ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି School ଛାତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ…..

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି। ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି। ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ। ଏହି ସୋସିଆଲ ମିଡ଼ିଆ କୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି। ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି। ଗୀତ ଶୁଣିବା ପାଇଁ ତ ଆପଣ ନିଶ୍ଚିତ ଭଲ ପାଉଥିବେ।

ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେଣୁ ଯେତେବେଳେ ଯିଏ ବି ଏକା ବସିଥିଲେ ବା କୌଣସି କାମ କରିବା ସମୟରେ ଗୁଣୁଗୁଣୁ ହୋଇ ଗୀତ ଗାଇଥାନ୍ତି । ଏହା ଏକ ଭିନ୍ନ ଖୁସି ଦେଇଥାଏ।

ଆଜିକାଲି ସମୟରେ ସମସ୍ତେ ରିଲ୍ କରି ଲୋକପ୍ରିୟ ହେବା ପାଇଁ ସେମାନେ କିଛି ବି କରିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜଣେଇବୁ ଯାହାକୁ ଆପଣ ଜାଣିଲେ ବହୁତ ଖୁସି ହୋଇଯିବେ। ତାହା ହେଉଛି ଜଣେ ସ୍କୁଲ୍ ଛାତ୍ର ଛାତ୍ରୀ ବହୁତ ଭଲ ଭାବରେ ନାଚୁ ଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ, ଆଜିକାଲି ପିଲାମାନେ ସବୁବେଳେ ପାଇଁ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ସେମାନେ ସୁନ୍ଦର ସୁନ୍ଦର ଭିଡିଓ ଓ ଫଟୋ ତିଆରି କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥାନ୍ତି।

ଗୋଟିଏ ସ୍କୁଲ୍ ର ଛାତ୍ର ଓ ଛାତ୍ରୀ ଦୁଇ ଜଣ ମିଶି ଭିନ୍ନ ଭିନ୍ନ ଗୀତରେ ନାଚୁଥିବାର ଦେଖିବା ପାଇଁ ମିଳିଛି। ଏଥି ସହିତ ସେମାନେ ମଧ୍ୟ ସ୍କୁଲ ୟୁନିଫର୍ମ ପିନ୍ଧି ଓଡ଼ିଆ ଆଲବମ୍ ଗୀତ ଓ ସମ୍ବଲପୁରୀ ଗୀତ ରେ ରାସ୍ତା ଉପରେ ଖୁବ୍ ସୁନ୍ଦର ଭାବରେ ନାଚୁଥିବାର ଦେଖିବା ପାଇଁ ମିଳିଛି।

ସେ ନାଚୁଥିବା ସମୟରେ ଭିନ୍ନ ଭିନ୍ନ ପୋଜ ଦେଇ ମଧ୍ୟ ନାଚୁଛନ୍ତି ଓ ତାଙ୍କ ପୋଜ ଗୁଡ଼ିକ ଖୁବ୍ ଅଲଗା ପ୍ରକାରର ଲାଗୁଛି। ତେବେ ସେମାନଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓ ଟି ଦେଖି ଲୋକ ମାନେ ବହୁତ ଖୁସି ହୋଇଛନ୍ତି। ସେହି ଛାତ୍ର ଓ ଛାତ୍ରୀ ଦୁଇ ଜଣ ନାଚୁଥିବା ସମୟରେ ବହୁତ ସୁନ୍ଦର ଦେଖା ଯାଉଥିଲେ।

ସେ ଗୀତର ମଜା ନେଇ ବହୁତ ଭଲ ଭାବରେ ନାଚୁଛନ୍ତି। ସେମାନେ ଏଭଳି ଭାବରେ ନାଚୁଥିବାର ଲୋକ ମାନେ ତାଙ୍କୁ ବହୁତ ପସନ୍ଦ କରିଛନ୍ତି। ଲୋକମାନେ ସେମାନଙ୍କ ପୋଜକୁ ଦେଖି ପୁରା ଫିଦା ହୋଇ ଯାଉଛନ୍ତି। ସେମାନେ ଏଭଳି ଭାବରେ ନାଚୁଥିବାର ଶୈଳୀ ଦେଖି ଯେ କୌଣସି ବ୍ୟକ୍ତି ଦେଖିଲେ ବି ମନକୁ ଛୁଇଁ ଯିବ। ସେମାନେ ଆଗକୁ ଭଲ ନାଚିବେ ବୋଲି ଆଶା ରଖାଯାଇଛି ।ବର୍ତ୍ତମାନ ସେମାନେ ଚର୍ଚ୍ଚା ରେ ରହିଛନ୍ତି।