ଦେଖନ୍ତୁ ଭିଡିଓ ! Live କରି ନିଜେ କହିଲେ ସବୁଦିନ ପାଇଁ କାହିଁକି ଓଡ଼ିଶା ଛାଡିଲେ ରାଣୀ ପଣ୍ଡା ଏହା ପଛରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ….

ଆଜିକାଲି ଦୁନିଆରେ ସବୁ ମଣିଷ ନିଜର ସୁବିଧା ସୁଯୋଗ ଚାହିଁଥାନ୍ତି। ଯେକୌଣସି କାମ କଲେ ସେ ନିଜର ସ୍ୱାର୍ଥ କଥା ଭାବିଥାନ୍ତି। ଏହି ବର୍ଷ ୨୦୨୦ ରେ ସାରା ବିଶ୍ଵବାସୀଙ୍କ ପାଇଁ ଖରାପର ସମୟ। କରୋନା ମହାମାରିରୁ କବଳରୁ କେହି ବି ବଂଚିନାହାନ୍ତି। ଆଉ ସମସ୍ତଙ୍କ ଆର୍ଥିକ ପରିସ୍ଥିତି ବହୁତ ସଂକଟରେ ଥିଲା। ଏହି ସମୟରେ ସାରା ବିଶ୍ୱରେ ଲାକଡାଉନ ପଡିଥିଲା ଯାହାଦ୍ୱାରା ପ୍ରଭାବ ସମସ୍ତେଙ୍କୁ ଉପରେ ପଡିଥିଲା। ଏହି ପରିସ୍ଥିତିରେ କିଛି ଲୋକ ଭଗବାନ ହୋଇକି ଗରିବ ଆଉ ଦିନ ମଜୁରିଆଙ୍କ ପାଖରେ ଛିଡା ହୋଇଥିଲେ।

ଆଉ ସମସ୍ତଙ୍କ ଦୁଃଖ ବି ବୁଝିଥିଲେ। ସେହିପରି ଆମ ଓଡିଶାରେ ବି କିଛି ଲୋକଥିଲେ ଯେ ସମସ୍ତଙ୍କୁ ସହାୟତାର ହାତ ବଢ଼େଇଥିଲେ। ସେଥିମଧ୍ୟରୁ ରାନୀ ପଣ୍ଡା ଜଣେ ଥିଲେ । ସେ ଏକାଧାରରେ ଜଣେ ଅଭିନେତା ଆଉ ସମାଜସେବୀ ମଧ୍ୟ।

ସେ ତାଙ୍କର ପ୍ରତିଭା ଟେଲିଭିଜନ ପରଦାରେ ଦେଖେଇ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ଏପଟେ ସେ ମଧ୍ୟ ଜଣେ ସମାଜସେବୀ। ଲାକଡାଉନ ସମୟରେ ଖାଇବା ପିଇବା ପାଉନଥିବା ଲୋକଙ୍କ ପାଖରେ ପହଞ୍ଚିଥିଲେ ଜଣେ ସମାଜସେବୀ ଭାବରେ। ଆଉ ତାଙ୍କର ଅନେକ ଯାତ୍ରା ଏବଂ ଫିଲ୍ମ କରିକି ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କର ଏବେ ବହୁତ ଫ୍ୟାନସ ଫ୍ରେଣ୍ଡ ଅଛନ୍ତି ଏବଂ ଏହିମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ଏହିପରି ମାନବିକତା ଏବଂ ପ୍ରତିଭା ସବୁ ଦେଖିକି।

ଆଉ ସମସ୍ତଙ୍କ ଜୀବନରେ ଦୁଃଖ ଆଉ ସୁଖ ରହିଛି। ସେହିପରି ରାନୀ ପଣ୍ଡାଙ୍କ ଜୀବନରେ ଆସିଅଛି, ସେଥିପାଇଁ ତାଙ୍କ ଜୀବନରେ ନୂତନ ମୋଡ ଆଣିଛନ୍ତି। ଯାହା ଜାଣିଲାପରେ ଆପଣମାନେ ଆଚଙ୍କିତ ହୋଇଯିବେ। ଆସନ୍ତୁ ସମ୍ପୂର୍ଣ ଖବର ଜାଣିବା।

ରାନୀ ପଣ୍ଡା ଯେ କି ସମସ୍ତଙ୍କ ପ୍ରିୟ। ତାଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ବିବାଦୀୟ ରାନୀ ପଣ୍ଡା ଆଉ ଓଡ଼ିଶାରେ ରହିବାକୁ ଚାହୁଁନାହାନ୍ତି ଯାହା ଖବର ଶୁଣ ଯାଉଛି। ଆଉ ସେ ଓଡିଶା ଫେରିବେ କି ନାହି ତାହା ମଧ୍ୟ ଜଣାନାହିଁ। ଆଉ କଣ ପାଇଁ ଓଡିଶା ଛାଡ଼ୁଛନ୍ତି ତାହା ନେଇ ସମସ୍ତଙ୍କ ମୁହଁରେ ପ୍ରଶ୍ନ ସୃଷ୍ଟି କରିଛି। ବିବାଦୀୟ ରାନୀ ପଣ୍ଡା ଓଡିଶା ଛାଡିବା ପୂର୍ବରୁ ସେ ମଧ୍ୟ ତାଙ୍କ ଫ୍ୟାନସ ମାନଙ୍କୁ ଅଫିସିଆଲ ଫେସବୁକରେ ସୂଚନା ଦେଇଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହଉଛି।

ଆଉ ମଧ୍ୟ କହିଛନ୍ତି ଯେ ” ସେ କେବେ ଆଉ ଓଡିଶା ଫେରିବେନି”।ଆଉ କିଛି ସୂଚନା ମିଳିଛି ସେ ନିଜର ଅଫିସିଆଲ ଫେସବୁକରେ ପୋଷ୍ଟରେ ଲେଖିଛନ୍ତି ” ବାଏ ବାଏ ଓଡିଶା, କେବେ ବି ତତେ ହଇରାଣ କରିବି ନାହିଁ, ଯେଉଁଠି ଥାଅ ଯେମିତି ଥାଅ ଭଲରେ ଥାଆ, ଆଉ କେବେ ବି ତୋ ଜୀବନରେ ଆସିବି ନାହିଁ ଆଉ କହିଛନ୍ତି ଦୟାକର ଦର୍ଶକବନ୍ଧୁ ମୋତେ ଆଶୀର୍ବାଦ କରନ୍ତୁ ଆପଣଙ୍କର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ”।

ଆଉ ଗୋଟିଏ ପୋଷ୍ଟରୁ ଜଣାପଡିଛି ଯେ ସେ ବହୁତ ଦୁଃଖରେ ଅଛନ୍ତି, ତାଙ୍କର ଯେମିତି ହୃଦୟ ଭାଙ୍ଗି ଯାଇଛି। ତେବେ ରାନୀ ପଣ୍ଡା ଆଉ ଓଡିଶା ଫେରିବେ କି ନାହିଁ ତାହା ସଠିକ ଭାବରେ ଜଣା ପଡିନି ତଥାପି ପୋଷ୍ଟରୁ ଯାହା ଜଣା ପଡୁଛି ସେ ଆଉ ଓଡିଶା ଆସିବେ ନାହିଁ। ଯଦି ନ ଆସିବେ ଫ୍ୟାନସ ମାନଙ୍କୁ ବହୁତ କଷ୍ଟ ହେବ।

ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।