ଦେଖନ୍ତୁ ଭିଡ଼ିଓ । ଜଙ୍ଗଲ ଭିତରେ ରୋମାନ୍ସ କରିବା ପଡିଲା ମହଙ୍ଗା ଭିଡିଓ ଟି ଦେଖିଲେ କହିବେ ଛିଃ ଛିଃ…..
ପ୍ରେମ ଏକ ଏଭଳି ଶବ୍ଦ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣେ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।ଯେଉଁଠି କି କିଛି ବି ପରିସ୍ଥିତିରେ ସେ ନିଜ ଜୀବନକୁ ବଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମ ର ଅନୁଭବ ରେ ପୁଲକିତ ହୋଇ ପ୍ରେମୀ ଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲିଯଇଥାଆନ୍ତି।
ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ। ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।ପ୍ରେମରେ ଥାଏ ତ୍ୟାଗ।ସେଠାରେ ଅନ୍ୟ କିଛି ର ସ୍ଥାନ ନାହିଁ।
ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।ମାତ୍ର ଆଜିକାଲିର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି।ଏଠାରେ କହିବା ବାହୁଲ୍ୟ କି ପ୍ରେମ ର ମାନେ ଆଜିକାଲିର ଯୁବ ପୀଢ଼ି ଦୈହିକ ସମ୍ପର୍କ ଭାବେ ବିବେଚନା କରୁଛନ୍ତି।
ପିତା ମାତା ଙ୍କ କଥା କୁ ଅବମାନନା କରି ନିଜସ୍ଵ ନିଷ୍ପତିରେ ଅଟଳ ରହୁଛନ୍ତି। ଯେଉଁଥିରେ କାମନା, ବାସନା ଭରି ରହିଛି।ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପର କୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି।ଯୁବକ ଯୁବତୀ ପାଠ ପଢ଼ାରେ ମନ ନିବେଶ ନକରି ସ୍ବାର୍ଥ ସର୍ବସ୍ବ ହୋଇ ଭୁଲ ନିଷ୍ପତିକୁ ଗ୍ରହଣ ମଧ୍ୟ କରୁଛନ୍ତି।
ତେବେ ନିକଟ ଅତୀତରେ ଏଭଳି କିଛି ଅଭାବନୀୟ ଘଟଣା ଘଟି ଯାଇଛି ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାରିତ ହବାରେ ଲାଗିଛି।ଘଟଣାଟି କେଉଁ ସ୍ଥାନରେ ଘଟିଛି ତାହା ଏବେ ମଧ୍ୟ ଅଜ୍ଞାତ।ଏଠାରେ ଦେଖିବାକୁ ମିଳିଛି ଯେ ଏକ ନିଛାଟିଆ ସ୍ଥାନରେ ଏକ ପ୍ରେମୀ ଯୁଗଳ ଘଞ୍ଚ ଜଙ୍ଗଲ ମଧ୍ୟରେ ରାସଲୀଳା କରିବାରେ ଲାଗିଥିଲେ। ସେମାନେ ପରସ୍ପର ପ୍ରେମାଲାପ ପାଇଁ ଏହିଭଳି ନିଛାଟିଆ ସ୍ଥାନକୁ ଯାଇଥିବା ବେଳେ ଏହି ସମୟରେ ସେମାନେ ଧରା ପଡି ଯାଇଥିଲେ।
ଏହାପରେ ସେମାନଙ୍କର ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ କିଛି ଯୁବକ ମାନେ କ୍ୟାମେରା ରେ ରେକର୍ଡ କରିଥିଲେ ଏବଂ ସେମାନଙ୍କୁ କିଛି ସମୟ ପଚରା ଉଚରା କରିବା ସହିତ ହଇରାଣ ମଧ୍ୟ କରିଥିଲେ।ଏଥିରେ ଝିଅ ଜଣଙ୍କ ମର୍ମାହତ ହୋଇ ତାଙ୍କର ଭିଡିଓ କରନାହିଁ ବୋଲି ଅନୁରୋଧ କରି କହିଥିଲା। କିନ୍ତୁ ଉକ୍ତ ବ୍ୟକ୍ତି ମାନେ ଏହି ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ଏହି ଘଟଣାରୁ ଏତିକି ସ୍ପଷ୍ଟ ଯେ ଆମେ ନିଜର ଭୁଲ୍ କାର୍ଯ୍ୟ ପାଇଁ କିପରି ବିପଦ କୁ ଟାଣି ଆଣୁଛୁ ଓ ସମାଜ ଆଗରେ ଲଜ୍ଜିତ ହେଉଛୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।