Jyotisa Shastra – ହନୁମାନ ଙ୍କ କୃପାରୁ ଏହି 5ଟି ରାଶି ଆଜିଠାରୁ ହେବେ କୋଟିପତି ଆସିବା ପୁଳା ପୁଳା ଟଙ୍କା ! ମନରେ ଭକ୍ତିଥିଲେ ଲେଖନ୍ତୁ ଜୟ ହନୁମାନ କି …….
ହନୁମାନ ଙ୍କର ଏହି ପାଞ୍ଚଟି ରାଶି ହେଉଛି ଅତି ପ୍ରିୟ l ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର କୃପାର ବର୍ଷା ହୋଇଥାଏ l ଏମାନେ ସବୁ ବେଳେ ମାତା ଲକ୍ଷ୍ମୀ ଙ୍କର ପୂଜା ଏବଂ ଭକ୍ତି କରିଲେ ଏମାନଙ୍କ ଉପରକୁ କେତେ ବେଳେ ବି ବିପଦ କୁ ଆସିବାକୁ ଦିୟନ୍ତି ନାହିଁ l ଏହି ରାଶି ଉପରେ ହନୁମାନ ଅନେକ ପ୍ରକାର ସହାୟ ହୋଇଥାନ୍ତି ଏହା ହେଉଛି, ଯଥା :
1- ମେଷରାଶି :- ଏହି ରାଶି ଗୁଡିକରେ ଆସନ୍ତା କେତେ ବର୍ଷ ପର୍ଯ୍ୟନ୍ତ ମାତାଙ୍କର ଶୁଭ ଆଶୀର୍ବାଦ ରହିଥିବାରୁ ଏହି ରାଶିରେ ସବୁଦିନ ସୁଖ ଲାଗିରହିବ l ଏହି ରାଶିର ବ୍ୟକ୍ତି ମାନେ ଯଦି କୌଣସି ପୁରୁଣା କଥାରେ ଦୁଃଖିତ ଥାନ୍ତି ସେହି ସବୁ ଦୂର ହୋଇ ସୁଖ ଏମାନଙ୍କ ଜୀବନ ରେ ଲାଗିରହିବ l
2- ତୁଳାରାଶି :- ଏହି ରାଶିର ବ୍ୟକ୍ତି ମାନେ ଧନର ଅଭାବ କେବେବି ସହିବ ନାହିଁ l ଏହି ବ୍ୟକ୍ତି ମାନେ ଯେତେ ବି ଖର୍ଚ୍ଚ କଲେ ବି ଏମାନଙ୍କ ର ଧନରେ ଅଭାବ ହେବ ନାହିଁ l ଏହି ରାଶିର ବ୍ୟକ୍ତି ମାନଙ୍କର ଖର୍ଚ୍ଚ କମିବ ଆୟ ବଢିବ l
3- କନ୍ୟାରାଶି:- ଏମାନେ ଯାହା କରିବାର ସ୍ବପ୍ନ ଦେଖୁଛନ୍ତି ତାହା ସବୁ ଖୁବ ଶୀଘ୍ର ପୁରଣ ହେବ l ଏମାନେ ନିଜର ଲକ୍ଷ ଅତି ଶୀଘ୍ର ପୂରଣ ହେବ l ଏହି ମାନେ ଯାହା କରିବା ପାଇଁ ବହୁତ ଦିନରୁ ଆଶା କରିଛନ୍ତି ତାହା ସବୁ ଶୀଘ୍ର ପୂରଣ ହେବ l
4- ମିଥୁନରାଶି:- ଏହି ରାଶିର ବ୍ୟକ୍ତି ମାନେ ଯଦି ପ୍ରେମ କରୁଥାନ୍ତି ସେମାନଙ୍କର ମିଳନ ଶୀଘ୍ର ହେବ l ଦାମ୍ପତ୍ୟ ଜୀବନ ସୁଖ ମୟ ହେବ l ଏମାନେ ଯଦି ଏକୁଟିଆ ଥାନ୍ତି ତେବେ ଏମାନଙ୍କୁ ସାଥି ମିଳି ଯିବ l
5- କୁମ୍ଭରାଶି:- ଏହି ରାଶିର ବ୍ୟକ୍ତି ମାନେ ସମାଜରେ ପ୍ରିୟ ହେବେ l ଲୋକ ମାନଙ୍କର ଏମାନେ ପ୍ରତିନିଧିତ୍ୱ କରିଥାନ୍ତି l ଏମାନେ ଲୋକଙ୍କ ପ୍ରିୟ ହୋଇଥିବାରୁ ଏମାନେ ରାଜନୀତି ରେ ପଦାର୍ପଣ କରିବାର ସମ୍ଭାବନା ରହିଛି l
6- ବୃଷରାଶି :- ଏହି ରାଶିର ବ୍ୟକ୍ତି ମାନେ ମାତା ଲକ୍ଷ୍ମୀ ଙ୍କର ଦୟାରୁ ଏମାନେ ନିଜର ସଫଳତା ହାସଲ କରିବେ l ଯଦି ସେ ପାଠ ପଢ଼ୁଥାନ୍ତି ତେବେ ସେ ଉଚ୍ଚ ସଫଳତା ପାଇବେ l
7- ମୀନରାଶି:- ଏମାନେ ଯଦି ଚାକିରୀ ଖୋଜୁ ଥିଲେ ତାହାଲେ ଏମାନେ ଅତି ଶୀଘ୍ର ଗୋଟିଏ ଭଲ ଚାକିରୀ ପାଇବେ l ଯଦି ଚାକିରୀ କରୁଥାନ୍ତି ତାହାଲେ ଆପଣଙ୍କ ଚାକିରୀରେ ପଦରେ ଉନ୍ନତି ହେବ l ଯଦି ବେପାର କରୁଥାନ୍ତି ତାହାଲେ ଆପଣଙ୍କ ବେପାରରେ ଭଲ ଉନ୍ନତି ହେବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।