Exclusive : କାହିଁକି ସ୍କୁଟି ଉପରୁ ଦୀପିକାଙ୍କୁ ଟାଣୁଛନ୍ତି ଜଣେ ଯୁବକ ? ଦୀପିକା ଙ୍କ ସହ ଇଏ କିଏ… ଦେଖନ୍ତୁ Video
ଆପଣ ତ ଦୀପିକା ଓ ଦିନେଶ ଙ୍କର ଘଟଣା ସମ୍ପର୍କ ରେ ନିହାତି ଅବଗତ ଥିବେ ଯାହାକି ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି | ଦୀପିକା ଙ୍କ ପ୍ରେମ କାହାଣୀ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଲି ରହି ଥିଲା ଦୁହେଁ ମିଶୁ ଥିଲେ ସବୁଆଡେ ବୁଲୁ ଥିଲେ ଆଉ ଶାରୀରିକ ସମ୍ପର୍କ ମଧ୍ୟ ରଖୁ ଥିଲେ | ଆଉ ଦିନେଶ ବହୁ ସମୟରେ ବହୁ ପ୍ରତିଶୃତି ମଧ୍ୟ ଦେଉ ଥିଲେ ତତେ ବାହା ହେବି ଆଉ ଆମର ବହୁତ ହାଇ ସ୍ଟାଟସ ଫ୍ୟାମିଲି ମୁଁ ତତେ ବହୁତ ଖୁସିରେ ରଖିବି |
ତୋ ଭବିଷ୍ୟତ ଉଜ୍ୱଳ ହୋଇ ଯିବ ଯଦି ତୁ ମତେ ବାହା ହୋଇ ଯିବୁ ତୁ ମୋ ଘରକୁ ଆସିଲେ ତୁ ବହୁତ ଖୁଶିରେ ରହିବୁ | କିନ୍ତୁ ଏବେ ଯାହା ଦାଣ୍ଡରେ ପଡ଼ି ହାଟରେ ଗଡୁଛି ସେ କଥା ଆପଣ ଜାଣି ପାରୁ ଥିବେ, କିଭଳି ଭାବେ ଦିନେଶ ଙ୍କ ମା ଆସି ପ୍ରତିବାଦ କରି କହି ଥିଲେ କି ତୁ ତମ୍ବୁ ଟାଣି ଏଠାରେ କାହିଁ ବସି ରହିଛୁ | ସେପଟେ ଦିନେଶ ବହୁ ସମୟ ଧରି ଗଣମାଧ୍ୟମ ସାମ୍ନାକୁ ଆସି ନଥିଲେ କିନ୍ତୁ ଯେତେବେଳେ ଆସିଲେ ସେ ସିଧାସିଧା କହି ଦେଲେ କି ଏ ପିଲା ମୋର ନୁହେଁ କି ମୁଁ ତାର ସ୍ୱାମୀ ନୁହେଁ
ତେବେ ବର୍ତ୍ତମାନ ସମୟରେ ଦୀପିକା ଓ ଦିନେଶ ଙ୍କର ଘଟଣା କୁ ନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଦୀପିକା ସ୍କୁଟି ରେ ବସି ଥିବା ବେଳେ ତାଙ୍କ ପାଖରେ ଜଣେ ଯୁବକ ଠିଆ ହୋଇ କିଛି ପଚରା ଉଚରା କରୁଛନ୍ତି ଏମିତି କି ଦୀପିକା ଙ୍କର ହାତ କୁ ଧରି ଟଣା ଓଟରା ମଧ୍ୟ କରୁଛନ୍ତି |
ଏହି ଯୁବକ ଜଣଙ୍କ କିଏ ଆଉ ତାଙ୍କୁ ସେ କଣ କହୁଛନ୍ତି ତାହା କିନ୍ତୁ ଏଠାରେ କିଛି ସ୍ପଷ୍ଟ ଜଣା ପଡ଼ୁ ନାହିଁ | ଆଉ ଏହି ଭିଡ଼ିଓ କୁ ଦେଖିବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏ ଯୁବକ କିଏ ଆଉ ଆଉ ଦୀପିକା ଙ୍କର ସେ କଣ ହେବେ |
ଏଠାରେ କହି ରଖିବାକୁ ଚାହିଁବୁ ଦୁଇ ଜଣଙ୍କ ପ୍ରେମ ବହୁ ସମୟ ଧରି ଚାଲି ରହିଥିଲା ହୁଏତ ଦୀପିକା କେବେ ଭାବି ନଥିବେ କି ଦିନେ ଦିନେଶ ଆଗକୁ ଯାଇ ଏମିତି ବଦଳି ଯିବେ | କିନ୍ତୁ ଘଟଣା ଏବେ ତାହା ହିଁ ଦେଖିବା ପାଇଁ ମିଳୁଛି ଦିନେଶ ଦୀପିକା ଙ୍କୁ ନା ଚିହ୍ନୁଛନ୍ତି ନା ନିଜର କରୁଛନ୍ତି ନା ଦୀପିକା ଜନ୍ମ ଦେଇ ଥିବା ସେ ଛୁଆର ବାପା ବି ହେଉଛନ୍ତି |
ଦୀପିକା ଏବେ ଅତି ଅସହାୟ ହୋଇ ଦିନେଶ ଙ୍କ ଘର ଆଗରେ ସେହିଭଳି ବସି ରହିଛନ୍ତି ଆଉ ଅନ୍ୟ ପଟେ ସାହି ଲୋକ ମଧ୍ୟ ପ୍ରତିବାଦ କରିଛନ୍ତି କି ଦୀପିକା କାହିଁ ଏଠାରେ ବସି ରହିଛନ୍ତି ଯେତେବେଳେ କି କୋର୍ଟ ରେ ମାମଲା ବିଚରାଧୀନ ଅଛି | ତେବେ ବର୍ତ୍ତମାନ ସମୟରେ ଏହି ଭାଇରାଲ ଭିଡ଼ିଓ କୁ ନେଇ ଲୋକ ଙ୍କ ମନରେ ଅନେକ କିଛି ପ୍ରଶ୍ନ ସୃଷ୍ଟି ହୋଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।