ଦେଖନ୍ତୁ Live ଭିଡିଓ – ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲାରେ ମହାଖୁଲାସା ଆଦିତ୍ୟଙ୍କ ପତ୍ନୀ ଶେଷରେ କହୁକହୁ କହିଲେ ଲୁଚି ରହିଥିବା ରହସ୍ୟମୟ କଥା, ଆଦିତ୍ୟ ଙ୍କୁ ନ୍ୟାୟ ପାଇଁ ଏହି ଭିଡିଓ କୁ ଅଧିକରୁ ଅଧିକ ସେୟାର କରନ୍ତୁ

ତେବେ ଫେବୃଆରୀ ୧୪ ତାରିଖ କୁ ପ୍ରେମୀ ଯୁଗଳ ମାନେ ପ୍ରେମ ଦିବସ ବା ଭ୍ୟାଲେଣ୍ଟେନ ଡେ ରୂପେ ପାଳନ କରନ୍ତି । ଏହା ସହିତ ଏହି ଦିନ ଟିକୁ ବ୍ଲାକ ଡେ ଓ ପିତୃ ମାତୃ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ତେବେ ଏହି ଦିନ ବହୁ ଚର୍ଚ୍ଚିତ ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଏହି ଦିନ ନିଜ ସୋସିଆଲ ମିଡ଼ିଆ ରେ ଲାଇଭ ଆସି ଥିଲେ । ତେବେ ସେ ଏହି ଲାଇଭ ଭିଡିଓ ରେ କଣ କହିଛନ୍ତି ଆସନ୍ତୁ ଜାଣିବା ;

ତେବେ ଏହି ଫେବୃଆରୀ ୧୪ ତାରିଖ ଦିନ ପୁଲୁୱାମ୍ ଆଟକ ରେ ଆମ ଦେଶ ନିଜର ବିର ପୁତ୍ର ମାନଙ୍କୁ ହରାଇ ଥିଲା। ତେବେ ବିଦ୍ୟାଶ୍ରୀ କହିଛନ୍ତି ଯେ ସେମିତି ଏକ ବିର ଯବାନ ଥିଲେ ଆଦିତ୍ୟ ଦାସ । ଯିଏକି ପଥର ଦେବତା ଉପରେ ବିଶ୍ୱାସ ନକରି ଚଳନ୍ତା ଦେବତା ବାପା ମା ଙ୍କୁ ପୂଜା କରନ୍ତି ଓ ବିଶ୍ୱାସ କରନ୍ତି । ଏହା ସହିତ ସେ କୁହନ୍ତି ଯେ ଯେଉଁ ପିଲା ମାନେ ନିଜ ବାପା ମା ଙ୍କୁ ପୂଜା କରନ୍ତି ଓ ସମ୍ମାନ କରନ୍ତି ସେମାନେ ଉତ୍ତମ ଚରିତ୍ର ର ହୋଇ ଥାଆନ୍ତି ।

ତେବେ ଆଦିତ୍ୟ ଦାସ ଜଣେ ବହୁତ୍ ଭଲ ମଣିଷ ହେବା ସହିତ ଜଣେ ଭଲ ସମାଜ ସେବୀ ମଧ୍ୟ ଥିଲେ। ବୌଦ୍ଧ ଜିଲ୍ଲା ର ଏକ ଛୋଟ ଗ୍ରାମ ରୁ ଆସି ସେ ବହୁତ୍ କିଛି ବଡ଼ କାମ କରିଛନ୍ତି । ଯାହା ନେତା ରାଜନେତା ମଧ୍ୟ କରି ପାରି ନାହାଁନ୍ତି । ସେ ଏତେ ଛୋଟ ଗ୍ରାମ ରୁ ଆସି ଏକ ବୃଦ୍ଧଶ୍ରମ ମଧ୍ୟ ଭୁବନେଶ୍ୱର ରେ କରିଥିଲେ ।

ଘରେ ଘରେ କଳି ର କାରଣ , ସମାଜ ରେ ଭ୍ରଷ୍ଟାଚାର ର କାରଣ , ଦୁଷ୍କର୍ମ ର କାରଣ ଓ ମୂଳ ମଞ୍ଜି ମଦ କୁ ବିରୋଧ କରୁଥିଲେ । ମଦ ବିରୋଧ ରେ ଆନ୍ଦୋଳନ କରୁଥିଲେ ଯାହା ରାଜନୀତି ମାନଙ୍କ ମୁହଁ ରେ ଏକ ଚାପୁଡ଼ା ସଦୃଶ୍ୟ ଥିଲା କାରଣ ସେ ମଦ ଦ୍ଵାରା ସବୁକିଛି କରନ୍ତି ରାଜନୀତି ମଧ୍ୟ ।

ତେଣୁ ସେ ଯାହା ଏତେ ଦିନ ରୁ କରି ପାରି ନଥିଲେ ତାହାକୁ ସେ ଏକା କରି ଦେଖାଇ ଅଛନ୍ତି। ନିଜ ବାପା ମା ଙ୍କୁ ସେ ଭଗବାନ ଭାବେ ପୂଜା କରୁଥିଲେ । ଆଦିତ୍ୟ ଦାସ କେବେ କାହାରି ଦୁଃଖ ସହି ପାରନ୍ତି ନାହିଁ ଅଭାବ ଲୋକ ମାନଙ୍କୁ ଦେଖି ସେ କାନ୍ଦି ପକାନ୍ତି। ତେବେ ଫନି ସମୟ ରେ ମଧ୍ୟ ସେ ଅନେକ ଲୋକ ମାନଙ୍କୁ ସାହାର୍ଯ୍ୟ କରିଥିଲେ।

ଅନେକ ଗରିବ ଲୋକ ମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦେଇଥିଲେ। ତେବେ ବିଦ୍ୟାଶ୍ରୀ ପ୍ରେମ ଦିବସ ଦିନ ଲାଇଭ ଆସି ନିଜ ସ୍ବାମୀ ଙ୍କୁ ମନେ ପକାଇ ଅଛନ୍ତି ଓ ଆଦିତ୍ୟ ଦାସ ଙ୍କ ବିଷୟ ରେ ଏହି ସବୁ କଥା କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।