viral video – ଏକାବେଳେ ୧୦ ଜଣଙ୍କୁ ଟୁକ ଟୁକାଙ୍କୁ ଶାନ୍ତି କରେଇବି, ଯିଏ ଯାହା କରୁଛ କର,ଏମିତି କହିଲେ ନିଶା ମହାରଣା…ଦେଖନ୍ତୁ VIRAL ଭିଡ଼ିଓ ଟିକୁ…
ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ହଟ ଆଲବମ କୁଇନ ଓ ନିଜର ସୋନିଲିଅନି 2 ବୋଲି କହୁଥିବା ନିଶା ମହାରଣା ମୁହଁ ଖୋଲିଛନ୍ତି |
ଆଉ ତାଙ୍କର କହିବା କଥା କି ଖଣ୍ଡଗିରି ବିଷୟରେ ସେ କିଛି କହି ପାରିବେ ନାହିଁ |କିନ୍ତୁ ଦର୍ଶକ ମାନେ ପସନ୍ଦ କରୁଛନ୍ତି ତାଙ୍କ ପ୍ରତି ଭଲ ପାଇବା ଦେଖାଉଛନ୍ତି ଆଉ ଯେଉଁଥିପାଇଁ ସେ ଏହିଭଳି ଡାନ୍ସ କରୁଛନ୍ତି ବୋଲି କହିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆଉ ମିଳିଥିବା ସୂଚନା ଅନୁସାରେ ନିଶା ମହାରଣା କହିଛନ୍ତି କି ସେ ଅସ୍ତରଙ୍ଗ କୁ ବହୁତ ଭଲ ପାଇଥାନ୍ତି | ଆଉ ସେଠାକାର ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ଆଉ ଭଲ ପାଇବା ଦେଇଥାନ୍ତି ଆଉ ଯେଉଁଥିପାଇଁ ସେ ଆସିଛନ୍ତି | ଆଉ ମଞ୍ଚ ଉପରେ ତାଙ୍କର ହଟ ଆଇଟମ ଡାନ୍ସ କୁ ମଧ୍ୟ ଦେଖାଉଛନ୍ତି ଓ ଦର୍ଶକ ମାନଙ୍କରମନୋରଞ୍ଜନ କରିବା ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି | ତାହା ଛଡା ସେ କହିଛନ୍ତି କି ଦର୍ଶକ ମାନେ ହେଉଛନ୍ତି ତାଙ୍କର ଭଗବାନ ଆଉ ସେମାନେ ଯେତେବେଳେ ପସନ୍ଦ କରୁଛନ୍ତି ତାଙ୍କୁ ତେଣୁ ଆଉ କିଏ କଣ କହିଲା ସେଥିରେ ତାଙ୍କର କୌଣସି ଫରକ ପଡୁନି ବୋଲି |
ତାହା ସହିତ ନିଶା କହିଛନ୍ତି କି ସେ ହେଉଛନ୍ତି ଓଡିଶା ର ସନିଲିଅନି ଆଉ ସେ ଯେତେବେଳେ ବି ଷ୍ଟେଜ ଉପରକୁ ଯାଇଥାନ୍ତି ସନିଲିଅନି ଙ୍କର ଗୀତ ରେ ଡାନ୍ସ କରିଥାନ୍ତି | ଆଉ ଯେତେବେଳେ ସେ କଷ୍ଟ କରୁଛନ୍ତି ଆଉ ଲୋକ ମାନଙ୍କର ମନ ମଧ୍ୟ ଖୁସି ହେଉଛି ସେଥିରେ କୌଣସି ଅସୁବିଧା ନାହିଁ |ତାହା ବ୍ୟତୀତ ଖଣ୍ଡଗିରି ରେ ଯେଉଁ ହଟ ଡାନ୍ସ ହୋଇଥିଲା ଆଉ ଯାହାକୁ ନେଇକି ବିବାଦଖୋଲିଛନ୍ତି |
ଆଉ ତାଙ୍କର କହିବା କଥା କି ଖଣ୍ଡଗିରି ବିଷୟରେ ସେ କିଛି କହି ପାରିବେ ନାହିଁ |କିନ୍ତୁ ଦର୍ଶକ ମାନେ ପସନ୍ଦ କରୁଛନ୍ତି ତାଙ୍କ ପ୍ରତି ଭଲ ପାଇବା ଦେଖାଉଛନ୍ତି ଆଉ ଯେଉଁଥିପାଇଁ ସେ ଏହିଭଳି ଡାନ୍ସ କରୁଛନ୍ତି ବୋଲି କହିବାକୁ ଲାଗିଛନ୍ତି ଦେଖା ଦେଇଥିଲା ସେ ବିଷୟରେ ସେ କୌଣସି କଥା ହେବାକୁ ଚାହିଁ ନାହାନ୍ତି |
ଆଉ ନିଶା ମହାରଣା ଙ୍କର ଏହି ଭଳି ଡାନ୍ସ କୁ ନେଇକି ଯାତ୍ରା କଳାକାର ମାନେ କହିଛନ୍ତି କି ଦିନ କୁ ଦିନ ସମାଜ ତଳକୁ ଖୋସିବାକୁ ଲାଗିଲାନି ଆଉ ଛୋଟ ଛୋଟ ଡ୍ରେସ ପିନ୍ଧି ଅଶ୍ଳୀଳ ଭାବରେ ଡାନ୍ସ କରିବାକୁ ଲାଗୁଛନ୍ତି ମଞ୍ଚ ଉପରେ ଆଉ ଯାହା ପାଇ ଦାୟୀ ମଧ୍ୟ ଆମ ସମାଜ | ସେମାନେ ନ ଚାହିଁଥିଲେ ଏମିତି ଡାନ୍ସ ହୋଇ ନ ଥାଆନ୍ତା | ଆଉ ନିଶା ମହାରଣା ଙ୍କ ବିଷୟରେ ଏହି ସବୁ କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।