Beaauty Tips – ରାତିରେ ଶୋଇବା ପୂର୍ବରୁ କରି ନିଅନ୍ତୁ ଏହି କାର୍ଯ୍ୟ , ମୁହଁ ଏତେ ସୁନ୍ଦର ଦେଖାଯିବ ଆପଣ ବିଶ୍ୱାସ କରିପାରିବେ ନାହିଁ
ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ଯୁଗ କେଉଁଠି ଯାଇ କେଉଁଠି ପହଞ୍ଚିଲାଣି। ସମସ୍ତେ ଆଜିର ଦିନରେ ତ୍ୱଚା ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି , ମାର୍କେଟ୍ ରୁ ମିଳୁଥିବା ବିଭିନ୍ନ ପ୍ରକାର କସମେଟିକ ମଧ୍ୟ ୟୁଜ୍ କରିଥାନ୍ତି । କିନ୍ତୁ ତାହା ବିଶେଷ ଭାବରେ ଫଳପ୍ରଦ ହୋଇନଥାଏ । ପରବର୍ତ୍ତୀ ସମୟରେ ଏହା ଆମ ଫେସ୍ ରେ ଅନେକ ପ୍ରକାର ସମସ୍ୟା ଦେଖାଯାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଚମତ୍କାରୀ ଔଷଧ ବିଷୟରେ ଜଣେଇବୁ , ଯାହାକୁ ରାତିରେ ଶୋଇବା ସମୟରେ ବ୍ୟବହାର କଲେ ସୁନ୍ଦର ଦେଖାଯିବେ । ତେବେ ଜାଣିବା ସେହି ଉପଚାର ବିଷୟରେ ।
1. ରାତିରେ ଶୋଇବା ପୂର୍ବରୁ ଗୋଡରେ ଘିଅ ମାଲିସ୍ କରି ଶୁଅନ୍ତୁ , ଏହା ଦ୍ୱାରା ଗୋଡ ରେ ଥିବା ସମସ୍ତ ପ୍ରକାର ଦାଗ ଦୂରୀଭୂତ ହେବ ଏବଂ କ୍ଳାନ୍ତି ମଧ୍ୟ ଦୂର ହେବ ।
2. ରାତିରେ ଶୋଇବା ପୂର୍ବରୁ କମଳା ଲେମ୍ୱୁ ଚୋପାକୁ ଶୁଖାଇ ତାର ଏକ ଗୁଣ୍ଡ ପ୍ରସ୍ତୁତ କରି ସେଥିରେ ହଳଦୀ ଗୋଳାଇ ତ୍ୱାଚାରେ ଲଗେଇଲେ ତ୍ୱଚା ବା ଚର୍ମ ଅତ୍ୟନ୍ତ ଉଜ୍ଜ୍ୱଳ ହେବ ।
3. ରାତିରେ ଶୋଇବା ପୂର୍ବରୁ ମୁହଁରେ ଲେମ୍ୱୁ ଘଷି ତାହାକୁ ଉଷମ ପାଣିରେ 21 ଥର କୁଳୁପୁଞ୍ଚା ପାଣି କରି ଛାଟିଲେ , ରାତ୍ରିରେ ସୁଖ ନିଦ୍ରା ହେବା ସହିତ ମୁଖ ଉଜ୍ଜ୍ୱଳ ଆସିବ ।
4. ପରିବାରରେ ଆର୍ଥିକ ସଙ୍କଟ ଲାଗି ରହୁଥିଲେ ବା ସାମର୍ଥ୍ୟ ଅନୁଯାୟୀ ଫଳ ପ୍ରାପ୍ତ ହେଉ ନଥିଲେ , ବଣିଆ ଦୋକାନରୁ 11ଟି ହକିକ୍ ପଥର ଆଣି କୌଣସି ମନ୍ଦିର , ମସଜିଦ୍ କିମ୍ୱା ଗିରିଜାରେ ଅର୍ପଣ କରିଦେବେ । ପ୍ରବାହିତ ଜଳରେ ଭସାଇ ଦେବେ ଏହାଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।
5. ଶନିବାର ଦିନ ଧାନ ଚାଉଳ , ଗହମ ଆଦି ଗୁଣ୍ଡ କଲେ ବହୁତ ଶୁଭ ଫଳ ମିଳିଥାଏ ଏବଂ ଘରେ ରହିଥିବା ସମସ୍ତ ପ୍ରକାର ଅଳିଆ ଆବର୍ଜନ କୁ ମଧ୍ୟ ଶନିବାର ଦିନ ପରିଷ୍କାର କରିବେ ।
6. ଭୁଲରେ ମଧ୍ୟ କେବେହେଲେ ରୋଷେଇ ଘରେ ଡଷ୍ଟବିନ ରଖନ୍ତୁ ନାହିଁ ଏବଂ ଠାକୁରଙ୍କ ଫୋଟ ମଧ୍ୟ କେବେହେଲେ ଲଗାନ୍ତୁ ନାହିଁ । ଏହା ପାଳନ କଲେ ବହୁତ ମଙ୍ଗଳ ହୋଇଥାଏ ।
7. ଭୂମିପୂଜା ଏବଂ ବାସ୍ତୁଦୋଷ କିମ୍ୱା ଗୃହ ପ୍ରବେଶ ଏହି 3 ଟି କାର୍ଯ୍ୟ ଯେବେ କରିବେ ସେହି ବାର ମଙ୍ଗଳବାର କିମ୍ୱା ଶନିବାର ନହେବା ଉଚିତ୍ ।
8. ଘରର ନୈରୁତ କୋଣରେ ଶୈଚାଳୟ , ବାର୍ଥରୁମ ବା ରୋଷେଇ ଘର ଥାଏ , ତେବେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟରୁ କାହାର ଜଣକର ସର୍ବଦା ଦେହ ଖରାପ ହୋଇଥାଏ ।
9. ଚୈତ୍ର ମାସର ଯେକୌଣସି 15 ଦିନ ଭାତ କିମ୍ୱା ତରକାରୀ ରେ ଲୁଣ ମିଶାଇ ଖାଆନ୍ତୁ ନାହିଁ , ଏହା କରିବା ଦ୍ୱାରା ଆଗାମୀ ଚୈତ୍ର ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ ।