ଦେଖନ୍ତୁ ଭିଡ଼ିଓ – ଓଡିଶା ଛାଡିବା ପରେ ଓଡିଶା ବାହାରେ କେମିତି କାଟୁଛନ୍ତି ଦିନ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପ ରେ ବିବାଦୀୟ ନାୟିକା ତ କେବେ ରାଜନୀତି ରେ ।ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ତେବେ ନିକଟ ଅତୀତ ରେ ମଧ୍ୟ ସେ ଯାତ୍ରା ମଞ୍ଚ ଖୋଲିବା ପାଇଁ ସେ ରାଜରାସ୍ତା କୁ ଓହ୍ଲାଇ ଥିଲେ ଓ ବିବାଦ ରେ ଶିକାର ହୋଇ ଥିଲେ।

ତେବେ ବିଭିନ୍ନ ପ୍ରକାର ବିବାଦ ର ଶିକାର ହୋଇ ସେ ଆଜି ଓଡିଶା ଛାଡ଼ି ଯାଇଛନ୍ତି । ତେବେ ଓଡ଼ିଶା ଛାଡ଼ି ବାହାରେ କିପରି ଅଛନ୍ତି ରାଣୀ ପଣ୍ଡା ଆସନ୍ତୁ ଜାଣିବା ଓ କଣ ପାଇଁ ସେ ଆଜି ଓଡ଼ିଶା ଛାଡିଛନ୍ତି ଆସନ୍ତୁ ଜାଣିବା ;

ତେବେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । କିନ୍ତୁ ଏହା ରୂପ ବ୍ୟତୀତ ରାଣୀ ପଣ୍ଡା ଙ୍କ ର ଆଉ ଏକ ରୂପ ଲୋକ ମାନେ ଦେଖିବାକୁ ପାଇଛନ୍ତି ।ତେବେ କିଛି ଦିନ ପୂର୍ବେ ଏକ ଭିଡିଓ ଜରିଆ ରେ ରାଣୀ ପଣ୍ଡା କହିଥିଲେ ଯେ ସେ ବାହା ହେବେ ବୋଲି । ଆଉ ତାଙ୍କ ବିବାହ ଦୁଇ ମାସ ପୂର୍ବରୁ ହେବାର ଥିଲା । କିନ୍ତୁ ଏହା ପରେ ସେ ଯାତ୍ରା ମଞ୍ଚ ଖୋଲିବା ପାଇଁ ସରକାର ଙ୍କ ଠାରୁ ଅନୁମତି ପାଇଁ ଯାତ୍ରା କଳାକାର ଙ୍କ ସହିତ ରାଜରାସ୍ତା କୁ ଓହ୍ଲାଇ ଥିଲେ ଓ ପୁଣି ଥରେ ବିବାଦ ର ଶିକାର ହୋଇ ଥିଲେ ।

ତେବେ ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ତେବେ ସେ ବର୍ତ୍ତମାନ ଓଡ଼ିଶା ଛାଡ଼ି ବାହାରେ ରହିଛନ୍ତି । ଆଉ କହିଛନ୍ତି ଯେ ଓଡ଼ିଶା ତାଙ୍କର ଜନ୍ମ ଭୂମି। ଏଠାରେ ତାଙ୍କର ସାଙ୍ଗ ସାଥି ପରିବାର ସମସ୍ତେ ଅଛନ୍ତି। ସେ ଓଡ଼ିଶା କି ଖୁବ୍ ଭଲ ପାଆନ୍ତି ଓ ଓଡ଼ିଶା ମାଟି ମଧ୍ୟ ତାଙ୍କୁ ଖୁବ୍ ଭଲ ପାଏ ।

କିନ୍ତୁ ଓଡ଼ିଶା ର କିଛି ଲୋକ ତାଙ୍କୁ ଭଲ ପାଆନ୍ତି ନାହିଁ । ସବୁବେଳେ ନିନ୍ଦା, ଅପମାନ ଓ ବିବାଦ ର ଶିକାର ହୋଇଛନ୍ତି । ବିଭିନ୍ନ ପ୍ରକାର ଅସମ୍ମାନ ତାଙ୍କୁ ମିଳିଛି ଆଉ ସେ ଏଥିପାଇଁ ବହୁତ୍ ଦୁଃଖିତ ଥିଲେ ବୋଲି ସେ କହିଛନ୍ତି। ବର୍ତ୍ତମାନ ସେ ଓଡ଼ିଶା ବାହାରେ ରହି ନିଜ କ୍ୟାରିୟର କୁ ଆଉ ଥରେ ଆରମ୍ଭ କ କରିବାକୁ ଯାଉଛନ୍ତି ।

ସେ ପୂର୍ବରୁ ମଧ୍ୟ ଏକ ବାର ଦ୍ୟଂସର୍ ଥିଲେ ଓ ବାର ରେ ବିଭିନ୍ନ ପ୍ରକାର ଗୀତ ଗାଇବା ସହ ନୃତ୍ୟ ପ୍ରଦର୍ଶନ ମଧ୍ୟ କରୁଥିଲେ ଓ ପୁଣି ଥରେ ସେ ତାଙ୍କର ସେହି ଜୀବନ କୁ ଫେରି ଯାଇଛନ୍ତି ।ତେବେ ଓଡ଼ିଶା ରେ ବହୁତ ସଂଘର୍ଷ କରି ଥିଲେ ବହୁତ୍ ଲୋକ ମାନଙ୍କ ବହୁତ୍ କିଛି କରିଥିଲେ କିନ୍ତୁ ଏତେ ସବୁ କରିବା ପରେ ବି ତାଙ୍କର ଆଜି ଗୋଟିଏ ବି ଭଲ ସାଙ୍ଗ ସାଥି , ପରିବାର, କିମ୍ବା କେହି ମଧ୍ୟ ନିଜର ନାହାଁନ୍ତି ।

ସେ ଯାହାକୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ ସେ ମଧ୍ୟ ତାଙ୍କର ନାହାଁନ୍ତି ବୋଲି ସେ କହିଛନ୍ତି।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।