ଦେଖନ୍ତୁ ଭିଡିଓ । ସାଙ୍ଗ ଘରକୁ ଯିବ ବାହାନା କରି ଜଙ୍ଗଲରେ ଯାଇ ରୋମାନ୍ସ କରୁଥିଲେ ଗାଁ ଲୋକମାନେ ଧରି ଭିଡିଓ ଭାଇରାଲ୍ କରିଲେ ସୋସିଆଲ୍ ମିଡିଆରେ…

ଯିଏ ଥରେ ପ୍ରେମରେ ପଡ଼ିଯାଏ, ସିଏ ପ୍ରେମରେ ଏମିତି ଅନ୍ଧ ହୋଇଯାଏ ଯେ କିଛି ଜାଣି ପାରେ ନାହିଁ। ଏହା ସତ ଯେ ପ୍ରେମ ଓ ଭଲ ପାଇବା ଏକ ନିଆରା ଏବଂ ସୁନ୍ଦର ଅନୁଭବ ଅଟେ। ଆଗ କାଳର ଲାଜକୁଳା ପ୍ରେମ ଓ ଆଜିର ସମୟର ଖୋଲାଖୋଲି ପ୍ରେମ ଭିତରେ ବହୁତ୍ ଫରକ୍ ଦେଖିବାକୁ ମିଳୁଛି।ତେବେ ଏହାକୁ ନେଇ ସମସ୍ତଙ୍କର ମତ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ଅଟେ। ପ୍ରେମର ସଂଜ୍ଞା କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଉଛନ୍ତି କିଛି ପ୍ରେମୀ ଯୁଗଳ। ଏହା କୁହାଯାଏ ଯେ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି।

କିନ୍ତୁ ଏହାକୁ ଉଚିତ୍ ମାର୍ଗରେ ପରିଚାଳିତ କରିବା ଆବଶ୍ୟକ। କାରଣ ଯଦି ଏହା ଭୁଲ୍ ମାର୍ଗରେ ପରିଚାଳିତ ହୁଏ ତେବେ ଏହା ପରବର୍ତ୍ତୀ ସମୟରେ ଅନେକ ସମସ୍ୟା ସୃଷ୍ଟି କରିପାରେ। ଜୀବନରେ ଦୁଃଖ କଷ୍ଟ ଆଦି ସହିବାକୁ ପଡେ।

ସେହିଭଳି ଯେତେବେଳେ ପ୍ରେମ ହୋଇଗଲା ପରେ ପ୍ରେମିକ ପ୍ରେମିକା ନିଜକୁ ପସନ୍ଦ କରନ୍ତି ସେତେବେଳେ ସେମାନେ ପରସ୍ପର ସହିତ ଏମିତି ଜଡ଼ିତ ହୋଇ ଯାନ୍ତି, ଭୁଲ୍ ଠିକ୍ କିଛି ଜାଣି ପାରନ୍ତି ନାହିଁ। ନିଜକୁ ଉପଭୋଗ କରିବା ଏବଂ ପ୍ରେମର ରଙ୍ଗରେ ରଙ୍ଗେଇ ହେବା ପାଇଁ ଯୌବନକୁ ଉପଭୋଗ କରିବା ପାଇଁ ସବୁକିଛି ଭୁଲି ସେହି ରାସ୍ତାରେ ଚାଲି ଯାଆନ୍ତି।ଆଉ ଭୋଗିଥାନ୍ତି ଅନେକ ସମସ୍ୟା।

ସେହିପରି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆଜିର ପ୍ରେମୀ ଯୁଗଳ ମାନଙ୍କର କିଛି ଏମିତି କାର୍ଯ୍ୟ କଲାପ ଯାହା ସମାଜରେ ସେମାନଙ୍କୁ ନିନ୍ଦିତ, ଲଜ୍ଜିତ କରିବା ସହିତ ଏକ ଅପ୍ରୀତିକର ବାତାବରଣ ସୃଷ୍ଟି କରୁଛି। ଯେମିତି ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି।

ଏଠାରେ ଜଣେ ପ୍ରେମୀ ଯୁଗଳ ଜଙ୍ଗଲ ପାର୍ଶ୍ବ ଏକ ନିଛାଟିଆ ସ୍ଥାନରେ ଯାଇ ଆପତ୍ତିଜନକ ସ୍ଥିତିରେ ରହିଥିବା ବେଳେ ଗ୍ରାମର ଲୋକଙ୍କ କାବୁରେ ଆସିଥିଲେ। ଏଭଳି ନିଛାଟିଆ ସ୍ଥାନରେ ସେମାନେ କାହିଁକି ଆସିଛନ୍ତି ବୋଲି ପଚାରିବାରୁ ସେମାନେ ବିଚଳିତ ହୋଇ ଯାଇଥିଲେ। ପ୍ରକୃତରେ ସେମାନେ ଏକ ମନ୍ଦ ଉଦ୍ଦେଶ୍ୟ ନେଇ ଏପରି ଏକ ସ୍ଥାନ କୁ ବାଛିଥିଲେ।

ଲୋକେ ଏହାକୁ ବୁଝିଯିବା ପରେ ତାଙ୍କୁ ସେମାନଙ୍କର ଠିକଣା, ବାପା ମାଆ ଙ୍କ ନାମ ଓ ସେମାନଙ୍କ ବିଷୟରେ ସବୁକିଛି ପଚାରିଥିଲେ। ଅନେକ ସ୍ଥାନୀୟ ଯୁବକ ସେମାନଙ୍କ ଭିଡିଓ କରିବା ସହିତ ଗାଳି ଗୁଲଜ ମଧ୍ୟ କରିଥିଲେ।ତେବେ କଲେଜ୍ କାମ ଅଛି ଏବଂ ସେଥିପାଇଁ ସେମାନେ ଏହି ପାର୍ଶ୍ବ ଦେଇ ଯାଉଥିଲେ ବୋଲି କହିଥିଲେ। ସେମାନେ କିଛି ଭୁଲ୍ କରି ନାହାନ୍ତି ବୋଲି ମଧ୍ୟ କହିଥିଲେ।

କିନ୍ତୁ ଏହା ସତ ଯେ କଲେଜ୍ କୁ ଆସି ଏହିଭଳି ଭାବରେ ବାହାରେ ଯାଇ ପ୍ରେମକୁ ରାସ୍ତାରେ ପକାଇବା କେତେ ଯଥାର୍ଥ ତାହା ଆପଣମାନେ ବିଚାର କରନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।