ଦେଖନ୍ତୁ ଭିଡ଼ିଓ – ପ୍ରଥମ ଥର ପାଇଁ ଝିଅ ସହିତ LIVE କରି କ୍ୟାମେରା ସାମ୍ନାକୁ ଆସିଲେ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ….

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ଚୁଲବୁଲି ସୁନ୍ଦରୀ ନାୟିକା ଅନୁ ଚୌଧୁରୀ।ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ। ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି।

ସମସ୍ତଙ୍କ ହୃଦୟରେ ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି। ବହୁତ୍ ଦିନ ପରେ ଏହି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହୋଇଛନ୍ତି। କାରଣ ତାଙ୍କୁ ପ୍ରାୟତଃ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିଥିବାର ଦେଖିବାକୁ ମିଳେ।

ତେବେ ଓଡ଼ିଶାର ଏହି ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ, ଯିଏକି ଓଡ଼ିଶା ସିନେମା ଜଗତରେ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଲିଭାଇ ଆସୁଛନ୍ତି ସେ ଅନେକ ସୁପରହିଟ ଚଳିଚିତ୍ର ମାନ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ହିରୋଇନ୍ ଭୂମିକା ବ୍ୟତୀତ ଅନୁ ଚୌଧୁରୀ ଅନେକ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି।

ଅଭିନୟ ଜଗତରେ ଏଣ୍ଟ୍ରି ମାରିବା ପରେ ସେ ଅଭିନେତ୍ରୀ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇବା ସହ ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କୁ ଆକର୍ଷିତ କରି ପାରିଥିଲେ।ତାଙ୍କର ଅଭିନୟ ଧୀରେ ଧୀରେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ନିଜର ଅପୂର୍ବ ସୁନ୍ଦରତା ସାଙ୍ଗକୁ ହୃଦୟସ୍ପର୍ଶୀ ଅଭିନୟ ସତେ ଯେମିତି ଲୋକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଛାପ ଛାଡ଼ି ଦେଇଥିଲା।

ଓଲିଉଡ ରେ ସେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କଲେ ଏବଂ ସମସ୍ତଙ୍କ ପସନ୍ଦର ନାୟିକା ମଧ୍ୟ ସାଜିଲେ। ତାଙ୍କ ଅଭିନୟ ର ଯାଦୁରେ ସମସ୍ତେ ହଜିବାକୁ ଲାଗିଲେ।ତେବେ ଏହି ଅଭିନେତ୍ରୀ ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ ଭଳି ଅନେକ ଆଗ ଧାଡ଼ିର ଅଭିନେତା ଙ୍କ ସହ ଅଭିନୟ କରିବାର ସୁଯୋଗ ପାଇ ନିଜକୁ ପ୍ରମାଣିତ କରିଛନ୍ତି।ସେ ଏବେ ତାଙ୍କ ଝିଅଙ୍କ ସହିତ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ଜଣଙ୍କ ଏହି ଭିଡିଓ ରେ କଣ କହୁଛନ୍ତି ଏବଂ କଣ କରୁଛନ୍ତି।

ସେ ତାଙ୍କ ଝିଅଙ୍କ ସହିତ ସେଲଫୀ ନେଉଛନ୍ତି।ସେ ଯେମିତି ଅଙ୍ଗ ଭଙ୍ଗୀ କରୁଛନ୍ତି ତାଙ୍କ ଝିଅବି ଠିକ୍ ସେମିତି କରୁଛି। ଦୁଇଜଣ ବହୁତ୍ ମଜା କରୁଛନ୍ତି। ଅନୁ ଚୌଧୁରୀ ତାଙ୍କ ଝିଅକୁ ଡାନ୍ସ ଶିଖାଉ ଥିବାର ଦେଖିବାକୁ ମିଳୁଛି। ସେମାନେ ପରସ୍ପର ସହ ମଜା କରୁଛନ୍ତି, ଖେଳୁଛନ୍ତି ମଧ୍ୟ।

ଅନୁ ଏହି ଭିଡିଓ ରେ ତାଙ୍କର ଫୋଟ ସୁଟ ର କିଛି ଝଲକ ମଧ୍ୟ ଦେଖାଇଛନ୍ତି।ତେବେ ସେ ଅଳିଆ ସଫା କରୁଥିବା ସମୟରେ ମଧ୍ୟ ତାଙ୍କ ଝିଅ ଏବଂ ତାଙ୍କର ଏକ ଫୋଟ ଏହି ଭିଡିଓ ରେ ରହିଛି ଯେଉଁଥିରେ ଉଭୟ ଝାଡୁ ଧରିଛନ୍ତି।ତେବେ ଏହିଭଳି ତାଙ୍କ ଝିଅ ସହ ଅନେକ ମଜାମସ୍ତିର ମୁହୂର୍ତ୍ତ ଏଠାରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।