ଦେଖନ୍ତୁ ଭିଡ଼ିଓ – ନୂଆ ବାହା ହୋଇଥିବା ଓଡ଼ିଆ ଅଭିନେତ୍ରୀ ଦୀପକ ଓ ତାଙ୍କ ସ୍ତ୍ରୀ ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…
ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତରେ କିଛି ଏମିତି ନୂଆ ଚେହେରା ମାନଙ୍କୁ ଦେଖିବାକୁ ମିଳୁଛି ଯେଉଁମାନେ ସେମାନଙ୍କର ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା ଏବଂ ଆକର୍ଷିତ କରିଛନ୍ତି। ନାୟକ ଭୂମିକାରେ ସେମାନଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ସେହିଭଳି ଜଣେ କଳାକାର ବା ଅଭିନେତା ହେଉଛନ୍ତି ଦୀପକ।
ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ରଖିବା ପରେ, ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ପ୍ରମୁଖ କଳାକାର ବନି ଯାଇଛନ୍ତି।ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ମଧ୍ୟ ଅଧିକାର କରିଛନ୍ତି। ବର୍ତ୍ତମାନ ସମୟରେ ସେ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡିର ଅଭିନେତା।
ତାଙ୍କର ପରିଚୟ କେବଳ ଜଣେ ଅଭିନେତା ନୁହଁ ବରଂ ଜଣେ ଦକ୍ଷ କଳାକାର ଭାବରେ ସେ ଅନେକ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି ଏବଂ ଅନେକ ରିଏଲିଟି ଶୋ ରେ ସେ ଜଜ୍ ଭାବରେ ମଧ୍ୟ କାର୍ଯ୍ୟ କରି ତାଙ୍କର ଦାୟିତ୍ୱ ବହନ କରିଛନ୍ତି। ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବରେ ମଧ୍ୟ ସେ ବହୁତ ଜଣାଶୁଣା।
ତାଙ୍କର ଅଭିନୟ ଏବଂ ଡାନ୍ସ ମଧ୍ୟ ଜବରଦସ୍ତ ଅଟେ। ଓଡ଼ିଆ ସିନେମା ଜଗତରେ ସେ ହେଉଛନ୍ତି ଜଣେ ସକ୍ରିୟ କଳାକାର। ତାଙ୍କର ଓଡ଼ିଆ ସିନେମା ଜଗତ ପ୍ରତି ଅହେତୁକ ଅବଦାନ ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସେ ଅଭିନୟ ଜଗତରେ ଜଣେ ସକ୍ରିୟ କଳାକାର ଭାବରେ ଏବେବି କାର୍ଯ୍ୟ କରୁଛନ୍ତି।
ଆପଣ ଜାଣିଛନ୍ତି ସେ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏବଂ ସେ ତାଙ୍କର ସୁନ୍ଦରୀ ପତ୍ନୀ ଙ୍କ ସହ ଅନେକ ସମୟରେ ସୋସିଆଲ ମିଡିଆରେ ନଜର ମଧ୍ୟ ଆସିଥାନ୍ତି। ଦୀପକ ଙ୍କ ପତ୍ନୀଙ୍କ ନାମ ହେଉଛି ତନୁଜା।ଏବେ ସେମାନଙ୍କ ଦୁଇଜଣଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଧୁମ୍ ମଚେଇବାରେ ଲାଗିଛି।
ତେବେ ଏହି ଭିଡିଓ ଟି ହେଉଛି ସେମାନଙ୍କ ଡାନ୍ସ ଭିଡିଓ। ସ୍ବାମୀ ସ୍ତ୍ରୀ ବିଭିନ୍ନ ପୋଷାକ ଏବଂ ଭିନ୍ନ ଗେଟ୍ ଅପ ରେ ଏହିସବୁ ଭିଡିଓ କରିଛନ୍ତି। ତୁ କଟକିଆ ଛୋରୀ ମୁଁ ସମ୍ବଲପୁରୀ ବାବୁ ଗୀତରେ ସେମାନେ ଜବରଦସ୍ତ ଡାନ୍ସ କରି ଏହାର ଭିଡିଓ ସୁଟ କରିଛନ୍ତି। ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ସେମାନେ ଘର ଭିତରେ ଏବଂ ବାହାରେ ବିଭିନ୍ନ ସ୍ଥାନରେ ମଧ୍ୟ ସେମାନଙ୍କ ଡାନ୍ସ ଭିଡିଓ କୁ ପ୍ରସ୍ତୁତ କରିଛନ୍ତି।ଏହା ବାସ୍ତବ ରେ ବହୁତ୍ ଆକର୍ଷଣୀୟ ହୋଇଛି। ସଙ୍ଗୀତର ତାଳେ ତାଳେ ଉଭୟ ନୃତ୍ୟ କରୁଛନ୍ତି ଏବଂ ବହୁତ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି। ସେମାନଙ୍କ ଯୋଡ଼ି ଏତେ ସୁନ୍ଦର ଲାଗୁଛି ଯେ ଆପଣ ବି ଦେଖିଲେ ବହୁତ୍ ଖୁସି ହୋଇଯିବେ।
ତେବେ ନିଶ୍ଚିତ ଭାବରେ ଆପଣ ବି ଥରେ ସେମାନଙ୍କର ଏହି ଡାନ୍ସ ଭିଡିଓ କୁ ଦେଖନ୍ତୁ ଏବଂ ତାପରେ ଜାଣି ପାରିବେ ସେମାନଙ୍କ ନୃତ୍ୟ ର ଝଲକ କେମିତି ଲାଗୁଛି ? ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।