ଦେଖନ୍ତୁ ଭିଡ଼ିଓ । ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ମହିଳା, ଗୀତ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…..
ଆସନ୍ତୁ ଜାଣିବା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣେ ମହିଳା ଙ୍କ ସଙ୍ଗୀତ ବିଷୟରେ। ଏମିତି ରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ମାନେ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।
ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏବଂ ଆପଣ ମଧ୍ୟ ଏହାକୁ ପ୍ରଶଂସା କରିବାକୁ ବାଧ୍ୟ ହେବେ।
ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆ କୁ ବ୍ୟବହାର କରି ଲୋକେ ସେମାନଙ୍କ କଳା କୁ ପ୍ରଦର୍ଶନ କରି ଅନେକ ସଫଳତା, ପ୍ରସିଦ୍ଧି ଅର୍ଜନ କରୁଛନ୍ତି।ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ।
ଯଦି ଆପଣଙ୍କ ପାଖରେ ପ୍ରତିଭା ରହିଛି ତେବେ ସାରା ଦୁନିଆ ଏହା ଅବଶ୍ୟ ଜାଣି ପାରିବ। ସେହିପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ଓଡ଼ିଶାର ଜଣେ ମହିଳା ଙ୍କ ର ଅଟେ। ଯିଏ ବର୍ତ୍ତମାନ ତାଙ୍କର ଏକ ଝଲକ କୁ ୟୁ ଟ୍ୟୁବ୍ ରେ ଦେଖାଇ ଲୋକପ୍ରିୟତା ହାସଲ କରିବାରେ ଲାଗିଛନ୍ତି।
ସେ ଯେଉଁଭଳି ଭାବରେ ଗୀତ ପରିବେଷଣ କରୁଛନ୍ତି ଯେମିତି ଲାଗୁଛି ସେ ପ୍ରାର୍ଥନାର ବର୍ଣ୍ଣନା କୁ ସେ ଗୀତ ମାଧ୍ୟମରେ ସୁନ୍ଦର୍ ଭାବରେ କରୁଛନ୍ତି। ତେବେ ଏହି ମହିଳା ଙ୍କ ସଙ୍ଗୀତ ୟୁ ଟ୍ୟୁବ୍ ରେ ସତ୍ୟ ଭଞ୍ଜ ଚ୍ୟାନେଲ ରେ ପ୍ରସାରିତ ହେଉଛି ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଏହି ଭିଡିଓ କୁ ଛଡ଼ା ଯାଇଛି।
ତେବେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିଭଳି ଅନର୍ଗଳ ଭାବରେ ଏହି ମହିଳା ଜଣଙ୍କ ଗୀତ ବୋଲୁ ଛନ୍ତି। ଏହାକୁ ଦେଖି ଯିଏ ହେଲେ ବି ଏହା ଭାବିବା ସ୍ୱାଭାବିକ ଯେ ମଣିଷ ଏମିତି ଗୀତ ଆକାରରେ କୌଣସି ଗ୍ରନ୍ଥ, ପ୍ରାର୍ଥନା କୁ ମନେ ରଖିବା ବହୁତ୍ କଷ୍ଟ ସାଧ୍ୟ ଅଟେ। ଯାହା ଏଠାରେ ଏହି ମହିଳା କିନ୍ତୁ ସତ କରି ଦେଖାଇଛନ୍ତି।
ଏଠାରେ ଏହି ମହିଳା ଜଣଙ୍କ ତାଙ୍କର ହୃଦୟର ବେଦନା ଜଣାଇବା ସଦୃଶ ମାଆ ଠାକୁରାଣୀଙ୍କୁ ତାଙ୍କର ଅସୁବିଧା ବିଷୟରେ କହି କ୍ରନ୍ଦନ ସ୍ଵରରେ ମଧ୍ୟ ଏହି ଗୀତକୁ ଗାଉଛନ୍ତି।ତେବେ ଏଥିରେ ତାଙ୍କର ସ୍ୱର, ଭକ୍ତି, ଭାବନା ସମସ୍ତ ଜିନିଷ ଭରି ରହିଛି।ଆଉ ଏହା ଜଣେ ମାଆ ଙ୍କ ଉଦ୍ଦେଶ୍ୟରେ ମହିଳା ଜଣଙ୍କ ଗାଉଛନ୍ତି ବୋଲି ସ୍ପଷ୍ଟ ହୋଇ ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।