VIRAL VIDEO – ଓଡିଶାର NO -1 ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) କିପରି ତାଙ୍କ ଶାଶୂଙ୍କର ସେବା କରୁଛନ୍ତି, ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ …

ଓଡ଼ିଶାର ଲୋକପ୍ରିୟ ଗାୟିକା ନମିତା ଅଗ୍ରୱାଲ ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ। ତାଙ୍କ କଣ୍ଠରୁ ଅନେକ ଗୁଡ଼ିଏ ସଙ୍ଗୀତ ତ ଆପଣ ଶୁଣିବାକୁ ପାଇଥିବେ। ତାଙ୍କ ସ୍ଵରରେ ସତେ ଯେମିତି ଏକ ଯାଦୁ ରହିଛି। ଯଦି ସଙ୍ଗୀତ ଶୁଣିବାକୁ ଆପଣ ଭଲ ପାଉଥିବେ ତେବେ ଏହା ଜାଣିଥିବେ ଯେ ଅନେକ ଏମିତି ଓଡ଼ିଆ ସଂଗୀତ ରହିଛି ଯାହାକୁ ଶୁଣିଲେ ମନ ଶାନ୍ତି ହୋଇଯାଏ। ନବେ ଦଶକର ଅନେକ ଏମିତି ସଙ୍ଗୀତ ରହିଛି ଯାହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଅଟେ। ସେହିପରି ସେ ସୁନ୍ଦର୍ ଏବଂ ଭିନ୍ନ ସ୍ୱାଦର ଓଡ଼ିଆ ସଙ୍ଗୀତ ନମିତା ଅଗ୍ରୱାଲ ବହୁତ ଗାଇଛନ୍ତି ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ।

ତେବେ ଆପଣ ମାନଙ୍କର ସମସ୍ତଙ୍କ ପ୍ରିୟ ଗାୟିକା ଓଡ଼ିଶାର ଲୋକପ୍ରିୟ ନମିତା ଅଗ୍ରୱାଲ ବିଭିନ୍ନ ପ୍ରକାରର ଗୀତ ଗାଇ ଏବେ ବହୁତ ଚର୍ଚ୍ଚା ରେ ଅଛନ୍ତି। ଏହାପରେ ତାଙ୍କ ଲୋକପ୍ରିୟତା ଅଧିକ ବଢ଼ି ଯାଇଥିଲା। ତେବେ ତାଙ୍କ କଣ୍ଠରୁ ଅନେକ ଗୀତ ତ ଆପଣ ଶୁଣିଥିବେ। ତାଙ୍କ ସ୍ୱରର ସବୁଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।ତାଙ୍କର ଅନେକ ଗୀତ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ନମିତା ଅଗ୍ରୱାଲ । ଆଉ ଲୋକଙ୍କ ହୃଦୟକୁ ବେଶ୍ ଛୁଇଁଥାଏ ତାଙ୍କ ଗୀତ। ସେ ଭଜନ ଠାରୁ ଆରମ୍ଭ କରି ଫିଲ୍ମ ଗୀତରେ ମଧ୍ୟ ତାଙ୍କର ସୁନ୍ଦର କଣ୍ଠଦାନ କରିଛନ୍ତି।
ତେବେ ଅଭିନେତା ହେଉ ବା ଅଭିନେତ୍ରୀ ବା ସିଙ୍ଗର ମାନଙ୍କ ଜୀବନରେ ଯାହା ବି କିଛି ଘଟିଥାଏ ତାହା ସେମାନେ ତାଙ୍କ ୟୁଟ୍ୟବ ଚ୍ୟାନେଲ, ଫେସବୁକ, ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରିଥାନ୍ତି। ଆଉ ୟୁଜର୍ସ ମାନେ ମଧ୍ୟ ସେମାନଙ୍କ ପୋଷ୍ଟ କୁ ଦେଖି ବହୁତ ଖୁସି ହୋଇଥାନ୍ତି। ତେବେ ସେଲିବ୍ରେଟି ମାନେ ତାଙ୍କ ଜୀବନର କାର୍ଯ୍ୟକଳାପ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ଆଉ ବେଳେବେଳେ ଲାଇଭ୍ ଆସି ସେମାନେ ଦର୍ଶକଙ୍କ ସହ ସମୟ ବିତେଇଥାନ୍ତି।

ଆଉ ବର୍ତ୍ତମାନ ସୁପରଷ୍ଟାର ସିଙ୍ଗର ନମିତା ଅଗ୍ରୱାଲ ତାଙ୍କ ଶାଶୁ ଙ୍କ ସହିତ ବିତାଇଥିବା କିଛି ମୁହୂର୍ତ୍ତ କୁ ଭିଡିଓ ମାଧ୍ଯମରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ତେବେ ଭିଡିଓ ରେ ଦେଖାଯାଇଛି କି ନମିତା ଅଗ୍ରୱାଲ ଙ୍କ ଶାଶୁ ଙ୍କ ବୟସ ପଖାପାଖି ୯୦ ବର୍ଷ ହେଇଯିବ। ତାଙ୍କର ବୟସ ଅନୁସାରେ ଦେହ ଅସୁସ୍ଥ ରହୁଥିବାରୁ ତାଙ୍କ ଶାଶୁ ବର୍ତ୍ତମାନ ଶଯ୍ୟାଶାୟୀ। ତେବେ ନମିତା ଅଗ୍ରୱାଲ ତାଙ୍କ ଶାଶୁ ପାଖକୁ ଆସି ବସି ତାଙ୍କ ସହିତ କିଛି ସମୟ ବିତାଇଥିଲେ। ଆଉ ସେହି ସମୟରେ ନମିତା ଅଗ୍ରୱାଲ ଙ୍କୁ ତାଙ୍କ ଶାଶୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦିଥିଲେ। ଯାହାକୁ ସିଏ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।