ଦେଖନ୍ତୁ ଭିଡ଼ିଓ – ନିଜ ଝିଅକୁ ନେଇ ପ୍ରଥମଥର ପାଇଁ ସୁଟିଂ ସେଟକୁ ଗଲେ ଚନ୍ଦନ ଓ ମାହି…

ସୋସିଆଲ ମିଡ଼ିଆ ରେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି ଫିଲ୍ମ୍ ଓ ଟିଭି ଇଣ୍ଡଷ୍ଟ୍ରି ର ହିରୋ ହିରୋଇନ୍ ମାନେ । ସେମାନେ ନିଜର ଲାଇଫ ଷ୍ଟାଇଲ , ଲଭ୍ ଲାଇଫ , ନିଜର ଡ୍ରେସ୍ , ଓ ନିଜର ଭିନ୍ନ ଭିନ୍ନ ପ୍ରକାର ର ରୁଚି ପାଇଁ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସବୁବେଳେ ଆକ୍ତିଭ ରହି ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି ।

ତେବେ ତାଙ୍କର ଏହି ସବୁ ତଥ୍ୟ କୁ ମିଡ଼ିଆ ମଧ୍ୟ ସାଧାରଣ ଜନତା ଙ୍କ ସମ୍ମୁଖ କୁ ଆଣି ଥାଆନ୍ତି । ଏହା ସହିତ ହୋରୋ ହିରୋଇନ୍ ମାନେ ନିଜର ସନ୍ତାନ ମାନଙ୍କ ପାଇଁ ମଧ୍ୟ ପ୍ରାୟ ସମୟ ଚର୍ଚ୍ଚା ରେ ରହି ଥାଆନ୍ତି।

ତେବେ ଓଡ଼ିଆ ଟିଭି ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ଯୋଡ଼ି ଚନ୍ଦନ ଓ ମାହିି ମଧ୍ୟ ନିଜ ଝିଅ ପାଇଁ ଏବେ ଖୁବ୍ ଚର୍ଚ୍ଚା ରେ ଅଛନ୍ତି ।ଆପଣ ମାନେ ଚନ୍ଦନ ଓ ମାହିି ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ ।ତେବେ ଆପଣ ମାନେ ଏହା ମଧ୍ୟ ଜାଣିଥିବେ ଯେ କିଛି ଦିନ ପୂର୍ବରୁ ଚନ୍ଦନ ଓ ମାହିି ଙ୍କ ର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ଚନ୍ଦନ ଓ ମାହିି ପ୍ରଥମ ଥର ପାଇଁ ନିଜ ଝିଅ କୁ ନେଇ ସୁଟିଂ ସେଟ୍ କୁ ଯାଇଛନ୍ତି।

ତେବେ ଆପଣ ମାନେ ଚନ୍ଦନ ଓ ମାହିି ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚିତ ଭାବେ ଦେଖିଥିବେ । ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ଚନ୍ଦନ ଓ ମାହି । ତେବେ ଗତ କିଛି ଦିନ ପୂର୍ବରୁ ଚନ୍ଦନ ଓ ମାହିି ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି ଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପ୍ରାୟତଃ ନିଜ ଝିଅ ର ଫଟୋ ପୋଷ୍ଟ୍ କରୁଛନ୍ତି ।

ତେବେ ସେ ବହୁତ୍ ଖୁସି ଥିବାର ନଜର ମଧ୍ୟ ଆସି ଥାଆନ୍ତି । ଚନ୍ଦନ କୁ ଆପଣ ତୋ ଅଗଣା ର ତୁଳସୀ ମୁଁ ଧାରାବାହିକ ରେ ଅଭିନୟ କରୁଥିବା ର ନିଶ୍ଚୟ ଭାବେ ଦେଖିଥିବେ ଓ ତାଙ୍କ ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଭାବରେ ଦେଖିଥିବେ ।

ଆଉ ତାଙ୍କ ପତ୍ନୀ ମାହି ଙ୍କୁ ମୁଁ ବି ଅର୍ଦ୍ଧାଙ୍ଗିନୀ ଧାରାବାହିକ ରେ ନିଶ୍ଚୟ ଭାବେ ଦେଖି ଥିବେ ଓ ସେ ମଧ୍ୟ ନିଜ ଜବରଦସ୍ତ ଅଭିନୟ ସହିତ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି। ତେବେ ଚନ୍ଦନ ଓ ମାହିି ଦୁହେଁ ଦୁହିଁଙ୍କ ସୁଟିଂ ସେଟ୍ ରୁ ହିଁ ଭଲ ପାଇଥିଲେ ଓ ଏହା ପରେ ସେ ଗତ ବର୍ଷ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ। ତେବେ ବର୍ତ୍ତମାନ ସେ ନିଜର ଝିଅ ଙ୍କୁ ନେଇ ସୁଟିଂ ସେଟ୍ କୁ ମଧ୍ୟ ଯାଉଛନ୍ତି । ତାଙ୍କ ଝିଅ ମଧ୍ୟ ତାଙ୍କ ଭଳି ଖୁବ୍ ସୁନ୍ଦର୍ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।