ଦେଖନ୍ତୁ ଭିଡ଼ିଓ । ପୁଣି ଫେରିଲେ ମହାରଥୀ ! କଟ ଆଉଟ୍ ସହ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କଲେ ମହାରଥୀ ଙ୍କ ଝିଅ ଜ୍ୱାଇଁ….

ଓଲିଉଡର ଜଣାଶୁଣା ଅଭିନେତା ଅର୍ଧେନ୍ଦୁକୁ ଆପଣମାନେ ଜାଣିଥିବେ ଯେକି ଗୋଟିଏ ପରେ ଗୋଟିଏ ହିଟ ସିନେମା ଦେଇ ସମସ୍ତଙ୍କ ହୃଦୟରେ ଜାଗା ତୋଳି ସାରିଛନ୍ତି । ଅନେକ ଚଳଚ୍ଚିତ୍ର ଓ ହିଟ ଗୀତରେ ନିଜର ଆଭିନୟରେ ଯାଦୁ ଦେଖେଇ ସାରିଛନ୍ତି ଅର୍ଧେନ୍ଦୁ୍ । ସ୍ତ୍ରୀ ପଲ୍ଲବି ଏବଂ ସେ ନିଜେ ପରିବାର ସହିତ ଏବଂ ସମସ୍ତଙ୍କୁ ନେଇ ଏବେ ଘରେ ପ୍ରଵେଶ କରିଛନ୍ତି

ସାଥୀରେ ଅଛନ୍ତି ସ୍ତ୍ରୀ ପଲ୍ଲବୀଙ୍କ ବାପା ପ୍ରଦୀପ ମହାରଥୀଙ୍କ ବଡ ଫୋଟୋ ମୃତ୍ତିର ଫୋଟୋ ଚିତ୍ର ଏବଂ ଏହି ଫୋଟୋ ଚିତ୍ରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।

ଏମିତି କି ପଲ୍ଲବୀ ର ସମସ୍ତ ଘର ଲୋକ ସାମିଲ ହୋଇଥିଲେ ବି ପ୍ରଦୀପ ମହାରଥୀଙ୍କୁ କେହି ଭୁଲି ନାହାନ୍ତି।ସେହି ଫୋଟୋ ଚିତ୍ର କୁ ଲଗାଇ ସମସ୍ତେ ଆଜି ଗୃହ ପ୍ରଵେଶ କରିଛନ୍ତି। ସେହି ଫୋଟୋ ଚିତ୍ରକୁ ଲଗେଇ ସମସ୍ତେ ଆଜି ଗୃହ ପ୍ରବେଶ କରିଛନ୍ତି। ଯେତେବେଳେ ପ୍ରଦୀପ ମହାରଥୀଙ୍କ ଫୋଟୋ ଚିତ୍ର ସହ ଫୋଟୋ ଉଠେଇଥିଲେ ସମସ୍ତେ ଶୋକାକୁଳ ହୋଇଯାଇଥିଲେ।

ପ୍ରଦୀପ ମହାରଥୀଙ୍କ ବଡ଼ ପ୍ରତିମୂର୍ତ୍ତିକୁ ନେଇ ଅର୍ଧେନ୍ଦୁ ତାର ନୂଆ ଘରେ ପ୍ରବେଶ କରିଛନ୍ତି।ପ୍ରଵେଶ ମାତ୍ରକେ ଫୋଟୋ ଉଠାଇବା ଆରମ୍ଭ ହେଇଯାଇଥିଲା। ଏହି ଫୋଟୋରେ ଅନେକ ଖୁସିର ମୁହୁର୍ତ୍ତ ରହିଛି ଏବଂ ପ୍ରଦୀପ ମହାରଥୀଙ୍କୁ ନେଇ ଏଣ୍ଟ୍ରି ଗେଟ ରେ ରଖା ଯାଇଛି ଯେଉଁଥିରେ କି ପ୍ରଦୀପ ମହାରଥୀଙ୍କ ଫୋଟୋ ଜଳଜଳ ହୋଇ ଉଜ୍ଜ୍ବଳିତ ହେଉଛି। ପ୍ରଦୀପ ମହାରଥୀ ଏବେବି ଅମର ଅଛନ୍ତି ସେହିଭଳି ଲାଗୁଛି।

ସ୍ୱାମୀ,ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଗୃହ ପ୍ରଵେଶ କରିଛନ୍ତି ଏବଂ ସାଥିରେ ଥିଲେ ପ୍ରଦୀପ ମହାରଥୀ।ତେବେ କହିବାର ତାତ୍ପର୍ଯ୍ୟ ହେଉଛି, ଏବେବି ପ୍ରଦୀପ ମହାରଥୀଙ୍କୁ ମନେ ରଖିଛନ୍ତି ପରିବାର ଲୋକ। ଆଗକୁ ମଧ୍ୟ ସବୁ ଶୁଭକାର୍ୟ୍ଯରେ ମନେରଖିବେ।

ଅର୍ଧେନ୍ଦୁ ନୂତନ ଘରଟିକୁ ଏମିତି ବନେଇଛନ୍ତି ଯାହାର ବି ଦେଖିବ ଆଖି ଲାଖିଯିବ।ଘର ଭିତରେ ରହିଛି ସୁନ୍ଦର ସୁନ୍ଦର ଜାଗା ଏହି ଜାଗା ଗୁଡିକ ଏତେ ମନୋଲୋଭିତ ହୋଇଛି ଯେ ଦେଖିଲେ ଆଖି ଲାଗିଯିବ। ତେବେ ପ୍ରଦୀପ ମହାରଥୀଙ୍କ ସହ ଅର୍ଧେନ୍ଦୁ ଓ ସ୍ତ୍ରୀ ପଲ୍ଲବୀ ଫୋଟୋ ଉଠେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ।ଫୋଟଟି ସୋସିଆଲ ମେଡିଆ ରେ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।