ଦେଖନ୍ତୁ ଭିଡ଼ିଓ – Night ସିଫ୍ଟ ସମୟରେ ଲେଡି ଡକ୍ଟର କଲେ ଧମାକାଦାର ଡ୍ୟାନ୍ସ, ଭିଡ଼ିଓ କୁ ସୋସିଆଲ ମିଡିଆରେ 2 Milion ଲୋକ ଦେଖି ସାରିଲେଣି….
ବନ୍ଧୁଗଣ ଆପଣମାନେ ଜାଣି ପାରୁଥିବେ କି ଆଜିର ଇଣ୍ଟରନେଟ୍ ବା ଡିଜିଟାଲ ଯୁଗରେ ଦେଶ ବିଦେଶର ଅନେକ ଖବର ସଂସ୍ପର୍ଶରେ ଅଳ୍ପ ସମୟ ଭିତରେ ଆମେ ଜାଣି ପାରୁଛୁ।ଆଉ ସେହି କାରଣରୁ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଖବର, ଭାଇରାଲ ଭିଡିଓ ଆଦି ଆପଣ ଦେଖୁଥିବେ ଏବଂ ଅନେକ ଘଟଣା ସଂସ୍ପର୍ଶରେ ମଧ୍ୟ ଆସୁଥିବେ। ଆଉ ସେଥି ମଧ୍ୟରୁ କିଛି ଭିଡିଓ ବା ଘଟଣା ଏମିତି ରହିଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ। କାରଣ ତାହା ଟିକେ ଅଜବ ପ୍ରକାରର ହୋଇଥାଏ। ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବା ସହିତ ବହୁତ୍ ଖୁସି ମଧ୍ୟ ହୋଇଥାନ୍ତି। ସେଥିପାଇଁ ଏହା ବହୁତ୍ ମାତ୍ରାରେ ସେୟାର ମଧ୍ୟ ହୋଇଥାଏ।
ସେହିପରି ଆଜି ଆମେ ଏମିତି ଏକ ଅଜବ, ସୁନ୍ଦର୍ ଘଟଣା ବା ଭାଇରାଲ ଖବର ବିଷୟରେ କହିବୁ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ ଦେଖିବା ପାଇଁ ମିଳୁଥିବା ବହୁତ୍ ଘଟଣା ମଧ୍ୟରୁ କିଛି ଏମିତି ଘଟଣା ଅଛି ଯାହାକୁ ଆମେ ବହୁତ ପସନ୍ଦ କରିଥାଉ।ଏହା ହେଉଛି ତାର ଏକ ଉଦାହରଣ।ତେବେ ଆସନ୍ତୁ ଜାଣିବା ସେହିପରି ଏକ ଘଟଣା ସମ୍ପର୍କରେ।ଏହି ଘଟଣାଟି ହେଉଛି ମାଙ୍ଗାଲୋରର।ଏଠାରେ ଦେଖିବାକୁ ମିଳିଛି ଯେ ଜଣେ ଲେଡୀ ଡାକ୍ତର ଯିଏକି ନାଇଟ ସିଫ୍ଟ ସମୟରେ ମଜାଳିଆ ଡ୍ୟାନ୍ସ କରିଛନ୍ତି।ସେ ଏହି ଡାନ୍ସ ରେ ବହୁତ୍ ଖୁସି ଦେଖା ଯାଉଛନ୍ତି।
ଜଷ୍ଟିନ ଟିମବର୍ଲେକର ସେକ୍ସି ବ୍ୟାକ ଗୀତରେ ସୁନ୍ଦର ଭାବରେ ଅତି ମଜାଳିଆ ଢଙ୍ଗରେ ଏଠାରେ ଡାନ୍ସ କରୁଛନ୍ତି ମହିଳା ଡାକ୍ତର ମାନେ।ଏହି ମହିଳା ଡାକ୍ତର ମାନେ ହେଲେ ୬ ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ, ଯେଉଁମାନେ ଏତେ ଖୁସି ହୋଇ ଯାଇଛନ୍ତି ଯେ ନିଜର ଖୁସିକୁ ଡାନ୍ସ ରେ ପ୍ରଦର୍ଶନ କରିଛନ୍ତି।ପରେ ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି।
ଏହି ଭିଡିଓରେ ଏହି ଡାକ୍ତରମାନେ ଏତେ ମଜାଳିଆ ଡ୍ୟାନ୍ସ କରିଛନ୍ତି, ଯାହାକୁ ଦେଖି ଆପଣଙ୍କ ମନବି ଖୁସି ହୋଇଯିବ।ବରିଷ୍ଠ ଚିକିସ୍ଛାକ ଡ଼. ନୀଲାସ୍ମା ସିଂଘଲ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ବୋଲି ଜଣା ପଡ଼ିଛି।ଏହି ଡାକ୍ତର ଜଣଙ୍କ ସମସ୍ତ ଡାକ୍ତର ଙ୍କ ଠାରୁ ସିନିୟର୍ ଅଟନ୍ତି।
ଡାକ୍ତର ନୀଲାସ୍ମା ସିଂଘଲ ଙ୍କ ଏହି ଟିମ ମାତ୍ର ୯ ଦିନରେ ୧୩୦ ଟି ଡେଲିଭରି କରିଛନ୍ତି ଆଉ ଏହାପରେ ସେମାନେ ଏହିଭଳି ଭାବରେ ଖୁସି ମନାଉଛନ୍ତି।ସମସ୍ତଙ୍କୁ ଟ୍ୟାଗ କରି ସିନିଅର ଡାକ୍ତର ସିଂହଲ ଲେଖିଛନ୍ତି ଯେ, ‘ମୋ ଟ୍ୟାଲେଣ୍ଟେଡ ଇଣ୍ଟର୍ନସ’ ଏବଂ ‘ମୋର ପ୍ରିୟ ଜୁନିଅର୍ସ’।ତେବେ ବର୍ତ୍ତମାନ ସୁଦ୍ଧା ଏହି ଭିଡିଓ କୁ ୧ ଲକ୍ଷରୁ ଅଧିକ ଲାଇକ ଆସି ସାରିଥିବା ବେଳେ ୩ ଲକ୍ଷରୁ ଅଧିକ ଥର ଏହାକୁ ଦେଖା ଯାଇଛି।
ଆପଣ ମଧ୍ୟ ଏହାକୁ ଦେଖିଲେ ଡାକ୍ତର ମାନଙ୍କ ଖୁସିକୁ ଅନୁମାନ କରି ପାରିବା ସହ ନିଜେ ମଧ୍ୟ ଖୁସି ହୋଇଯିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।