ଦେଶରେ କାହାକୁ ମିଳିଛି ଏହି ସୁରକ୍ଷା ଏବଂ ଏହି ସୁରକ୍ଷା କିଏ ଦିଏ ? ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….
ଆମ ଦେଶରେ ସୁରକ୍ଷା ବିଷୟରେ ଆମର ମନରେ ଅନେକ ପ୍ରଶ୍ନ ଆସିଥାଏ, ଯେତେ ବେଳେ ଆମେ କୌଣସି ନେତା କିମ୍ବା ବଡ଼ ବଡ ମନ୍ତ୍ରୀ ତଥା ବ୍ୟକ୍ତି ଙ୍କୁ ଦେଖୁ ସେତେବେଳେ ତାଙ୍କ ପାଖରେ ରହୁଥିବା ସୁରକ୍ଷା ବହି ଙ୍କୁ ଦେଖି ଥାଉ । ସେମାନେ କଳା ରଙ୍ଗର ୟୁନିଫର୍ମ ପିନ୍ଧି ଥାନ୍ତି, ସେମାନେ ମଧ୍ୟ ଆଖିରେ କଳା ଚାଷମା ପିନ୍ଧି ଥାନ୍ତି l ଆଉ ସେମାନଙ୍କର ଏକ ଦଳ ଥାନ୍ତି ।
ଆଜି ଆମେ ଜାଣିବା ଯେ ଏହି ସୁରକ୍ଷା ବହି କିଏ ଯୋଗେଇ ଥାଏ ତଥା କେଉଁ ମାନଙ୍କୁ ଦିୟାଯାଏ , କାହିଁକି ଦିୟା ଯାଏ, ଆଉ ଏହା କୁ କିଏ ଯୋଗାଇ ଥାଏ ।
ସୁରକ୍ଷା ବିଭାଗ ବିଷୟରେ ଜାଣିବା ପୂର୍ବରୁ ସର୍ବ ପ୍ରଥମେ ଏହା କେତେ ପ୍ରକାର ଜାଣିବା l ଏହା ମୁଖ୍ୟତଃ ଦୁଇ ପ୍ରକାର ଯଥା :-1.ସରକାରୀ ସରକାରୀ ସୁରକ୍ଷା ପ୍ରଦାନ, 2.ନିଜୀ ସୁରକ୍ଷା ପ୍ରଦାନ ବିଭାଗ । ଅର୍ଥାତ ପ୍ରଥମଟିରେ ସରକାରୀ ବିଭାଗ ଉଚ୍ଚ ପଦବୀରେ ଥିବl ବ୍ୟକ୍ତି ଙ୍କୁ ଦିୟା ଯାଇଥାଏ । ଯେମିତି କି ପ୍ରଧାନମନ୍ତ୍ରୀ, ମନ୍ତ୍ରୀ, ଆଦି ଫିଲ୍ମ ଷ୍ଟାର ମାନଙ୍କୁ ଦିୟା ଯାଏ ।
ଦ୍ୱିତୀୟ ଟିରେ କୌଣସି ବ୍ୟକ୍ତି ଯଦି ନିଜର ସୁରକ୍ଷା ନିମନ୍ତେ ସେ ନିଜେ ନିଜ ପାଇଁ ସୁରକ୍ଷା ସେନା ଙ୍କୁ ନିଜେ ଟଙ୍କା ଦେଇ ରଖନ୍ତି । ଯେମିତି କି ଆମର ଦେଶର ସବୁଠୁ ବଡ ଧନୀ ଲୋକ ମୁକେଶ ଅମ୍ବାନୀ ଆଉ ତାଙ୍କ ପତ୍ନୀ ରିତା ଅମ୍ବାନୀ ।
ଆଉ ମଧ୍ୟ ଅନେକ ଲୋକ ଙ୍କୁ ସୁରକ୍ଷା ଦିୟା ଯାଏ ଜାଣିଥିବେ । କିନ୍ତୁ ଏହି ମାନଙ୍କୁ ନିଯୁକ୍ତି ଦିୟା ଯିବା ଦରକାର ଅଥବା ନାହିଁ ଏହାର ନିର୍ଧାରଣ କିଏ କରିଥାନ୍ତି ଜାଣିବା । ଆମ ଦେଶରେ ସୁରକ୍ଷା କାହାକୁ ଦିୟା ଯିବା ଦରକାର ଆଉ ଯାହାକୁ ଦିଆଯିବ ସେହି ବ୍ୟକ୍ତି କେତେ ସୁରକ୍ଷିତ, ଶତ୍ରୁ ଠାରୁ ଅଥବା ନିଜର ବ୍ୟକ୍ତିଙ୍କ ଠାରୁ l ସେହି ଅନୁସାରେ ଆମର ଦେଶରେ ଗୃହ ମନ୍ତ୍ରାଳୟ ଦ୍ୱାରା ବିଚାର କରି ତାହାର ସବୁ ନିର୍ଧାରଣ କରା ଯାଏ ।
ଏହି ସୁରକ୍ଷା ମୁଖ୍ୟ ରୂପେ ଚାରି ପ୍ରକାର ଅଟେ ଯଥା :- 1-SPG ଯାହାର ଫୁଲ ଅର୍ଥ ହେଉଛି ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ । ଏହି ବିଭାଗରେ ପ୍ରଥମ ଅଟେ । ସବୁଠୁ ଅଧିକ କମାଣ୍ଡର ରହନ୍ତି, ତାହା ସହିତ ପୋଲିସ ମଧ୍ୟ ଥାନ୍ତି ଯାଉଥିରେ କି କୁଲ ମିଶେଇ 55 ଜଣ ସୁରକ୍ଷା ବହି ଥାନ୍ତି । ଏହା ଦେଶରେ କେବଳ ପ୍ରଧାନମନ୍ତ୍ରୀ ଙ୍କୁ ଯୋଗାଇ ଦିୟା ଯାଇଛି ।
ଏହା ପ୍ରଥମରୁ ନଥିଲା ମାତ୍ର ଇନ୍ଦିରା ଗାନ୍ଧୀ ଙ୍କର ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ଙ୍କୁ ଅଧିକ ସୁରକ୍ଷା ଦେବl ପାଇଁ ଏହି ବିଭାଗ ସୃଷ୍ଟି କରା ଯାଇଛି । ଅନ୍ୟ ତିନୋଟି ଯଥା କ୍ରମେ Y, Z, X l ସବୁଠୁ ନିମ୍ନ ପ୍ରକାର ଅଟେ ଯଥା ଏଥିରେ ମାତ୍ର ଏଗାର ଜଣ ସେକୁରିଟି ଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।