new twist- ପ୍ରମାଣ ଦେଲେ ଦୀପିକା… ଦିନେଶ ଙ୍କ ସହ ଥିଲା ଦୀପିକା ଙ୍କ ପ୍ରେମ ସଂପର୍କ ! ଭିଡିଓ ଭାଇରାଲ୍…

ଆଜି କାଲି ଗାଁ ଠୁ ଆରମ୍ଭ କରିକି ସହର ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଖାଲି ଗୋଟିଏ କଥା ଶୁଣିବାକୁ ମିଳୁଛି, ଆଉ ତାହା ହେଉଛି ଦୀନେଶ ଆଉ ଦୀପିକା ଙ୍କୁ ନେଇକି ଘଟିଥିବା ଘଟଣା | ପ୍ରେମ ସମ୍ପର୍କ ରଖିଥିଲେ , ଆଉ ସେକ୍ସ ମଧ୍ୟ କରିଥିଲେ, କିନ୍ତୁ ଯେତେବେଳେ କୋଟ ମେରେଜ କରିବା ପାଇଁ କହିଲି ସେତେବେଳେ ଆରମ୍ଭ ହୋଇଯାଇଥିଲା ଦୀନେଶ ଙ୍କ ର ପ୍ରତିକ୍ରିୟା | ଆଉ ଭଲ ପାଉଥିବା ସମୟରେ ଦୀପିକା ଙ୍କୁ ତାଙ୍କର ବିଜନେସ ରେ ସାହାଯ୍ୟ ମଧ୍ୟ କରୁଥିଲେ | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଆପଣ ମାନେ ବ୍ରହ୍ମପୁର ର ଦୀପିକା ଓ ଦିନେଶ ଙ୍କ ର ବିବାହ ର ବିବାଦ ମାମଲା ବିଷୟ ରେ ବେଶ ଭଲ ଭାବରେ ଜାଣିଥିବେ। ତେବେ ଦୀପିକା ଆଉ ଜଣେ ତପସ୍ୱୀନି ସାଜିଛନ୍ତି ଆଉ ନଖାଇ ନପିଇ ଆଜକୁ ଚାରି ଦିନ ହେବ ନିଜ ସ୍ୱାମୀ ଓ ଶାଶୂ ଶଶୁର ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି।

ତେବେ ସେ ଏକା ନାହାନ୍ତି ବରଂ ତାଙ୍କ ସହ ରହିଛି 18 ମାସର କୁନି ପୁଅ ଟିଏ। ତେବେ ଘଟଣା ଟି କିଛି ଏହିପରି ଥିଲା କି ଦିନେଶ ଓ ଦୀପିକା ପରସ୍ପର କୁ ଭଲପାଇ ଥିଲେ ମାତ୍ର ଦୀପିକା ଙ୍କୁ ଗର୍ଭବତୀ କରାଇ ଦିନେଶ ତାଙ୍କୁ ଧକ୍କା ଦେଇଥିଲେ।


ତେବେ କିନ୍ତୁ ଦୀପିକା ଏହାକୁ ନେଇ ହାର ମାନି ନଥିଲେ ନିଜ ଛୁଆ ର ହକ ପାଇଁ ବର୍ତ୍ତମାନ ସେ ଦିନେଶ ଙ୍କ ଘର ଆଗରେ ଆସି ଧାରଣା ରେ ବସିଛନ୍ତି। ଧୀରେ ଧୀରେ ସମୟ ର ଗତି ସହ ତାଙ୍କର ମାମଲା ମଧ୍ୟ ଜଟିଳ ହେବାକୁ ଯାଉଛି। ତେବେ ଧୀରେ ଧୀରେ ଦୀପିକା ତାଙ୍କ ର ଦିନେଶ ଙ୍କ ସହ ଥିବା ପ୍ରେମ ସମ୍ପର୍କ ବିଷୟରେ ସମସ୍ତ ଙ୍କୁ ଜଣେଇଛନ୍ତି। ତେବେ ଗୋଟିଏ ଭିଡ଼ିଓ ରେ ସେ କହିଛନ୍ତି କି କିପରି ଭାବରେ ଦିନେଶ ତାଙ୍କୁ ଧକ୍କା ଦେଇଥିଲେ ଯେତେବେଳେ ସେ ଗର୍ଭବତୀ ହୋଇଗଲେ।

ତେବେ ଦୀପିକା କହିଛନ୍ତି କି ତାଙ୍କ ଠାରୁ ବୟସ ରେ ବଡ଼ ଜାଣିବା ପରେ ମଧ୍ୟ ମୋତେ ଭଲ ପାଇଲେ , ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ମୋ ସହ ଶାରୀରିକ ସମ୍ପର୍କ ରଖିଲେ। ଗୋଟିଏ ରୁମ ରେ ସ୍ୱାମୀ ସ୍ତ୍ରୀ ଭଳିଆ ଆମେ ରହୁଥିଲୁ ମାତ୍ର ଯେତେବେଳେ ମୁଁ ଗର୍ଭବତୀ ହେଲି ସେତେବେଳେ ସେ ସବୁ ଭୁଲିଗଲେ ।ମୋ ଛୁଆ କୁ ବାପା ର ପରିଚୟ ଦେବା ପାଇଁ ତାଙ୍କୁ କୋର୍ଟ ମ୍ୟାରେଜ କରିବା କୁ ଖିଲି ।

ମାତ୍ର ସେ ଅଧା ରାସ୍ତା ରେ ଆମ ମା ଛୁଆ କୁ ଛାଡି ଦେଇ ପଳେଇ ଆସିଲେ”। ଆଉ ବର୍ତ୍ତମାନ ଦୀପିକା ଦିନେଶ ଙ୍କ ସହିତ ରୋମାଣ୍ଟିକ ମୂହୂର୍ତ୍ତର ସବୁ ଭିଡିଓ ଏବଂ ଫୋଟକୁ ମିଡିଆ କୁ ଦେଇଛନ୍ତି, ତଥା ତାଙ୍କ ସଂପର୍କ ର ସମସ୍ତ ପ୍ରମାଣ ଦେଇଛନ୍ତି ମିଡିଆ କୁ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।