ଦେଖନ୍ତୁ ଭିଡ଼ିଓ ! ଦିନ ଦ୍ୱିପହରରେ ଏହି ଭଳି ଚୋରର କାରନାମା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ
ଏବେକା ସମୟରେ ଜଣେ ସାଧାରଣ ଲୋକ କୌଣସି ନିଛାଟିଆ ସ୍ଥାନକୁ ଯିବା ମୂର୍ଖାମୀ ହେବ । କାରଣ ଚୋର ଡକାୟତ ଙ୍କ ସଂଖ୍ୟା ବର୍ତ୍ତମାନ ବଢ଼ିବାରେ ଲାଗିଛି । ଦିନ ଦ୍ୱିପ୍ରହରରେ ମଧ୍ୟ ଲୋକେ ଚୋରୀ କରୁଛନ୍ତି । ଆଜିକା ସମୟରେ ପୁଣି ଲୋକଙ୍କୁ ଭରସା କରିବା ବୋକାମୀ ହେବ ।
ତେବେ ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ଏପରି ସିସିଟିଭି ରେ ରେକର୍ଡ଼ ହୋଇଥିବା ଭିଡ଼ିଓ ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ କିପରି ଲୋକେ ସ୍ମାର୍ଟ ଉପାୟରେ ଚୋରୀ କରୁଛନ୍ତି । ତେଣୁ ସେହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।
୧ . ପ୍ରଥମ ସିସିଟିଭି ଭିଡ଼ିଓ ଅନୁଯାୟୀ ମହିଳା ମାନଙ୍କର ଏକ ଗ୍ୟାଙ୍ଗ ଏହି ଚୋରୀ କାମ କରିଛନ୍ତି । ତେବେ ସେମା
ନେ ଖୁବ ଚାଲାକି ର ସହିତ କୌଣସି ଦୋକାନ ଆଗରେ ବସି ଯାଆନ୍ତି ଏବଂ ସମୟ ପାଇଲେ ସମସ୍ତେ ଚଦର ଆଢୁଆଳରେ ଏମିତି କିଛି କାମ କରନ୍ତି ଯାହାକି କେହି ବିଶ୍ୱାସ କରି ପାରିବେ ନାହିଁ ।
ପ୍ରଥମେ କିଛି ମହିଳା ଦୋକାନ ର ସଟର ଖୋଲିବାକୁ ଚେଷ୍ଟା କରନ୍ତି ଏବଂ ସଫଳ ମଧ୍ୟ ହୁଅନ୍ତି । ପରେ ଜଣେ ମହିଳା ଭିତରକୁ ଯିବା ମାତ୍ରେ ସମସ୍ତେ ପୂର୍ବ ଭଳି ଦୋକନ ସାମ୍ନାରେ ବସି ଯାଆନ୍ତି ।
୨ . ଦ୍ୱିତୀୟରେ ଦିଲ୍ଲୀରେ ଅଧିକ ଜନଗହଳି ସ୍ଥାନରେ ଅଧିକ ଚୋରି ହୋଇଥାଏ । ସେଠାରେ ଲୋକଙ୍କ ଆଖି ଆଗରେ ଚୋରି ହୋଇଥାଏ ମାତ୍ର କେହିବି ଏହାକୁ ଦେଖନ୍ତି ନାହିଁ କିମ୍ବା ପୋଲିସ କୁ ଜଣାଇବାକୁ ପ୍ରଚେଷ୍ଟା ମଧ୍ୟ କରନ୍ତି ନାହିଁ । ତେବେ ଏକ କ୍ୟାମେରା ରେ ରେକର୍ଡ଼ ହୋଇଥିଲା ଯେ ଜଣେ ଯୁବକ ଚଳନ୍ତା ଗାଡ଼ି ରେ ଯାଉଥିବା ଲୋକଙ୍କ ବ୍ୟାଗରୁ ମଧ୍ୟ ଚୋରୀ କରୁଛନ୍ତି । ତେଣୁ ଆପଣ ବାଇକ ରେ ଯିବା ସମୟରେ ବ୍ୟାଗ କୁ ସାମ୍ନାରେ ରଖନ୍ତୁ ।
୩ . ଆଉ ଆଉ ସିସିଟିଭି ରେ ରେକର୍ଡ଼ ହୋଇଥିବା ଭିଡ଼ିଓ ଅନୁଯାୟୀ ଦୁଇଜଣ ମହିଳା ଦୁଇ ଛୋଟ ପିଲାଙ୍କ ସହିତ ଦୋକାନ ମଧ୍ୟରେ ପ୍ରବେଶ କରନ୍ତି । ତାପରେ ଜଣେ ମହିଳା ପାଣି ପିଇବା ବାହାନାରେ ଦୋକାନୀ ସାମ୍ନାରେ ଛିଡ଼ା ହୋଇ ଯାଆନ୍ତି ଏବଂ ପରେ ଅନ୍ୟ ଜଣେ ମହିଳା ଦୋକାନୀ ସାମ୍ନାରେ ଛିଡ଼ା ହୋଇ ଯାଆନ୍ତି ।
କିନ୍ତୁ ଯେତେବେଳେ ଦୋକାନୀ ର ସନ୍ଦେହ ହୁଏ ସେ ଉଠି ଦେଖିବାକୁ ଆସିଥାଏ କିନ୍ତୁ ବାସ୍ତବରେ ତାକୁ ଜଣା ନଥାଏ ଯେ ଚୋରୀ କାମ ପ୍ରକୃତରେ ମହିଳା ନୁହଁନ୍ତି ବରଂ ଛୋଟ ପିଲାଟି କରୁଥାଏ ।
୪ . ଚତୁର୍ଥ ରେକର୍ଡ଼ ହୋଇଥିବା ଭିଡ଼ିଓ ଅନୁଯାୟୀ ଜଣେ ଲୋକ ବାଇକରେ ଆସି ଦୋକାନ ସାମ୍ନାରେ ଛିଡ଼ା ହୁଏ । କିନ୍ତୁ ଦୋକାନରେ ଅଧିକ କାମ ନଥିବାରୁ ସେ ଅଳ୍ପ ସମୟ ପାଇଁ ବାଇକ ରେ ଚାବି ଛାଡ଼ି ଚାଲିଯାଏ । କିନ୍ତୁ ବାହାରେ ଥିବା ଲୋକଟି ଏଥିପ୍ରତି ଧ୍ୟାନ ଦେଇଥାଏ ଏବଂ ମଉକା ପାଇ ବାଇକ ନେଇ ସେଠାରୁ ଖସି ଯାଏ । ତେଣୁ ଭୁଲରେ ବି ଏପରି କୌଣସି ସ୍ଥାନରେ ବି ବାଇକ ଛାଡ଼ି ଯିବା ଉଚିତ ନୁହେଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।