ଶୁଣନ୍ତୁ ଭାଇରାଲ ଅଡିଓ Recording ! ଦେଖନ୍ତୁ ହାରିଯିବା ପରେ ବେଣୁ ମଉସା ଙ୍କ ଏହି ଅଡିଓ Recording ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…..

ବନ୍ଧୁ ଗଣ ଜାଣିଥିବେ ଯେ ବେଣୁଧର ମଉସା ସ୍ୱାଧୀନରେ ବାଲେଶ୍ୱର ରେ ଲଢ଼ିଥିଲେ l ଆଉ ସେ ହରି ଯାଇଛନ୍ତି l ସେ ହାରିଛନ୍ତି କିନ୍ତୁ ତାଙ୍କର ପ୍ରଶାସକ ମାନେ କହିଛନ୍ତି ଯେ ସେ ହରି ନାହାନ୍ତି l ଏହା ସହିତ ସେ 1245 ଗୋଟି ଭୋଟ ପାଇଛନ୍ତି l ବେଣୁ ମଉସା ହେଉଛନ୍ତି ଜଣେ ବୃଦ୍ଧ ମଣିଷ l କିନ୍ତୁ ସେ ତାଙ୍କର ରାଲେ ପ୍ରଚାର ଦ୍ୱାରl ଲୋକଙ୍କ ମନ କିଣି ପାରିଥିଲେ l

ଆଉ ସେ ଜିତିବେ ବୋଲି କହିଥିଲେ l କୁହା ଯାଇଛି ଯେ ସେ ଜଣେ ଉତ୍ତମ ଶାସକ ହେବେ ବୋଲି ସେ କହିଥିଲେ l

ବେଣୁ ମଉସା ଙ୍କର ପ୍ରଚାର ପାଇଁ ଓଡ଼ିଶାର ଯାତ୍ରା କଳାକାର ରାଣୀ ପଣ୍ଡା ସାହାଯ୍ୟ କରିଥିଲେ ପ୍ରଚାର ପାଇଁ l ଏହl ସହିତ ରାନୀ ପଣ୍ଡା ମଧ୍ୟ ବେଣୁ ମଉସା ଭୋଟ ପାଇଁ ଲଢ଼ିବା ତନ ମନ ଧନ ଦେଇ ସେ ବେଣୁ ମଉସାଙ୍କୁ ସାହାଯ୍ୟ କରିଥିଲେ l ବେଣୁ ମାଉସl କହିଛନ୍ତି ହାରିଯିବା ଯୋଗୁଁ ତାଙ୍କର କୌଣସି ଦୁଃଖ ନାହିଁ l ସେ କହିଛନ୍ତି ଜିତିବା ମୋର ଥିଲା l କିନ୍ତୁ କିଛି କାରଣ ଯୋଗୁଁ ସେ ହlରି ଯାଇଛନ୍ତି l ତେବେ ଚାଲନ୍ତୁ ଜାଣିବା ହରିଆଗଲା ପରେ ବେଣୁ ମାଉସl କଣ କହିଛନ୍ତି l

ବେଣୁ ମଉସା କହିଛନ୍ତି ଯେ ସେ ହାରିଛନ୍ତି କେତେ ଗୁଡିଏ ରାଜନୀତି ଦଳର ଶୋଷଣ ଯୋଗୁଁ l ସେ କହିଛନ୍ତି ଯେ ରାତା ରାତି ରାଜନୀତିକ ନେତା ମାନେ କଲେ ବେଣୁ ମଉସା ଠାରୁ ହାରିଯିବେ ସେଥିପାଇଁ ଲୋକଙ୍କୁ ଟଙ୍କା ଢlଳି ଦେଲେ ଲୋକଙ୍କୁ l ଏହା ସହିତ ରାତାରାତି ଲୋକଙ୍କୁ ମଦ, ମାଂସ ଦେଇ ଲୋକଙ୍କର ମୁହଁ କୁ ବନ୍ଧ କରିଦେଲେ l ଆଉ ଆମର କିଛି ନଜାଣିଥିବା ଲୋକ ଏହାକୁ ପାଇଁ ଭୋଟ ଦେବା ପାଈଁ ରାଜି ହୋଇ ଗଲେ l

ରାତିରେ ଲୋକଙ୍କୁ ମଧ୍ୟ ହାଣ୍ଡିଆ ପିଇବାକୁ ଦେଇ ଥିଲେ l ଏହା ସହିତ ବାଲେଶ୍ୱର ରେ ଥିବା ଚାନ୍ଦିପୁର ଠାରେ ଥିବା ସମସ୍ତ 5ଷ୍ଟାର ହୋଟେଲ କୁ ଭଡାରେ ନେଇ ସେଠାରେ ଲୋକଙ୍କୁ ରଖି ଟଙ୍କା ଦେଇ ଭୋଟ କୁ କିଣି ନେଲେ l କିନ୍ତୁ ସାଧାରଣ ଲୋକ ଏହାକୁ ବୁଝି ପାରୁ ନାହାନ୍ତି ସେ କହିଛନ୍ତି ଯେ ଲୋକେ ଭାବୁଛନ୍ତି ଯେ ସେ ମାନଙ୍କୁ ସରକାର ଦେଇଛନ୍ତି l ସେ ଭାବୁ ନାହାନ୍ତି ଯେ ସେହି ମାନଙ୍କ ସମ୍ପତି କୁ ସେଇ ମାନଙ୍କୁ ଦିୟା ଯାଉଛି ଆଉ ଦେଶର ଧନର ଲୋଟ ହେଉଛି l

ଲୋକ ଜାଣନ୍ତି ନାହିଁ ଯେ ସରକାର କିଏ, ସରକାର ହେଉଛନ୍ତି ସେ ମାନେ ନିଜେ ଆଉ ନିଜ ଦ୍ୱାରା ବାଛି ଥିବା ବ୍ୟକ୍ତି ସେମାନଙ୍କ ପ୍ରତି ନିଧିତ୍ୱ କରନ୍ତି l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।