ଦେଖନ୍ତୁ ଗୋଟିଏ 17 ବର୍ଷ ର ଝିଅ ସହିତ ସାପ ଟି 34 ଥର କଲା ଏମିତି କାମ…ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

ବର୍ତମାନ ସମୟରେ ଲୋକ ମାନେ ହିଂସ୍ର ପଶୁ ମାନଙ୍କ ସହିତ ସେଲ୍ଫି ନେବାକୁ ପସନ୍ଦ କରୁଛନ୍ତି l ଲୋକେ ଅନେକ ପଶୁ ସହିତ ଭିଡିଓ କରି ସୋସିଆଲ ମିଡ଼ିଆରେ ଶେୟାର କରିଥାନ୍ତି l ଯାହା ସୋସିଆଲ ମିଡିଆରେ ଅନେକ ଲୋକ ପସନ୍ଦ କରିଥାନ୍ତି l କେତେକ ଲୋକ ଅଛନ୍ତି ଯେଉଁ ମାନେ ପ୍ରକୃତି ପ୍ରେମୀ ଅଟନ୍ତି l

ପ୍ରକୃତି ର ସବୁ ଉପାଦାନ କୁ ସାଇତି ରଖନ୍ତି l ନିଜର ଘରେ ମଧ୍ୟ ପ୍ରକୃତିର ସମସ୍ତ ଜିନିଷ କୁ ନିଜର ଘରେ ସଜେଇ ରଖନ୍ତି l

ପ୍ରକୃତି ର ସମସ୍ତ ଜୀବ ଙ୍କୁ ଏମାନେ ପୋଷା ମନେଇ ଥାନ୍ତି lକିନ୍ତୁ ଏବେ ଏହି ଘଟଣା ଆଶ୍ଚର୍ଯ୍ୟ ଜନକ ଅଟେ l ଦେଖିଥିବେ ଯେ ସୋସିଆଲ ମିଡିଆରେ ଅନେକ ଲୋକ ବାଘ ପରି ହିଂସ୍ର ଜୀବକୁ ମଧ୍ୟ ପୋଷl ମନେଇ ସେମାନଙ୍କ ସହିତ ଫୋଟୋ ଶେୟାର କରିଥାନ୍ତି l ଅନେକ ସମୟରେ ପଶୁ ମାନଙ୍କ ସହିତ ମଧ୍ୟ ବସ ବାସ ମଧ୍ୟ୍ୟ କରିଥାନ୍ତି l

ଏମିତି କି ଅନେକ ଲୋକ ଅଛନ୍ତି ଯେଉଁ ମାନେ କିଛି ହିଂସ୍ର ପଶୁଙ୍କ ସହିତ ଜଙ୍ଗଲରେ ବୁଲୁ ଥିବାର ଦେଖାଯାଇଛି l ସେହି ପରିବାର ବିଷାକ୍ତ ସାପ ସହିତ ଖେଳୁ ଛନ୍ତି l ମଣିଷ ମାନେ ଏବେ ଅଧିକ ହିଂସ୍ର ପଶୁକୁ ପୋଷା ମନେଇବାକୁ ପସନ୍ଦ କରୁଛନ୍ତି l

ଅନେକ ସମୟରେ ଲୋକେ ହିଂସ୍ର ପଶୁଙ୍କ ସହିତ ସେଲ୍ଫି ତଥା ଫୋଟୋ ଉଠାଇବାରେ ଅତେ ବ୍ୟସ୍ତ ରହୁଛନ୍ତି ଯେ ସାବଧାନତା ରକ୍ଷା କରୁ ନାହାନ୍ତି l ଏହି ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି l ଆଜି ଆମେ ଏହି ଭଳି ଏକ ଘଟଣା କହିବୁ ଯାହାକି ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରଲ ହୋଇଛି l ତେବେ ଚାଲନ୍ତୁ ଜାଣିବା କଣ ସେହି ଘଟଣା l

ଏହି ଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଟି ଗୋଟିଏ 17 ବର୍ଷ ର ଝିଅ ସହିତ ହୋଇଛି l ଗୋଟିଏ ବିଷ ଧର ସାପ ସେହି ଝିଅ କୁ 34 ଥର ଦଂଶନ କରି ସାରିଛି l ଯେତେବେଳେ ପ୍ରଥମେ କାମୁଡି ଥିଲା ସେତେବେଳେ ଝିଅ ବେହୋସ ହୋଇ ଗଲା l ଓ କିଛି ସମୟ ପରେ ଆପେ ଉଠିଲା ଓ ତାର କିଛି ହେଲା ନାହିଁ l

ଏମିତି ବହୁତ ଥର ହେବ ରୁ ଝିଅ ର ଗ୍ରାମ ର ଲୋକ ମାନେ ଏକ ଗୁଣିଆ ପାଖ କୁ ଗଲେ l ସେମାନେ ସବୁ ଘଟଣା ଗୁଣିଆ କୁ କହିଲେ ପରେ ସେହି ଗୁଣିଆ ଘରକୁ ଆସି ଝିଅ କୁ ଦେଖିଲା l ଗୁଣିଆ ଝିଅ କୁ ଦେଖି କହିଲା ଯେ ଏହି ଝିଅ ର ଆଗ ଜନ୍ମ ରେ ତାର ସାପ ସହିତ କିଛି ସମ୍ପର୍କ ଥିଲା l ଏହି କଥା ସେ କହିବାରୁ ଏହି ଘଟଣା ଟି ଏବେ ସବୁଆଡେ ଭାଇରଲ ହୋଇଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।