଜାଣିବା, ତେବେ ସେହି ଅଦ୍ଭୁଦ ଗଛ ର ନାମ ହେଉଛି ନାଗ ଚମ୍ପା ।ଯଦି ଆପଣ ଙ୍କ ର ଧନ ଜନିତ ସମସ୍ୟା ଅଛି କିମ୍ବା ଆପଣ ଏହି ଯୋଗୁ ଆପଣ ସବୁବେଳେ ଚିନ୍ତିତ ରହୁଛନ୍ତି ତେବେ ଆପଣ ଏହି ଖାସ ଉପାୟ ଟିକୁ କରନ୍ତୁ । ଯାହା ଦ୍ଵାରା ଘର କୁ ସୁଖ ଶାନ୍ତି ଆସିବା ସହିତ ଧନ ପ୍ରାପ୍ତି ମଧ୍ୟ ହେବ ।

ତେବେ ଏହି ଉପାୟ ଟି କରିବା ସମୟ ରେ ଗୋଟିଏ କଥା ର ଧ୍ୟାନ ନିହାତି ଦିଅନ୍ତୁ ଯେମିତି ଆପଣ ଏହି ଉପାୟ କରିବା ସମୟ ରେ ଆପଣ ଙ୍କୁ କେହି ଦେଖି ପାରିବେ ନାହିଁ ।

ତେବେ ଆମେ ସମସ୍ତେ ଭଗବାନ ଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ଙ୍କୁ ପୂଜା କରି ଥାଉ ବିଭିନ୍ନ ଫୁଲ ଦେଇ । କିନ୍ତୁ କଣ ଆପଣ ଜାଣିଛନ୍ତି ସବୁ ଫୁଲ ମଧ୍ୟରୁ ଭଗବାନ ସବୁଠୁ ପ୍ରିୟ ଫୁଲ ଅଟେ ନାଗ ଚମ୍ପା । ଏହି ଫୁଲ ଟି ଦେଖିବା ପାଇଁ ସାଧାରଣ ନାଗ ଫେଣା ସଦୃଶ୍ୟ ଅଟେ । ଏହି ଫୁଲ ସବୁ ସମୟ ରେ ଦେଖିବା ପାଇଁ ମିଳି ନଥାଏ। ଏହି ଫୁଲ ସାଧାରଣ ଶୀତ ଋତୁରେ ଦେଖିବାକୁ ମିଳି ଥାଏ ।

ଏହି ପୁଷ୍ପ ଭଗବାନ ଶିବ ମାତା ପାର୍ବତୀ ଓ ଭଗବାନ ଗଣେଶ ଙ୍କ ଅତି ପ୍ରିୟ ହୋଇ ଥାଏ । ଏହି ଫୁଲ ର ସଠିକ୍ ବ୍ୟବହାର କରିବା ଦ୍ଵାରା ଏହା ଘରେ ସୁଖ ଶାନ୍ତି ଆଣି ଥାଏ । ତେବେ ଏହି ଫୁଲ ଦ୍ଵାରା କିଛି ଉପାୟ କରିବା ଦ୍ୱାରା ଘର କୁ ସୁଖ ଶାନ୍ତି ଆସିଥାଏ। ତେବେ ଆସନ୍ତୁ ଜାଣିବା।

ଏହା ଘରୁ ନକାରାତ୍ମକ ଶକ୍ତି ବାହାର କରିଥାଏ ଓ ଘରେ ଯଦି ନଜର ଲାଗି ଥାଏ ଏହା ଦୁର କରି ଥାଏ , ତେବେ ଆପଣ ଭୋର୍ ସମୟ ରେ ଉଠି ଏକ ନାଗ ଚମ୍ପା ଫୁଲ କୁ ମୁଖ୍ୟ ଦ୍ଵାରା ରେ ଟାଙ୍ଗୀ ଦିଅନ୍ତୁ। ଧ୍ୟାନ ଦିଅନ୍ତୁ ଏହା କରିବା ସମୟ ରେ ଯେମିତି ଆପଣ ଙ୍କୁ କେହି ଦେଖି ନପରାନ୍ତି। ତେବେ ଏହା କରିବା ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ବାହାର କରିଥାଏ ଓ ଘରେ ଯଦି ନଜର ଲାଗି ଥାଏ ଏହା ଦୁର କରି ଥାଏ ।

କରଜ ରୁ ମୁକ୍ତି ମିଳି ଥାଏ , ଏହି ପୁଷ୍ପ କୁ ଶନିବାର ଦିନ ରାତି ରେ କିମ୍ବା ସୋମବାର ଦିନ ରାତି ରେ ଆଣି ରଖି ଦିଅନ୍ତୁ। ଏହା ପରେ ଏହାକୁ ତାର ପରଦିନ ସକାଳେ ଉଠି ଏହି ପୁଷ୍ପ କୁ ଏକ ପ୍ରବାହିତ ହେଉଥିବା ନଦୀ ଜଳ ରେ କିମ୍ବା କୌଣସି ଜଳ ଭଣ୍ଡାର ରେ ପକାଇ ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଏହା କରିବା ସମୟ ରେ ଯେମିତି ଆପଣ ଙ୍କୁ କେହି ଦେଖି ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।