ଦେଖନ୍ତୁ ଭିଡ଼ିଓ । ଓଡ଼ିଆ ଅଭିନେତ୍ରୀ ଦୀପ୍ତିରେଖା ଙ୍କର ରିସେପ୍ସନ ଭିଡ଼ିଓ ଦେଖନ୍ତୁ….କେଉଁ କେଉଁ ଅଭିନେତ୍ରୀ ଆସିଥିଲେ ଦେଖନ୍ତୁ…..
ଗତ କିଛି ଦିନ ପୂର୍ବରୁ ଓଡ଼ିଶା ର ପ୍ରସିଧ ଗାୟିକା ଦିପ୍ତିରେଖା ପାଢ଼ୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।ତେବେ ଦିପ୍ତିରେଖା ପାଢ଼ୀ ଗତ ଦୁଇ ଦିନ ତଳେ ଶିଳ୍ପପତି ସୌମ୍ୟ ଙ୍କୁ ବିବାହ କରିଛନ୍ତି ।ତେବେ ସେ ବିବାହ ପରେ ତାଙ୍କ ଶାଶୁ ଘରେ ଅଛନ୍ତି । ତେବେ ଆସନ୍ତୁ ଦେଖିବା ଦିପ୍ତିରେଖା ପାଢ଼ୀ ଙ୍କ ରିସେପ୍ସନ ର କିଛି ଫଟୋ ଆସନ୍ତୁ ଦେଖିବା
ତେବେ ଦିପ୍ତିରେଖା ପାଢ଼ୀ ଗତ ଦୁଇ ଦିନ ତଳେ ଶିଳ୍ପପତି ସୌମ୍ୟ ଙ୍କୁ ବିବାହ କରିଛନ୍ତି । ତେବେ ସେ ବିବାହ ପରେ ଭୁବନେଶ୍ୱର ରେ ତାଙ୍କ ଶାଶୁ ଘରେ ରହୁଛନ୍ତି । ବିବାହ ପରେ ସେ ଖୁବ୍ ଖୁସି ଥିବାର ଜଣା ପଡ଼ୁଛନ୍ତି । ତେବେ ସେ ନିଜର ରିସେପ୍ସନ ର କିଛି ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ଫେସବୁକ୍ ରେ ପୋଷ୍ଟ କରିଛନ୍ତି । ତେବେ ଦିପ୍ତିରେଖା ପାଢ଼ୀ ଙ୍କ ଗୀତ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଓ ତାଙ୍କର ପ୍ରାୟ ସବୁ ଗୀତ ସୁପର୍ ହିଟ୍ ହୋଇ ପାରିଛି । ତାଙ୍କର ଗୀତ ଯୋଗୁଁ ସେ ଆଜି ଓଡିଶା ର ଘରେ ଘରେ ପରିଚିତ ଅଟନ୍ତି ।
ତେବେ ଦିପ୍ତିରେଖା ପାଢ଼ୀ ଯିଏ ସବୁ ଓଡ଼ିଆ ମାନଙ୍କ ର ପ୍ରିୟ ଗାୟିକା ଅଟନ୍ତି ସେ ୨୦୦ ରୁ ଅଧିକ ଓଡ଼ିଆ ଫିଲ୍ମ୍ ଗୀତ , ଭଜନ ଆଦି ଗାଇ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ଓ ତାଙ୍କ ଗୀତ ଯାଦୁ ରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି। ଆଲିଉଡ ରେ ବହୁତ୍ ଗୀତ ଗାଇ ସେ ପ୍ରସିଦ୍ଧ ହୋଇ ପାରିଛନ୍ତି ।ତେବେ ତାଙ୍କ ସିନେ ଆର୍ଟିଷ୍ଟ ମାନେ ତାଙ୍କ ମ୍ୟାରେଜ୍ ଆଟେନ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ତେବେ ତାଙ୍କର ବିବାହ ଫଟୋ ସୋସିଆଲ ମିଡ଼ିଆ ରେ ଏବେ ପ୍ରବଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।
ଦିପ୍ତିରେଖା କେବଳ ନିଜ ଗୀତ ମାଧ୍ୟମ ରେ ନୁହଁ ନିଜ ସୁନ୍ଦରତା ପାଇଁ ମଧ୍ୟ ଲୋକ ମାନଙ୍କ ମନକୁ ବେଶ୍ ଜିଣି ଥିଲେ । ତାଙ୍କର କଣ୍ଠ ଯେତିକି ସୁନ୍ଦର୍ ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର୍ । ତେବେ ସେ ଅନେକ ଓଡ଼ିଆ ଫିଲ୍ମ୍ ର ସଙ୍ଗୀତ ରେ ନିଜର କଣ୍ଠ ଦାନ କରିଛନ୍ତି । ଅନେକ ହିଟ୍ ଗୀତ ରେ ସେ ନିଜର କଣ୍ଠ ପ୍ରଦାନ କରିଛନ୍ତି। ଯେତେବେଳେ ବି ଓଡ଼ିଶା ର କିଛି ହିଟ୍ ଗୀତ ଆସେ ଦେ ପ୍ରାୟତଃ ଦିପ୍ତିରେଖା ଙ୍କ କଣ୍ଠ ରୁ ଶୁଣିବାକୁ ମିଳି ଥାଏ।
ତାଙ୍କର କଣ୍ଠ ଯେତିକି ସୁନ୍ଦର୍ ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର୍ । ଗୋଟିଏ ଚଳଚ୍ଚିତ୍ର ରେ ସେ ଗୀତ ଗାଉ ଥିବାର ଓ ଅଭିନୟ କରିଥିବା ର ନଜର ଆସି ଥିଲେ । ଏହା ପୂର୍ବରୁ ସେ ଅନେକ ହିଟ୍ ଗୀତ ଗାଇଥିଲେ ଓ ଗୋଟିଏ ଧାରାବାହିକ ରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ତେବେ ଦିପ୍ତିରେଖା ଆପଣ ଙ୍କୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।