ଦେଖନ୍ତୁ ଭି଼ି଼ଡିଓ ! ଟ୍ରେନ ଭିତରେ ଗଡା ପଡା ହୋଇ କରୁଥିଲେ ରାସଲୀଳା, ତାପରେ କିନ୍ନର ମାନେ ଆସି ଏମିତି କିଛି କରିଦେଲେ ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି……
ଆଜିର ଦୁନିଆ କିଛି ବ୍ୟକ୍ତି ବିଶେଷ ଙ୍କ ଲଜ୍ୟା ଜନକ ଏବଂ ନିନ୍ଦନୀୟ କାର୍ଯ୍ୟ କଳାପ ପାଇଁ ଏତେ ତଳକୁ ଖସି ଯାଉଛି ଯେ ଏହା ଏକ ସଭ୍ୟ ଶିକ୍ଷିତ ସମାଜର ଅଂଶ ବିଶେଷ ବୋଲି ମନେ ହେଉନାହିଁ। କହିବାକୁ ଗଲେ କିଛି ଏପରି ବ୍ୟକ୍ତି ବିଶେଷ ଙ୍କ ପାଇଁ ଅନେକ ସମ୍ପର୍କ ଏବଂ ପ୍ରେମକୁ ଲୋକେ ଖରାପ୍ ନଜର ରେ ଦେଖୁଛନ୍ତି। ପ୍ରାୟତଃ ଯୁବପିଢି ମାନଙ୍କ କ୍ଷେତ୍ରରେ ଏସବୁ ଅନେକାଂଶରେ ସୀମା ଟପି ଯାଉଛି।
ଆଜିର ଯୁବପିଢି ମାନଙ୍କ କ୍ଷେତ୍ରରେ ଅଧିକାଂଶ କ୍ଷେତ୍ରରେ ପ୍ରେମର ବାସ୍ତବ ସଂଜ୍ଞା ରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।କାରଣ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି।
ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଏବଂ କାର୍ଯ୍ୟ କଲାପ ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।
ଏବେ ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ପ୍ରସାରିତ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ପ୍ରେମୀ ଯୁଗଳ ଟ୍ରେନ୍ ଭିତରେ ବସି ସେମାନଙ୍କ ରାସ ଲୀଳା କୁ ସମସ୍ତଙ୍କ ସାମ୍ନା ରେ ଆରମ୍ଭ କରି ଦେଇଛନ୍ତି। ସେମାନେ ଏକାକୀ ଏକ କଡ଼ରେ ବସି ଏହିଭଳି କିଛି କାର୍ଯ୍ୟ କରୁଛନ୍ତି।ତେବେ ଏହିଭଳି ଏକ ଲଜ୍ୟାକର ଏବଂ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ହାୱଡା ପୁରୀ ପେସେଞ୍ଜର ଟ୍ରେନ୍ ଭିତରେ।
ଏହି ଟ୍ରେନ୍ ଟି ପୁରୀ ଅଭିମୁଖେ ଆସୁଥିବା ବେଳେ ଏହି ଭଳି ଏକ ଘଟଣା ଘଟିଛି। ଟ୍ରେନ୍ ଭିତରେ ଏକ ପାର୍ଶ୍ଵରେ ସେମାନେ ବସି ପ୍ରଥମେ ଶେଲଫି ଉଠାଉଥିବା ବେଳେ ପରେ ସେମାନେ ଏଭଳି କାମ କରିଛନ୍ତି ତାହା ଅଶ୍ଳିଲତା ର ସବୁ ସୀମାକୁ ଟପି ଯାଇଛି।ଆଉ ଏହି ସମୟର ଘଟଣାକୁ ମଧ୍ୟ କିଛି ଲୋକ କ୍ୟାମେରା ରେ ରେକର୍ଡ କରିଛନ୍ତି।ପରେ ଯାତ୍ରୀ ମାନେ ଆସି ପୁଅ ଝିଅକୁ ଗାଳି ଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରିଛନ୍ତି।
କିଛି ଲୋକ ଏହି ମୁହୂର୍ତ୍ତର ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଅନେକ ଏହାକୁ ନିନ୍ଦା କରିଛନ୍ତି ଏବଂ ଏହି ପ୍ରେମୀ ଯୁଗଳଙ୍କୁ ତାଙ୍କର ଏହି ମନ୍ଦ କାର୍ଯ୍ୟ ପାଇଁ ସମାଲୋଚନା ମଧ୍ୟ କରିଛନ୍ତି। ଆଜିର ଯୁବପିଢି ଙ୍କ ଏହିଭଳି କିଛି ହରକତ ସେମାନଙ୍କୁ କିଛି ଶିକ୍ଷା ନିଶ୍ଚିତ ଦେଇଥିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।