ଦେଖନ୍ତୁ Live ଭିଡିଓ ! ଓଡ଼ିଆ ଅଭିନେତ୍ରୀ ଏଲିନା ନିଜେ କହିଲେ ସେ ବିବାହ କରିବାକୁ ଯାଉଛନ୍ତି ଆଉ ତାପରେ ମାତ୍ର କିଛି ମିନିଟ୍ ରେ ଭିଡିଓ ଭାଇରାଲ…
ଆପଣ ମାନେ ଜାଣିଛନ୍ତି ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ଚୁଲବୁଲି ସୁନ୍ଦରୀ ନାୟିକା ଏଲିନା ସାମନ୍ତରାୟ।ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ। ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି। ସମସ୍ତେ ତାଙ୍କ ପାଇଁ ପାଗଳ। ସମସ୍ତଙ୍କ ହୃଦୟରେ ଜଣେ ପ୍ରତିଭାବାନ ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି।
ଆପଣମାନେ ଜାଣିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ତରଙ୍ଗ ଟିଭି ଚ୍ୟାନେଲ ରେ ହେଉଥିବା ରିଏଲିଟି ଶୋ କିଏ ହେବ ମୋ ହିରୋଇନ୍ ଜରିଆରେ ଏଣ୍ଟ୍ରି ମାରିଥିଲେ ଅଭିନୟ ଜଗତକୁ।ଏହାପରେ ସେ ଅଭିନେତ୍ରୀ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ।
ତାଙ୍କର ଅଭିନୟ ଧୀରେ ଧୀରେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ନିଜର ଅପୂର୍ବ ସୁନ୍ଦରତା ସାଙ୍ଗକୁ ହୃଦୟସ୍ପର୍ଶୀ ଅଭିନୟ ସତେ ଯେମିତି ଲୋକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଛାପ ଛାଡ଼ି ଦେଇଥିଲା।ଏହାପରେ ଓଲିଉଡ ରେ ସେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କଲେ ଏବଂ ସମସ୍ତଙ୍କ ପ୍ରଥମ ପସନ୍ଦର ନାୟିକା ମଧ୍ୟ ସାଜିଲେ। ଅନେକ ସଫଳ କଳାକାର ଏବଂ ବିଜ୍ଞ ସିନେମା ଜଗତ ର ପୁରୁଧା ମାନଙ୍କ ସହିତ କାମ କରିବାର ସୁଯୋଗ ମଧ୍ୟ ପାଇଲେ।
ସୁପରଷ୍ଟାର ଅଭିନେତା ମାନଙ୍କ ବିପକ୍ଷରେ ମଧ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ। ନିଜର ଟାଲେନ୍ଟ ଯୋଗୁଁ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ପ୍ରଥମ ଅଭିନୀତ ଫିଲ୍ମ୍ ହେଉଛି ଇସ୍କ୍ ତୁ ହିଁ ତୁ। ଏଥିରେ ସେ ଦମଦାର ଅଭିନୟ ପ୍ରଦର୍ଶନ କରି ଓଲିଉଡ ଜଗତକୁ ଏଣ୍ଟ୍ରି ମାରିଥିଲେ।
ଏହାପରେ ତାଙ୍କର ଲୋକପ୍ରିୟତା ବହୁତ୍ ବଢ଼ି ଯାଇଥିଲା।ଧୀରେ ଧୀରେ ତାଙ୍କ ଅଭିନୟ ର ଯାଦୁରେ ସମସ୍ତେ ହଜିବାକୁ ଲାଗିଲେ।ତେବେ ବହୁତ୍ ଦିନ ପରେ ଏହି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହୋଇଛନ୍ତି।
ସେ ନିକଟରେ ଏକ ଲାଇଭ ଭିଡିଓ କରି ପ୍ରଶଂସକ ଙ୍କ ସହ ତାଙ୍କ ଅନୁଭୂତି ସେୟାର କରିଛନ୍ତି।
ଏହି ଭିଡିଓ ରେ ସେ ତାଙ୍କର ପ୍ରଶଂସକ ମାନଙ୍କୁ ତାଙ୍କର ପ୍ରଥମ ମ୍ୟୁଜିକ ଭିଡିଓ ଶୂର୍ମା ଯାହା ନିକଟରେ ମୁକ୍ତି ଲାଭ କରିବାକୁ ଯାଉଚି ସେ ବିଷୟରେ ସେ ଜଣାଇଛନ୍ତି।ଆଉ ସେ ପାଇଁଁ ସେ ବହୁତ୍ ଖୁସି ଥିବା କଥା କହିଛନ୍ତି। ଏହାର ପ୍ରତିଟି ଝଲକ ଆପଣଙ୍କୁ ସମସ୍ତଙ୍କୁ ବହୁତ୍ ଭଲ ଲାଗିବ ବୋଲି ସେ କହିଛନ୍ତି।ଏହି ଭିଡିଓ ର ପ୍ରଥମ କୁକ୍ ଏବଂ ପ୍ରିମୋ କୁ ଆପଣ ମାନେ ବହୁତ୍ ଭଲ ପାଇବା ଦେଇଥିବାରୁ ସେଥିପାଇଁ ଆପଣଙ୍କୁ ବହୁତ୍ ଧନ୍ୟବାଦ୍ ବୋଲି କହିଛନ୍ତି ଏଲିନା।ଏହି ଭିଡିଓ କୁ ଦେଖନ୍ତୁ ଏବଂ ଆପଣଙ୍କ ମତାମତ ଜଣାନ୍ତୁ ବୋଲି ସେ ଲାଇଭ ରେ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।