AANKH MAREY ! ଗୀତରେ ଜବରଦସ୍ତ ଡାନ୍ସ କଲେ ବଲିଉଡ ର ଫେମସ୍ ଗାୟିକା ନେହା କକ୍କଡ…..ମାତ୍ର କିଛି ଘଣ୍ଟାରେ 630 million ଲୋକ ଦେଖିସାରିଲେଣି…
ବଲିଉଡ ଜଗତରୁ ପ୍ରତ୍ୟେକ ଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ଖବର ସାମ୍ନାକୁ ଆସି ଥାଏ । ତେବେ ଆପଣ ମାନେ ତ ସମସ୍ତେ ବଲିଉଡର ଫେମସ୍ ଫିମେଲ୍ ସିଙ୍ଗର ନେହା କକ୍କର ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ସେ ତାଙ୍କର ବିଚକ୍ଷଣ ସ୍ବରରେ ଦର୍ଶକଙ୍କୁ ଏମିତି ମୁଗ୍ଧ କରି ଦେଇଥାନ୍ତି ଯେ ଲୋକମାନେ ଯେଉଁଠି ବି ତାଙ୍କର ଗୀତ ଶୁଣିଥାନ୍ତି ସେଠାରେ ପୂରା ଭାବପ୍ରବଣ ହୋଇ ଯାଇଥାନ୍ତି ।
ତେବେ ବହୁତ୍ ଏମିତି କଳାକାର ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଜୀବନରେ ବହୁତ୍ ଦୟାବନ ଏବଂ ଉଦାର ଅଟନ୍ତି। ଅନେକ ଲୋକଙ୍କୁ ସେମାନେ ଅସୁବିଧା ସମୟରେ ସାହାଯ୍ୟ ର ହାତ ବଢାଇଥାନ୍ତି।
ସେହିପରି ଜଣେ କଳାକାର ହେଉଛନ୍ତି ବଲିଉଡ୍ ର ଆଗ ଧାଡ଼ିର ଫିମେଲ ସିଙ୍ଗର ନେହା କକ୍କର।ସେ କେତେ ଇମୋଶନାଲ ତାହା ତ ଆପଣ ଜାଣିଥିବେ। କାହା ଦୁଃଖ ଦେଖିଲେ ସେ ସହି ପାରନ୍ତି ନାହିଁ। ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସିଥାନ୍ତି। କାହାର ଦୁଃଖ ଦେଖିଲେ ସେ ଆଦୌ ସହି ପାରନ୍ତି ନାହିଁ। ତେବେ ବଲିଉଡର ଏହି ଜଣାଶୁଣା ଗାୟିକା ନେହା କକ୍କର ଏଥିପାଇଁ ମଧ୍ଯ ବେଶ୍ ପରିଚିତ ଅଟନ୍ତି।
ଆପଣ ତାଙ୍କୁ ଅନେକ ରିଆଲିଟି ଶୋ ଗୁଡିକରେ ଜଜ୍ ଭାବରେ ଦେଖିବାକୁ ପାଇଥିବେ। ଅନେକ ସମୟରେ ଆପଣ ତାଙ୍କର କାନ୍ଦିବାକୁ ଦେଖିଥିବେ। ଏମିତିରେ ସେ ଅନେକ ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଛନ୍ତି ଯାହାର ଉଦାହରଣ ଆପଣ ଦେଖିଥିବେ।
ସେହିପରି ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏଠାରେ କଣ ଘଟିଛି।
ତେବେ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବେର ଜାଣିଥିବେ ଯେ ନେହା କକ୍କଡ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଅନେକ ସୁପରହିଟ୍ ଗୀତ ଗାଇ ବେଶ୍ ଫେମସ୍ ହୋଇସାରିଛନ୍ତି। କିନ୍ତୁ ବର୍ତ୍ତମାନ ସେ ନିଜେ ଗାଇଥିବା AANKH MAREY ଗୀତରେ ଜବରଦସ୍ତ ଡାନ୍ସ କରୁଥିବା ନଜର ଆସିଛନ୍ତି।
ଯାହାକୁ ଏବେ ସୁଦ୍ଧା 16 ମିଲିୟନ ରୁ ଅଧିକ ଲୋକ ଦେଖିସାରିଲେନି। ତେବେ ନେହା କେବଳ ଜଣେ ଭଲ ଗାୟିକା ନୁହଁନ୍ତି ବରଂ ସେ ହେଉଛନ୍ତି ଜଣେ ବହୁତ ଭଲ ଡାନ୍ସର ମଧ୍ଯ, ଯାହା ତାଙ୍କର ଏହି ଡାନ୍ସ ଭିଡିଓ ରୁ ପ୍ରମାଣିତ ହୋଇ ଯାଉଛି, ଯେଉଁ ଥିରେ ସେ ମେଲଭିନ୍ ଲୁଇସ୍ ଙ୍କ ସହିତ ତାଳ ରେ ତାଳ ଦେଇ ଡାନ୍ସ କରୁଛନ୍ତି।
ତେବେ କହିବାକୁ ଗଲେ ନେହା ଦେଖିବାକୁ ଯେମିତି ସୁନ୍ଦର ତାଙ୍କର ସମସ୍ତ ଗୁଣ ମଧ୍ଯ ସେତିକି ପ୍ରଶଂସନୀୟ, ତାଙ୍କୁ ତ ଦୟାର ପ୍ରତିମୂର୍ତ୍ତି କହିଲେ ବି ଅତ୍ଯୁକ୍ତି ହେବ ନାହିଁ କାହିଁକି ନାଁ ସେ କାହାର ବି ଦୁଖ ଦେଖି ସହି ପାରନ୍ତି ନାହିଁ ।ତେଣୁ ଆପଣ ମାନେ ମଧ୍ଯ ଏହି ଭିଡିଓ ଟି କୁ ନିଶ୍ଚିତ ଭାବେର ଥରେ ଦେଖି ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।