ଦେଖନ୍ତୁ ଭିଡ଼ିଓ । ପୁଣି ଓଡ଼ିଶାରେ ପୁଣି ଲଜ୍ଜା ! କଲେଜ ଛାତ୍ରୀଙ୍କୁ ମଦ ପିଆଇ ପ୍ରେମିକ କରୁଥିଲା ଏପରି କୁତ୍ସିତ କାର୍ଯ୍ୟ।ସ୍ଥାନୀୟ ଲୋକେ ପହଞ୍ଚି ଯୁବତୀ ସହ କଲେ……….
ଯଦି ଆଜିର ଯୁବପିଢି ନିଜକୁ ଏକ ଉଚିତ୍ ମାର୍ଗରେ ପରିଚାଳିତ କରିବେ ତେବେ ସମାଜର ପରିବର୍ତ୍ତନ ସହିତ ସମାଜ ଓ ସଂସ୍କୃତି ର ସଭ୍ୟତା ମଧ୍ୟ ବୃଦ୍ଧି ପାଇବ।ସେହିପରି ଭୁଲ୍ ମାର୍ଗରେ ନିଜକୁ ପରିଚାଳିତ କଲେ ସେହିଠାରେ ହିଁ ସମାଜରେ ସେମାନଙ୍କ ସମ୍ମାନ ଏବଂ ସ୍ଥିତି ଭିନ୍ନ ହୋଇଯାଏ।ତେବେ ଆମେ ଆପଣଙ୍କୁ ଏସବୁ କଥା ଏହି ପାଇଁ କହୁଛୁ କାରଣ ଆଜିର ସମାଜରେ ପାଠ ପଢୁଆ ଯୁବପିଢି ମାନେ କିଛି ଏମିତି କାର୍ଯ୍ୟ କରୁଛନ୍ତି ଯାହା ସମାଜ ପାଇଁ ଲଜ୍ୟାକର ସ୍ଥିତି ସୃଷ୍ଟି କରୁଛି।
ଆଉ ସେ ମଧ୍ୟରୁ କିଛି ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳୁଛି ଯାହା ନିଜକୁ ସମାଜ ଆଗରେ ନୀଚ୍ଚ କରି ଦେଉଛି।ଏଭଳି ଘଟଣା ଦେଖିଲେ ସମାଜର ବୁଦ୍ଧିଜୀବୀ ମାନେ ଏହା କହିବା ବିଧେୟ ଯେ ନିଜର ସଂସ୍କାର ଏବଂ ନୀତି ନିୟମ କୁ ତିଳେ ହେଲେ ବି ଖାତିର ନକରି କୁପଥ ରେ ନିଜକୁ ନେଇ ଯାଉଛନ୍ତି କିଛି ନୈତିକତା ହୀନ ଯୁବପିଢି।
ଏଠାରେ କୁହା ଯାଇ ପାରେ ଏହିସବୁ କାର୍ଯ୍ୟ ପାଇଁ ବାସ୍ତବରେ ଦାୟୀ କିଏ। ଆଜିର ଆଧୁନିକ ସମାଜର ରଙ୍ଗ ଢ଼ଙ୍ଗ କାର୍ଯ୍ୟ କଲାପ ନା ଉପଯୁକ୍ତ ସଂସ୍କାର ର ଅଭାବ। ଏହାରି ଭିତରେ ଛନ୍ଦି ହୋଇ ଯାଉଛି ଆଜିର ମଣିଷ ର ଦ୍ବନ୍ଦାତ୍ମକ ପ୍ରଶ୍ନ।ସେ ଯାହାବି ହେଉ ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ହେଉଛି ଆଜିର ସମାଜର ବାସ୍ତବ ପ୍ରତିଫଳନ ବା ପ୍ରତିଛବି। ଯାହା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଏକ ନିଛାଟିଆ ଜଙ୍ଗଲରେ।
ଏଠାରେ କିଛି ଯୁବକ ଯୁବତୀ ମଦ୍ୟପାନ କରି ଯେଉଁଭଳି ଲଜ୍ୟା କର ପରିସ୍ଥିତି ସୃଷ୍ଟି କରିଛନ୍ତି ତାହା ସଭ୍ୟ ସମାଜର ମୁଣ୍ଡ କୁ ତଳକୁ କରି ଦେଉଛି। ସେମାନେ ମଦ୍ୟ ପାନ କରି ତାଙ୍କର ହିତାହିତ ଜ୍ଞାନ ଭୁଲି କଣ କରୁଛନ୍ତି ନିଜେ ମଧ୍ୟ ସେ ବିଷୟରେ ଧାରଣା ପାଉ ନାହାନ୍ତି। ସେମାନେ ଜଙ୍ଗଲ ମଧ୍ୟରେ ସାଙ୍ଗର ଜନ୍ମଦିନ ପାର୍ଟି ପାଳନ କରିବାକୁ ଆସିଥିଲେ ବୋଲି ସ୍ଥାନୀୟ ଲୋକଙ୍କୁ କହିଛନ୍ତି ଧରା ପଡ଼ିବା ପରେ।
କଲେଜ୍ ରୁ ସେମାନେ ସେଠାକୁ ଆସିଛନ୍ତି ଏବଂ ଯେଉଁଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ଅର୍ଥାତ୍ ଅଶ୍ଳୀଳ କାର୍ଯ୍ୟ କଲାପ କରୁଥିବା ସମୟରେ ଧରା ପଡିଛନ୍ତି ତାହା ଲୋକଙ୍କ ସବୁ ସହିବା ସୀମା କୁ ଟପି ଯାଇଛି। ଫଳରେ ସ୍ଥାନୀୟ ଲୋକ ସେହି ପ୍ରେମୀ ଯୁଗଳ ମାନଙ୍କୁ ସେମାନଙ୍କ ଠିକଣା ବିଷୟରେ ପଚାରିଛନ୍ତି ସେଠାରେ ଅଟକ ରଖି। ବିଭିନ୍ନ ପ୍ରଶ୍ନ ମଧ୍ୟ କରିଛନ୍ତି।
କୌଶଳ କ୍ରମେ ଜଣେ ପ୍ରେମିଯୁଗଲ ସେଠାରୁ ଖସି ପଳାଇଛନ୍ତି ଧରା ପଡ଼ିବା ପରେ। ତେବେ ଲୋକଙ୍କ କହିବା କଥା ଏହିପରି ଅନେକ ସମୟରେ ପ୍ରେମୀ ଯୁଗଳ ମାନଙ୍କୁ ସେଠାରେ ଦେଖିବାକୁ ମିଳିଥାଏ। ତେବେ ଏମାନଙ୍କର ଏପରି ମନ୍ଦ ଉଦ୍ଦେଶ୍ୟ ନେଇ ଏପରି ନିଛାଟିଆ ସ୍ଥାନକୁ ଆସିବା ବାସ୍ତବରେ ଏକ ପ୍ରତିକୂଳ ପ୍ରଭାବ ପକାଉଛି ଆଗାମୀ ପିଢ଼ି ଉପରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।