ଦେଖନ୍ତୁ LIVE ଭିଡିଓ – ହେ ପ୍ରଭୁ ! ଏତେ ଜୋରରେ ହେଲା ଭୂସ୍ଖଳନ କ୍ୟାମେରାରେ ରେକର୍ଡ ହୋଇନଥିଲେ କେହ ବି ବିଶ୍ୱାସ କରି ନଥାନ୍ତେ…
ଭୂମିକମ୍ପ, ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ଆସିଥାଏ କାହାକୁ ପୂର୍ବ ସୂଚନା ମିଳି ନଥାଏ। ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ଆକସ୍ମିକ ଭାବେ ହୋଇଥାଏ। କେବଳ ମଣିଷ ନୁହେଁ ଧରାପୃଷ୍ଠ ରେ ଜୀବନ ଧରି ଥିବା ସବୁ ପ୍ରାଣୀ ଗଛ ଲତା ଆଦି ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ର ଶିକାର ହୋଇ ଥାଆନ୍ତି । କାରଣ ଏହି ସବୁ ବିପର୍ଯ୍ୟୟ ଦ୍ଵାରା କେବଳ ଧନ ଜୀବନ ନୁହେଁ ପଶୁ ପକ୍ଷୀ ଗଛ ଲତା ଆଦି ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇ ଥାଆନ୍ତି । ଏଥିରେ କାହାର ଜୀବନ ଜାଏ କାହାର ଜୀବନ ରୁହେ ଏହା କହି ପାରିବା ସମ୍ଭବ ନୁହେଁ । କାରଣ ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ଗୁଡିକ ମଣିଷ ହାତରେ ନଥାଏ ।
ତେବେ ଏହି ସବୁ ପରିସ୍ଥିତି ପାଇଁ ପ୍ରତ୍ୟେକ୍ଷ ଭାବରେ ହେଉ କିମ୍ବା ପରୋକ୍ଷ ଭାବରେ ହେଉ ଆମ ମାନଙ୍କ ର ଭୂମିକା ରହି ଅଛି । କାରଣ ବର୍ତ୍ତମାନ କଳ କାରଖାନା ପ୍ରଦ୍ୟୁଷଣ ଆଦି ଏତେ ମାତ୍ରା ରେ ବଢ଼ି ଚାଲିଛି ଯେ କୌଣସି ବି ଜିନିଷ ଠିକ୍ ଭାବେ ହେଉ ନାହିଁ।
ବର୍ଷା ଋତୁ ରେ ସଠିକ୍ ମାତ୍ରା ବର୍ଷା ହେଉ ନାହିଁ କି ବସନ୍ତ ଋତୁ ଆମକୁ ଆଉ ଅନୁଭବ ହେଉ ନାହିଁ । ତେବେ ଆମେ ଆପଣ ଙ୍କୁ ଏହି ବିଷୟ ରେ ଆଜି ଏଥିପାଇଁ କହୁ ଅଛୁ କାରଣ ଆଜି ଏହି ପ୍ରାକୃତିକ ବିପର୍ଯ୍ୟୟ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣ ଙ୍କ ରୋମ ତାଙ୍କୁରି ଉଠିବ ।
ତେବେ ଭୂସ୍ଖଳନ ଏକ ଏମିତି ପ୍ରାକୃତିକ ବିପର୍ଯ୍ୟୟ ଅଟେ ଯେ ଏହା ମାତ୍ର କେତେ ସେକେଣ୍ଡ ପାଇଁ ଆସି ମଧ୍ୟ କୋଟି କୋଟି ଧନ ଜୀବନ ନଷ୍ଟ କରିଦିଏ । ଏହି ପରି ଆଗରୁ ଅନେକ ଥର ହୋଇଛି । ମାତ୍ର କିଛି ସମୟ ପାଇଁ ହେଉଥିବା ଏହି ଭୂମିକମ୍ପ ହଜାର ହଜାର ଲୋକ ମାନଙ୍କ ଜୀବନ ନେଇ ଯାଇଛି ଆଉ ବହୁତ୍ ପ୍ରକାର କ୍ଷୟ କ୍ଷତି ମଧ୍ୟ କରିଛି।
ତେବେ ଆଜି ମଧ୍ୟ ଏମିତି ଏକ ଘଟଣା ସାମ୍ନା କୁ ଆସିଛି। ଯେଉଁଠି ଦୁଇ ଜଣ ବ୍ୟକ୍ତି ବାଇକ୍ ରେ ଏକ ପାହାଡିଆ ରାସ୍ତା ଦେଇ ଯାଉଥିଲେ। ସେମାନେ ପାହାଡ ଟିକୁ ଅତିକ୍ରମ କରୁଥିବା ସମୟ ରେ ହଠାତ୍ ପାହାଡ ଉପରୁ ବଡ଼ ବଡ଼ ମାଟି ଖଣ୍ଡ ଖାଇବାକୁ ଲାଗିଲା।
ତେବେ ଏମିତି ହେଉଥିଲା ସେହି ସ୍ଥାନ ରେ ହୋଇଥିବା ଭୂସ୍ଖଳନ ଯୋଗୁଁ। ସେହି ମାଟି ଖଣ୍ଡ ପାହାଡ ଉପରୁ ବହୁତ୍ ସ୍ପିଡ ରେ ତଳକୁ ଖସୁ ଥିଲା ପିଚୁ ସଡ଼କ ରେ ଆସି ଭାଙ୍ଗି ପଡୁଥିଲା। ତେବେ ଏପରି ଏକ ଭୟାନକ ପରିସ୍ଥିତି ଦେଖି ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ବ୍ୟକ୍ତି ଜଣଙ୍କ ବାଇକ୍ ଛାଡ଼ି ସେଠାରୁ ତୁରନ୍ତ ଏକ ଫାଙ୍କା ସ୍ଥାନଙ୍କୁ ଦୌଡ଼ି ଆସିଲେ ।
ତେବେ ସେହି ପରିସ୍ଥିତି ଟି ଏତେ ଭୟଙ୍କର ଥିଲା ଯେ ଯଦି ସେହି ବ୍ୟକ୍ତି ଜଣଙ୍କ ଗାଡି ଛାଡ଼ି ଆସି ନଥାନ୍ତେ ତେବେ ତାଙ୍କର ସେହି ଭୂସ୍ଖଳନ ରେ ଜୀବନ ନିଶ୍ଚୟ ଚାଲି ଯାଆନ୍ତା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।